ତତଲା କଡେଇରେ ସିଝୁଛି ଓଡ଼ିଶା: ୪୦ ଡିଗ୍ରୀ ଉପରେ ରାଜ୍ୟର ୨୯ ସ୍ଥାନର ତାପମାତ୍ରା

The Sakala Picture
Published On

ଭୁବନେଶ୍ବର : ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହର। ଆକାଶରୁ ଯେପରି ବର୍ଷୁଛି ନିଆଁ । ଘରୁ ବାହାରିଲେ ମୁହଁ ପୋଡ଼ି ଯାଉଛି । ଆଉ ଏପରି ଅବସ୍ଥାରେ ଅସମ୍ଭାଳ ତାତିକୁ ଗୁଳୁଗଳିରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। କ୍ରମାଗତ ଭାବେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ବଢୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ରାଜ୍ୟର ୨୯ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ବାରିପଦା ଓ ଝାରସୁଗୁଡ଼ାରେ […]

ଭୁବନେଶ୍ବର : ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହର। ଆକାଶରୁ ଯେପରି ବର୍ଷୁଛି ନିଆଁ । ଘରୁ ବାହାରିଲେ ମୁହଁ ପୋଡ଼ି ଯାଉଛି । ଆଉ ଏପରି ଅବସ୍ଥାରେ ଅସମ୍ଭାଳ ତାତିକୁ ଗୁଳୁଗଳିରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। କ୍ରମାଗତ ଭାବେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ବଢୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ରାଜ୍ୟର ୨୯ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ବାରିପଦା ଓ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୪ .୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଟ୍ୱିନ ସିଟିରେ ୪୨ ଡ଼ିଗ୍ରୀ ଅତିକ୍ରମ କରିଛି ତାପମାତ୍ରା ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ସେହିପରି ବଲାଙ୍ଗୀର, ବୌଦ୍ଧର ତାପମାତ୍ରା ୪୩.୭ ଡିଗ୍ରୀ ପାର କରିଛି। ନୂଆପଡ଼ା ୪୩.୬ ଡିଗ୍ରୀ, ଟିଟିଲାଗଡ଼ ଓ ସୋନପୁରର ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ଅନୁଗୁଳ ୪୩. ୧ ଡିଗ୍ରୀ , ସମ୍ବଲପୁର, ସୁୁନ୍ଦରଗଡ଼ର ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ତାଳଚେର ୪୨.୮ ଡିଗ୍ରୀ, ଭୁବନେଶ୍ବର ୪୨.୭, କଟକ ଓ ଭବନୀପାଟଣାର ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ରାଉରକେଲା ୪୨.୪ ଡିଗ୍ରୀ, ଢେଙ୍କାନାଳ ଓ ଯାଜପୁରର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ହୀରାକୁଦ ୪୧.୬ ଡିଗ୍ରୀ, ଜଗତସିଂହପୁର ୪୧.୫ ଡିଗ୍ରୀ, ପାରଳାଖେମୁଣ୍ଡୀ ୪୧ .୪ ଡିଗ୍ରୀ, ଚାନ୍ଦବାଲୀ ଓ ଦେବଗଡ଼ ୪୧.୩ ଡିଗ୍ରୀ ରେକର୍ଡ କରାଯାଇଛି। କେନ୍ଦ୍ରାପଡ଼ା ଓ କେନ୍ଦୁଝରର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି।  ନୟାଗଡ଼ ଓ ଭଦ୍ରକର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଛି। ମଲକାନାଗିରି ୪୦.୨ ଡିଗ୍ରୀ ଓ ବରଗଡ଼ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି।  ଖୋର୍ଦ୍ଧାର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

18 Apr 2023 By The Sakala

ତତଲା କଡେଇରେ ସିଝୁଛି ଓଡ଼ିଶା: ୪୦ ଡିଗ୍ରୀ ଉପରେ ରାଜ୍ୟର ୨୯ ସ୍ଥାନର ତାପମାତ୍ରା

ଭୁବନେଶ୍ବର : ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହର। ଆକାଶରୁ ଯେପରି ବର୍ଷୁଛି ନିଆଁ । ଘରୁ ବାହାରିଲେ ମୁହଁ ପୋଡ଼ି ଯାଉଛି । ଆଉ ଏପରି ଅବସ୍ଥାରେ ଅସମ୍ଭାଳ ତାତିକୁ ଗୁଳୁଗଳିରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। କ୍ରମାଗତ ଭାବେ ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ବଢୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ରାଜ୍ୟର ୨୯ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ବାରିପଦା ଓ ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୪ .୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ଟ୍ୱିନ ସିଟିରେ ୪୨ ଡ଼ିଗ୍ରୀ ଅତିକ୍ରମ କରିଛି ତାପମାତ୍ରା ।

ସେହିପରି ବଲାଙ୍ଗୀର, ବୌଦ୍ଧର ତାପମାତ୍ରା ୪୩.୭ ଡିଗ୍ରୀ ପାର କରିଛି। ନୂଆପଡ଼ା ୪୩.୬ ଡିଗ୍ରୀ, ଟିଟିଲାଗଡ଼ ଓ ସୋନପୁରର ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ଅନୁଗୁଳ ୪୩. ୧ ଡିଗ୍ରୀ , ସମ୍ବଲପୁର, ସୁୁନ୍ଦରଗଡ଼ର ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି। ତାଳଚେର ୪୨.୮ ଡିଗ୍ରୀ, ଭୁବନେଶ୍ବର ୪୨.୭, କଟକ ଓ ଭବନୀପାଟଣାର ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ରାଉରକେଲା ୪୨.୪ ଡିଗ୍ରୀ, ଢେଙ୍କାନାଳ ଓ ଯାଜପୁରର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ହୀରାକୁଦ ୪୧.୬ ଡିଗ୍ରୀ, ଜଗତସିଂହପୁର ୪୧.୫ ଡିଗ୍ରୀ, ପାରଳାଖେମୁଣ୍ଡୀ ୪୧ .୪ ଡିଗ୍ରୀ, ଚାନ୍ଦବାଲୀ ଓ ଦେବଗଡ଼ ୪୧.୩ ଡିଗ୍ରୀ ରେକର୍ଡ କରାଯାଇଛି। କେନ୍ଦ୍ରାପଡ଼ା ଓ କେନ୍ଦୁଝରର ତାପମାତ୍ରା ୪୧.୨ ଡିଗ୍ରୀ ରେକର୍ଡ କରାଯାଇଛି।  ନୟାଗଡ଼ ଓ ଭଦ୍ରକର ତାପମାତ୍ରା ୪୧ ଡିଗ୍ରୀ ରେକର୍ଡ କରାଯାଇଛି। ମଲକାନାଗିରି ୪୦.୨ ଡିଗ୍ରୀ ଓ ବରଗଡ଼ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି।  ଖୋର୍ଦ୍ଧାର ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

https://www.thesakala.in/latest-odisha-news/odisha-temp-in-29-places-in-the-state-are-above-40-degrees-celsius/article-20872
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର