ହକି ବିଶ୍ବକପ: କାଲି ଠାରୁ ଆରମ୍ଭ ହେବ ଅଫ୍ଲାଇନ୍ରେ ଟିକେଟ ବିକ୍ରି
ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ କାଲି ଠାରୁ ଅଫ୍ଲାଇନ୍ରେ ଟିକେଟ ବିକ୍ରି ଆରମ୍ଭ ହେବ । ଭୁବନେଶ୍ୱର ଓ ରାଉରକେଲା ଷ୍ଟାଡିୟମରେ ଅଫଲାଇନ୍ ଟିକେଟ ବିକ୍ରି ହେବା ନେଇ ସୂଚନା ମିଳିଛି । କଳିଙ୍ଗ ଷ୍ଟାଡିୟମର ୮ନଂ ଗେଟ୍ ଓ ବିର୍ସାମୁଣ୍ଡା ଷ୍ଟାଡିୟମ୍ର ୨ ନଂ ଗେଟ୍ ଓ ୬ ନଂ ଗେଟ୍ରେ ଟିକେଟ ମିଳିବ । ଦିନ ୧୧ ରୁ ସନ୍ଧ୍ୟା ୭ଟା ପର୍ଯ୍ଯନ୍ତ ଏଠାରେ ଟିକେଟ ମିଳିବ । ମୋଟ୍ ୨୦ ହଜାର ଟିକେଟ […]
ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ କାଲି ଠାରୁ ଅଫ୍ଲାଇନ୍ରେ ଟିକେଟ ବିକ୍ରି ଆରମ୍ଭ ହେବ । ଭୁବନେଶ୍ୱର ଓ ରାଉରକେଲା ଷ୍ଟାଡିୟମରେ ଅଫଲାଇନ୍ ଟିକେଟ ବିକ୍ରି ହେବା ନେଇ ସୂଚନା ମିଳିଛି । କଳିଙ୍ଗ ଷ୍ଟାଡିୟମର ୮ନଂ ଗେଟ୍ ଓ ବିର୍ସାମୁଣ୍ଡା ଷ୍ଟାଡିୟମ୍ର ୨ ନଂ ଗେଟ୍ ଓ ୬ ନଂ ଗେଟ୍ରେ ଟିକେଟ ମିଳିବ । ଦିନ ୧୧ ରୁ ସନ୍ଧ୍ୟା ୭ଟା ପର୍ଯ୍ଯନ୍ତ ଏଠାରେ ଟିକେଟ ମିଳିବ । ମୋଟ୍ ୨୦ ହଜାର ଟିକେଟ ବିକ୍ରି କରାଯିବା ନେଇ ସୂଚନା ମିଳିଛି ।
18 Dec 2022
By The Sakala
ହକି ବିଶ୍ବକପ: କାଲି ଠାରୁ ଆରମ୍ଭ ହେବ ଅଫ୍ଲାଇନ୍ରେ ଟିକେଟ ବିକ୍ରି
ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ କାଲି ଠାରୁ ଅଫ୍ଲାଇନ୍ରେ ଟିକେଟ ବିକ୍ରି ଆରମ୍ଭ ହେବ । ଭୁବନେଶ୍ୱର ଓ ରାଉରକେଲା ଷ୍ଟାଡିୟମରେ ଅଫଲାଇନ୍ ଟିକେଟ ବିକ୍ରି ହେବା ନେଇ ସୂଚନା ମିଳିଛି । କଳିଙ୍ଗ ଷ୍ଟାଡିୟମର ୮ନଂ ଗେଟ୍ ଓ ବିର୍ସାମୁଣ୍ଡା ଷ୍ଟାଡିୟମ୍ର ୨ ନଂ ଗେଟ୍ ଓ ୬ ନଂ ଗେଟ୍ରେ ଟିକେଟ ମିଳିବ । ଦିନ ୧୧ ରୁ ସନ୍ଧ୍ୟା ୭ଟା ପର୍ଯ୍ଯନ୍ତ ଏଠାରେ ଟିକେଟ ମିଳିବ । ମୋଟ୍ ୨୦ ହଜାର ଟିକେଟ ବିକ୍ରି କରାଯିବା ନେଇ ସୂଚନା ମିଳିଛି ।
https://www.thesakala.in/latest-odisha-news/offline-ticket-sales-for-hockey-world-cup-will-begin-tomorrow/article-17476