ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ସେଲିବ୍ରିଟିଙ୍କ ଭିଡ଼ିଓ ଭାଇରାଲ, ରାସ୍ତା ଉପରେ ବାବୁସାନ ଏବଂ ତାଙ୍କ ପତ୍ନୀଙ୍କ ସମେତ ପ୍ରକୃତି ମିଶ୍ରଙ୍କ ହାଇଡ୍ରାମା

The Sakala Picture
Published On

ଭୁବନେଶ୍ୱର: ଚର୍ଚ୍ଚାରେ ଅଭିନେତା ବାବୁସାନଙ୍କ ଭିଡ଼ିଓ । ରାସ୍ତା ଉପରେ ଚାଲିଛି ଷ୍ଟାରଙ୍କ ଘର କଳି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ସେଲିବ୍ରିଟିଙ୍କ କଳିର ଭିଡ଼ିଓ । ଭିଡିଓରେ ରାସ୍ତା ଉପରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଝଗଡ଼ା କରୁଛନ୍ତି ବାବୁସାନଙ୍କ ପତ୍ନୀ । ଅଭିନେତ୍ରୀ ପ୍ରକୃତିଙ୍କ ସହ ବାବୁସାନ ଥିବା ବେଳେ ହଠାତ ପହଁଚିଯାଇଥିଲେ ପତ୍ନୀ । ରାସ୍ତା ଉପରେ କାରକୁ ଅଟକାଇ ଝଗଡ଼ା କରିବା ସହ ପ୍ରକୃତିଙ୍କୁ ଗାଳି ଗୁଲଜ କରି କିଛି […]

ଭୁବନେଶ୍ୱର: ଚର୍ଚ୍ଚାରେ ଅଭିନେତା ବାବୁସାନଙ୍କ ଭିଡ଼ିଓ । ରାସ୍ତା ଉପରେ ଚାଲିଛି ଷ୍ଟାରଙ୍କ ଘର କଳି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ସେଲିବ୍ରିଟିଙ୍କ କଳିର ଭିଡ଼ିଓ । ଭିଡିଓରେ ରାସ୍ତା ଉପରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଝଗଡ଼ା କରୁଛନ୍ତି ବାବୁସାନଙ୍କ ପତ୍ନୀ । ଅଭିନେତ୍ରୀ ପ୍ରକୃତିଙ୍କ ସହ ବାବୁସାନ ଥିବା ବେଳେ ହଠାତ ପହଁଚିଯାଇଥିଲେ ପତ୍ନୀ । ରାସ୍ତା ଉପରେ କାରକୁ ଅଟକାଇ ଝଗଡ଼ା କରିବା ସହ ପ୍ରକୃତିଙ୍କୁ ଗାଳି ଗୁଲଜ କରି କିଛି ବାଟ ତାଙ୍କୁ ଗୋଡ଼ାଇ ଯାଇଥଲେ ବାବୁସାନଙ୍କ ପତ୍ନୀ । ପ୍ରକୃତିଙ୍କ ଯୋଗୁଁ ତାଙ୍କ ପରିବାର ଭାଙ୍ଗିଥିବା କହି ରାସ୍ତାରେ ଅଭିନେତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧକ୍କା ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଘଟଣା ଆଜି ସକାଳେ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ଘଟିଥିବା କୁହାଯାଉଛି । ସେଠାରେ ସେତେବେଳେ ଉପସ୍ଥିତ ଥିବା ଲୋକମାନେ ଘଟଣାକୁ ମୋବାଇଲରେ ସୁଟିଂ କରି ଭାଇରାଲ କରି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି କି, ଅଭିନେତା ବାବୁସାନ୍ ଓ ପ୍ରକୃତି ମିଶ୍ର ଗୋଟିଏ ଚାରି ଚକିଆ ଗାଡ଼ିରେ ଏକାଠି ସକାଳୁ ସକାଳୁ ଭୁବନେଶ୍ବରର ସତ୍ୟ ନଗର ଅଞ୍ଚଳରେ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ସେମାନଙ୍କୁ ଅଟକାଇଛନ୍ତି। ଏହାପରେ ସେ ବାବୁସାନଙ୍କୁ ଗାଡ଼ିରୁ ବାହାରକୁ ଆସିବା ଲାଗି ବାଧ୍ୟ କରିବା ସହ ତାଙ୍କୁ ଟଣାଓଟରା କରିଛନ୍ତି। ଏହି ଘଟଣାରେ ବାବୁସାନ୍ ଅପଦସ୍ଥ ହୋଇପଡ଼ିବା ଦେଖିବାକୁ ମିଳୁଛି। ଏହାପରେ ବାବୁସାନଙ୍କ ଗାଡ଼ି ଭିତରେ ପଶି ପ୍ରକୃତିଙ୍କୁ ଟଣାଓଟରା କରିଛନ୍ତି। ପରେ ପ୍ରକୃତି ଗାଡ଼ିରୁ ବାହାରି ସେଠାରୁ ଚାଲିଯିବାକୁ ଉଦ୍ୟମ କରୁଥିବା ଭିଡିଓରେ ଦେଖାଯାଉଛି ।

