କରୋନା ମୁକାବିଲା ପାଇଁ ପୁଲିସର ସ୍ପେଶାଲ୍ ଡ୍ରାଇଭ୍, ଅମାନିଆଙ୍କ ଠାରୁ ୬ ଦିନରେ ଆଦୟ ହେଲାଣି ୧ କୋଟି ୮୮ ଲକ୍ଷ ଟଙ୍କା

The Sakala Picture
Published On

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ପାଇଁ ପୁଲିସ ପକ୍ଷରୁ ସ୍ପେଶାଲ୍ ଡ୍ରାଇଭ୍ ଚଲିଛି। ଅମାନିଆଙ୍କୁ ସାବାଡ କରାଯାଉଛି । କୋଭିଡ୍ ନିୟମ ଉଲଙ୍ଘନ ଅଭିଯୋଗରେ ଗତ ୬ ଦିନରେ ରାଜ୍ୟରୁ ୧କୋଟି ୮୮ ଲକ୍ଷ ୪୫ହଜାର ୧୫୦ ଟଙ୍କା ଆଦାୟ ହୋଇଛି । ୬୬ହଜାର ୪୬ ଜଣ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହୋଇଛି । ଏନେଇ ରାଜ୍ୟ ପୁଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । Cumulatively, in six days, action has been […]

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ପାଇଁ ପୁଲିସ ପକ୍ଷରୁ ସ୍ପେଶାଲ୍ ଡ୍ରାଇଭ୍ ଚଲିଛି। ଅମାନିଆଙ୍କୁ ସାବାଡ କରାଯାଉଛି । କୋଭିଡ୍ ନିୟମ ଉଲଙ୍ଘନ ଅଭିଯୋଗରେ ଗତ ୬ ଦିନରେ ରାଜ୍ୟରୁ ୧କୋଟି ୮୮ ଲକ୍ଷ ୪୫ହଜାର ୧୫୦ ଟଙ୍କା ଆଦାୟ ହୋଇଛି । ୬୬ହଜାର ୪୬ ଜଣ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହୋଇଛି । ଏନେଇ ରାଜ୍ୟ ପୁଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ସ୍ପେଶାଲ୍ ଡ୍ରାଇଭର ଷଷ୍ଠ ଦିନରେ ୯ହଜାର ୭୯୦ ଉଲ୍ଲଂଘନକାରୀଙ୍କ ପାଖରୁ ଜରିମାନା ଆଦାୟ ହୋଇଛି । ଗତ ୨୪ ଘଣ୍ଟାରେ ଆଦାୟ ହୋଇଛି ୨୯ଲକ୍ଷ ୭୧ହଜାର ୯୫୦ ଟଙ୍କା ଫାଇନ୍ । ମାସ୍କ ନପିନ୍ଧିବା, ସାମାଜିକ ଦୂରତା ନରଖିବା, ଅଯଥାରେ ଗହଳି କରିବା ଆଦି କୋଭିଡ୍ ପ୍ରୋଟକଲର ଉଲ୍ଲଂଘନ ଅଭିଯୋଗରେ ସ୍ପେଶାଲ ଡ୍ରାଇଭ ଚାଲିଛି । ଆକ୍ସନ ନେବାକୁ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

13 Apr 2021 By The Sakala

କରୋନା ମୁକାବିଲା ପାଇଁ ପୁଲିସର ସ୍ପେଶାଲ୍ ଡ୍ରାଇଭ୍, ଅମାନିଆଙ୍କ ଠାରୁ ୬ ଦିନରେ ଆଦୟ ହେଲାଣି ୧ କୋଟି ୮୮ ଲକ୍ଷ ଟଙ୍କା

ଭୁବନେଶ୍ୱର: କରୋନା ସଂକ୍ରମଣର ମୁକାବିଲା ପାଇଁ ପୁଲିସ ପକ୍ଷରୁ ସ୍ପେଶାଲ୍ ଡ୍ରାଇଭ୍ ଚଲିଛି। ଅମାନିଆଙ୍କୁ ସାବାଡ କରାଯାଉଛି । କୋଭିଡ୍ ନିୟମ ଉଲଙ୍ଘନ ଅଭିଯୋଗରେ ଗତ ୬ ଦିନରେ ରାଜ୍ୟରୁ ୧କୋଟି ୮୮ ଲକ୍ଷ ୪୫ହଜାର ୧୫୦ ଟଙ୍କା ଆଦାୟ ହୋଇଛି । ୬୬ହଜାର ୪୬ ଜଣ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହୋଇଛି । ଏନେଇ ରାଜ୍ୟ ପୁଲିସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ସ୍ପେଶାଲ୍ ଡ୍ରାଇଭର ଷଷ୍ଠ ଦିନରେ ୯ହଜାର ୭୯୦ ଉଲ୍ଲଂଘନକାରୀଙ୍କ ପାଖରୁ ଜରିମାନା ଆଦାୟ ହୋଇଛି । ଗତ ୨୪ ଘଣ୍ଟାରେ ଆଦାୟ ହୋଇଛି ୨୯ଲକ୍ଷ ୭୧ହଜାର ୯୫୦ ଟଙ୍କା ଫାଇନ୍ । ମାସ୍କ ନପିନ୍ଧିବା, ସାମାଜିକ ଦୂରତା ନରଖିବା, ଅଯଥାରେ ଗହଳି କରିବା ଆଦି କୋଭିଡ୍ ପ୍ରୋଟକଲର ଉଲ୍ଲଂଘନ ଅଭିଯୋଗରେ ସ୍ପେଶାଲ ଡ୍ରାଇଭ ଚାଲିଛି । ଆକ୍ସନ ନେବାକୁ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

https://www.thesakala.in/latest-odisha-news/on-sixth-day-of-the-special-covid-enforcement-drive-odisha-police/article-1497
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର