ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ: ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ

Madhusudan Das Picture
Published On

ଭୁବନେଶ୍ୱର: ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ । ବିଧାନସଭାରେ ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି, ବିଭାଗ ପକ୍ଷରୁ ନଦୀ ଜଳକୁ ୩ ମାସରେ ଥରେ ପରୀକ୍ଷା ହେଉଛି । ଆମେ କହିପାରିବା ନାହିଁ ସବୁ ସ୍ଥାନରେ ନଦୀ ଜଳ ଠିକ୍ ଅଛି । କଳ କାରଖାନାରୁ ବର୍ଯ୍ୟ ବସ୍ତୁ ଆସୁଛି । ନିରନ୍ତର ଭାବେ ନଦୀ ଜଳ ଚେକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗର ଅଧିକାରୀ ମାନେ ଭୁଲ୍ କଲେ ଗୋଟେ ମାସର ଦରମା ବନ୍ଦ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସବୁ ମୋବାଇଲରେ ଇନଷ୍ଟଲ୍ ହେବ ସଞ୍ଚାର ସାଥୀ ଆପ୍, ବିରୋଧୀ କହିଲେ ଗୁଇନ୍ଦାଗିରି କରିବାକୁ ଷଡ଼ଯନ୍ତ୍ର କରିଛି କେନ୍ଦ୍ର....

Join Us @ WhatsApp

About The Author

Google News
Join Us @ WhatsApp