ଆହୁରି ପଢ଼ନ୍ତୁ: ସବୁ ରାତିରେ ଜଳୁଛି ବିଦ୍ୟୁତ୍‌ ଖୁଣ୍ଟ, ଘର ଭିତରେ ପଡୁଛି ନିଆଁ ଝୁଲ; ଭୟରେ କଲୋନୀ ବାସିନ୍ଦା

23 Jul 2022 By The Sakala

ସେଲିବ୍ରିଟିଙ୍କ ଭିଡ଼ିଓ ଭାଇରାଲ, ରାସ୍ତା ଉପରେ ବାବୁସାନ ଏବଂ ତାଙ୍କ ପତ୍ନୀଙ୍କ ସମେତ ପ୍ରକୃତି ମିଶ୍ରଙ୍କ ହାଇଡ୍ରାମା

ଭୁବନେଶ୍ୱର: ଚର୍ଚ୍ଚାରେ ଅଭିନେତା ବାବୁସାନଙ୍କ ଭିଡ଼ିଓ । ରାସ୍ତା ଉପରେ ଚାଲିଛି ଷ୍ଟାରଙ୍କ ଘର କଳି । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ସେଲିବ୍ରିଟିଙ୍କ କଳିର ଭିଡ଼ିଓ । ଭିଡିଓରେ ରାସ୍ତା ଉପରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ଝଗଡ଼ା କରୁଛନ୍ତି ବାବୁସାନଙ୍କ ପତ୍ନୀ । ଅଭିନେତ୍ରୀ ପ୍ରକୃତିଙ୍କ ସହ ବାବୁସାନ ଥିବା ବେଳେ ହଠାତ ପହଁଚିଯାଇଥିଲେ ପତ୍ନୀ । ରାସ୍ତା ଉପରେ କାରକୁ ଅଟକାଇ ଝଗଡ଼ା କରିବା ସହ ପ୍ରକୃତିଙ୍କୁ ଗାଳି ଗୁଲଜ କରି କିଛି ବାଟ ତାଙ୍କୁ ଗୋଡ଼ାଇ ଯାଇଥଲେ ବାବୁସାନଙ୍କ ପତ୍ନୀ । ପ୍ରକୃତିଙ୍କ ଯୋଗୁଁ ତାଙ୍କ ପରିବାର ଭାଙ୍ଗିଥିବା କହି ରାସ୍ତାରେ ଅଭିନେତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧକ୍କା ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଏହି ଘଟଣା ଆଜି ସକାଳେ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ଘଟିଥିବା କୁହାଯାଉଛି । ସେଠାରେ ସେତେବେଳେ ଉପସ୍ଥିତ ଥିବା ଲୋକମାନେ ଘଟଣାକୁ ମୋବାଇଲରେ ସୁଟିଂ କରି ଭାଇରାଲ କରି ଦେଇଛନ୍ତି ।

ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଉଛି କି, ଅଭିନେତା ବାବୁସାନ୍ ଓ ପ୍ରକୃତି ମିଶ୍ର ଗୋଟିଏ ଚାରି ଚକିଆ ଗାଡ଼ିରେ ଏକାଠି ସକାଳୁ ସକାଳୁ ଭୁବନେଶ୍ବରର ସତ୍ୟ ନଗର ଅଞ୍ଚଳରେ ଯାଉଥିବା ବେଳେ ବାବୁସାନଙ୍କ ପତ୍ନୀ ସେମାନଙ୍କୁ ଅଟକାଇଛନ୍ତି। ଏହାପରେ ସେ ବାବୁସାନଙ୍କୁ ଗାଡ଼ିରୁ ବାହାରକୁ ଆସିବା ଲାଗି ବାଧ୍ୟ କରିବା ସହ ତାଙ୍କୁ ଟଣାଓଟରା କରିଛନ୍ତି। ଏହି ଘଟଣାରେ ବାବୁସାନ୍ ଅପଦସ୍ଥ ହୋଇପଡ଼ିବା ଦେଖିବାକୁ ମିଳୁଛି। ଏହାପରେ ବାବୁସାନଙ୍କ ଗାଡ଼ି ଭିତରେ ପଶି ପ୍ରକୃତିଙ୍କୁ ଟଣାଓଟରା କରିଛନ୍ତି। ପରେ ପ୍ରକୃତି ଗାଡ଼ିରୁ ବାହାରି ସେଠାରୁ ଚାଲିଯିବାକୁ ଉଦ୍ୟମ କରୁଥିବା ଭିଡିଓରେ ଦେଖାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର