ପଞ୍ଚାୟତ ନିର୍ବାଚନର ଫଳାଫଳ ବାହାରିବା ପୂର୍ବରୁ ହାର ମାନିଲେ ବିରୋଧୀ, ପୁଣି ୧ ନମ୍ବର ଦଳ ହେବ ବିଜେଡି

The Sakala Picture
Published On

ଭୁବନେଶ୍ୱର: ଆଜି ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ମତଦାନ । ରାଜ୍ୟରେ ୫ଟି ପର୍ଯ୍ୟାୟରେ ଚାଲିଥିଲା ପଞ୍ଚାୟତ ନିର୍ବାଚନ । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବାବେଳେ ଆଜି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପୂର୍ବରୁ ହାର ମାନିଛନ୍ତି ବିରୋଧୀ । ଫଳାଫଳ ବାହାରିବା ପୂର୍ବରୁ ବିରୋଧୀ ମାନିଲେ ସତ । ରାଜ୍ୟରେ ଜାରି ରହିଥିବା ପଞ୍ଚାୟତ ନିର୍ବାଚନରେ ବିଜୁ […]

ଭୁବନେଶ୍ୱର: ଆଜି ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ମତଦାନ । ରାଜ୍ୟରେ ୫ଟି ପର୍ଯ୍ୟାୟରେ ଚାଲିଥିଲା ପଞ୍ଚାୟତ ନିର୍ବାଚନ । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବାବେଳେ ଆଜି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପୂର୍ବରୁ ହାର ମାନିଛନ୍ତି ବିରୋଧୀ । ଫଳାଫଳ ବାହାରିବା ପୂର୍ବରୁ ବିରୋଧୀ ମାନିଲେ ସତ । ରାଜ୍ୟରେ ଜାରି ରହିଥିବା ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ପୁଣି ୧ ନମ୍ବର ଦଳ ହେବ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ । ନିର୍ବାଚନ ଫଳାଫଳ ପୂର୍ବରୁ ଏଭଳି ବୟାନ ଦେଇଛନ୍ତି ସୁରେଶ ରାଉତରାୟ । ସେ ଆହୁରି କହିଛନ୍ତି କି ଏହି ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଓ ବିଜେପି ତୃତୀୟ ସ୍ଥାନରେ ରହିବ । ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ବିଜେପି ଯେଉଁ ଦାବି କରୁଛି ତାହା ଉପହାସ ଓ ହସ ଲାଗୁଛି । ତୃଣମୂଳ ସ୍ତରରେ ବିଜେପି ନାହିଁ । ଅନେକ ସ୍ଥାନରେ ବିଜେପି ପୋଷ୍ଟର ମାରିପାରୁନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

24 Feb 2022 By The Sakala

ପଞ୍ଚାୟତ ନିର୍ବାଚନର ଫଳାଫଳ ବାହାରିବା ପୂର୍ବରୁ ହାର ମାନିଲେ ବିରୋଧୀ, ପୁଣି ୧ ନମ୍ବର ଦଳ ହେବ ବିଜେଡି

ଭୁବନେଶ୍ୱର: ଆଜି ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ମତଦାନ । ରାଜ୍ୟରେ ୫ଟି ପର୍ଯ୍ୟାୟରେ ଚାଲିଥିଲା ପଞ୍ଚାୟତ ନିର୍ବାଚନ । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବାବେଳେ ଆଜି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପୂର୍ବରୁ ହାର ମାନିଛନ୍ତି ବିରୋଧୀ । ଫଳାଫଳ ବାହାରିବା ପୂର୍ବରୁ ବିରୋଧୀ ମାନିଲେ ସତ । ରାଜ୍ୟରେ ଜାରି ରହିଥିବା ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ପୁଣି ୧ ନମ୍ବର ଦଳ ହେବ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ । ନିର୍ବାଚନ ଫଳାଫଳ ପୂର୍ବରୁ ଏଭଳି ବୟାନ ଦେଇଛନ୍ତି ସୁରେଶ ରାଉତରାୟ । ସେ ଆହୁରି କହିଛନ୍ତି କି ଏହି ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଓ ବିଜେପି ତୃତୀୟ ସ୍ଥାନରେ ରହିବ । ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ବିଜେପି ଯେଉଁ ଦାବି କରୁଛି ତାହା ଉପହାସ ଓ ହସ ଲାଗୁଛି । ତୃଣମୂଳ ସ୍ତରରେ ବିଜେପି ନାହିଁ । ଅନେକ ସ୍ଥାନରେ ବିଜେପି ପୋଷ୍ଟର ମାରିପାରୁନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

https://www.thesakala.in/latest-odisha-news/once-again-bjd-will-be-the-no-1-in-panchayat-elections/article-9489
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର