ଓଡ଼ିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ: ରୁଜୁ ହୋଇଛି ୨୦୦ ଅପରାଧିକ ମାମଲା, ବନ୍ଧା ହୋଇଛନ୍ତି ୧୮୧ ବାବୁ

The Sakala Picture
Published On

ଭୁବନେଶ୍ବର: ସାମ୍ନାକୁ ଆସିଲା ଓଡ଼ିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ। ୨୦୨୪ ମସିହାରେ ମୋଟ ୨୦୦ ଅପରାଧିକ କେସ ରୁଜୁ କରାଯାଇଛି। ୧୮୧ ଜଣ ସରକାରୀ ଅଧିକାରୀ ଓ ଅନ୍ୟ ଲୋକଙ୍କୁ ଗିରଫ କରାଯାଇଛି। ୫୦ ଜଣ କ୍ଳାସ ୧ ଅଫିସରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଯାହା ମଧ୍ୟରେ ୬ ଜଣ ଚିଫ ଇଞ୍ଜିନିୟର, ଅବକାରୀ ଜଏଣ୍ଟ କମିଶନର, ଫିସରି ଡେପୁଟି ଡ଼ାଇରେକ୍ଟର, ସିଟି ଜିଏସଟି ଆସିଷ୍ଟାଣ୍ଟ କମିଶନର, ଜେଲ ସୁପରିଟେଣ୍ଡେଣ୍ଟ, ସବ କଲେକ୍ଟର, ତହସିଲଦାର, […]

ଭୁବନେଶ୍ବର: ସାମ୍ନାକୁ ଆସିଲା ଓଡ଼ିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ। ୨୦୨୪ ମସିହାରେ ମୋଟ ୨୦୦ ଅପରାଧିକ କେସ ରୁଜୁ କରାଯାଇଛି। ୧୮୧ ଜଣ ସରକାରୀ ଅଧିକାରୀ ଓ ଅନ୍ୟ ଲୋକଙ୍କୁ ଗିରଫ କରାଯାଇଛି। ୫୦ ଜଣ କ୍ଳାସ ୧ ଅଫିସରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଯାହା ମଧ୍ୟରେ ୬ ଜଣ ଚିଫ ଇଞ୍ଜିନିୟର, ଅବକାରୀ ଜଏଣ୍ଟ କମିଶନର, ଫିସରି ଡେପୁଟି ଡ଼ାଇରେକ୍ଟର, ସିଟି ଜିଏସଟି ଆସିଷ୍ଟାଣ୍ଟ କମିଶନର, ଜେଲ ସୁପରିଟେଣ୍ଡେଣ୍ଟ, ସବ କଲେକ୍ଟର, ତହସିଲଦାର, ବିଡ଼ିଓଙ୍କ ବିରୋଧରେ କେସ ହୋଇଛି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ସେହିପରି ୧୯ ଜଣ ଇଞ୍ଜିନିୟର, ୨୨ ଜଣ ରେଭେନ୍ୟୁ କର୍ମଚାରୀ, ୯ ଜଣ ପୋଲିସ, ୫ ଜଣ ଡାକ୍ତର, ୩ ଜଣ ଫରେଷ୍ଟ ଅଧିକାରୀଙ୍କୁ ଗିରଫ କରାଯାଇଛି । ୬୦ ଟି ଡିଏ କେସ ହୋଇଛି । ସେହିପରି ୯୬ଟି କେସରେ ଟ୍ରାପ କରି ୧୧୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୯ ଲକ୍ଷ ୨୫ ହଜାର ନଗଦ ଟଙ୍କା ଜବତ କରାଯାଇଛି । ସେହିପରି ଟ୍ରାପ ଓ ଡିଏ କେସରେ ୪୮୩ ସ୍ଥାନରେ ରେଡ଼ ପଡିଛି । ଦୁର୍ନୀତିଗସ୍ତ ଅଧିକାରୀଙ୍କ ୭୯୨ ଟି ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ୬୦ଟି ଡିଏ କେସରେ ୩୮ ଜଣ ଅଭିଯୁକ୍ତଙ୍କ ସହଯୋଗୀଙ୍କ ବିରୋଧରେ କେସ ହୋଇଛି । ୩୦୭ ଟି କେସରେ ତଦନ୍ତ ଶେଷ ହୋଇଛି । ୧୦୫ ଟି କେସରେ ଦଣ୍ଡବିଧାନ ଶେଷ କରିଛି ଭିଜିଲାନ୍ସ । ଡିଏ କେସରେ ଦଣ୍ଡବିଧାନ ହାର ୮୦ ପ୍ରତିଶତ ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୫ ସରକାରୀ ଅଧିକାରୀଙ୍କୁ ସରକାରୀ ଚାକିରିରୁ ବହିଷ୍କୃତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

31 Dec 2024 By The Sakala

ଓଡ଼ିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ: ରୁଜୁ ହୋଇଛି ୨୦୦ ଅପରାଧିକ ମାମଲା, ବନ୍ଧା ହୋଇଛନ୍ତି ୧୮୧ ବାବୁ

ଭୁବନେଶ୍ବର: ସାମ୍ନାକୁ ଆସିଲା ଓଡ଼ିଶା ଭିଜିଲାନ୍ସର ବାର୍ଷିକ ରିପୋର୍ଟ। ୨୦୨୪ ମସିହାରେ ମୋଟ ୨୦୦ ଅପରାଧିକ କେସ ରୁଜୁ କରାଯାଇଛି। ୧୮୧ ଜଣ ସରକାରୀ ଅଧିକାରୀ ଓ ଅନ୍ୟ ଲୋକଙ୍କୁ ଗିରଫ କରାଯାଇଛି। ୫୦ ଜଣ କ୍ଳାସ ୧ ଅଫିସରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଯାହା ମଧ୍ୟରେ ୬ ଜଣ ଚିଫ ଇଞ୍ଜିନିୟର, ଅବକାରୀ ଜଏଣ୍ଟ କମିଶନର, ଫିସରି ଡେପୁଟି ଡ଼ାଇରେକ୍ଟର, ସିଟି ଜିଏସଟି ଆସିଷ୍ଟାଣ୍ଟ କମିଶନର, ଜେଲ ସୁପରିଟେଣ୍ଡେଣ୍ଟ, ସବ କଲେକ୍ଟର, ତହସିଲଦାର, ବିଡ଼ିଓଙ୍କ ବିରୋଧରେ କେସ ହୋଇଛି ।

ସେହିପରି ୧୯ ଜଣ ଇଞ୍ଜିନିୟର, ୨୨ ଜଣ ରେଭେନ୍ୟୁ କର୍ମଚାରୀ, ୯ ଜଣ ପୋଲିସ, ୫ ଜଣ ଡାକ୍ତର, ୩ ଜଣ ଫରେଷ୍ଟ ଅଧିକାରୀଙ୍କୁ ଗିରଫ କରାଯାଇଛି । ୬୦ ଟି ଡିଏ କେସ ହୋଇଛି । ସେହିପରି ୯୬ଟି କେସରେ ଟ୍ରାପ କରି ୧୧୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୯ ଲକ୍ଷ ୨୫ ହଜାର ନଗଦ ଟଙ୍କା ଜବତ କରାଯାଇଛି । ସେହିପରି ଟ୍ରାପ ଓ ଡିଏ କେସରେ ୪୮୩ ସ୍ଥାନରେ ରେଡ଼ ପଡିଛି । ଦୁର୍ନୀତିଗସ୍ତ ଅଧିକାରୀଙ୍କ ୭୯୨ ଟି ଆକାଉଣ୍ଟକୁ ଫ୍ରିଜ କରାଯାଇଛି । ୬୦ଟି ଡିଏ କେସରେ ୩୮ ଜଣ ଅଭିଯୁକ୍ତଙ୍କ ସହଯୋଗୀଙ୍କ ବିରୋଧରେ କେସ ହୋଇଛି । ୩୦୭ ଟି କେସରେ ତଦନ୍ତ ଶେଷ ହୋଇଛି । ୧୦୫ ଟି କେସରେ ଦଣ୍ଡବିଧାନ ଶେଷ କରିଛି ଭିଜିଲାନ୍ସ । ଡିଏ କେସରେ ଦଣ୍ଡବିଧାନ ହାର ୮୦ ପ୍ରତିଶତ ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୫ ସରକାରୀ ଅଧିକାରୀଙ୍କୁ ସରକାରୀ ଚାକିରିରୁ ବହିଷ୍କୃତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/odisha-vigilance-released-their-raid-and-cases-on-anti-corruption-in-the-year-of-2024/article-37659
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର