ବିଶ୍ବ ଦରବାରରେ ପୁଣି ଚମକିଲା ଓଡ଼ିଶା: ଜାଗା ମିଶନକୁ ମିଳିଲା ୨୦୨୩ ୱାର୍ଲଡ ହାବିଟାଟ ଆୱାର୍ଡ

The Sakala Picture
Published On

ଭୁବନେଶ୍ବର: ବିଶ୍ବ ଦରବାରରେ ପୁଣି ଚମକିଲା ଓଡ଼ିଶା। ଜାଗା ମିଶନକୁ ମିଳିଲା ୨୦୨୩ ୱାର୍ଲଡ ହାବିଟାଟ ଆୱାର୍ଡ । ଓଡ଼ିଶା ସରକରାଙ୍କ ଜାଗ ମିଶନକୁ ବ୍ରୋଞ୍ଜ ପଦକ ମିଳିଛି। ଦ୍ବିତୀୟ ଥର  ପାଇଁ ବିଶ୍ବସ୍ତରରେ ସମ୍ମାନିତ ହେଲା ଜାଗା ମିଶନ । ଜାଗା ମିଶନ ଜରିଆର ରାଜ୍ଯରେ ୩ ହଜାର ବସ୍ତିର ଉନ୍ନତିକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଭାରତର ପ୍ରଥମ ବସ୍ତି ମୁକ୍ତ ରାଜ୍ୟ ଗଠନ ନେଇ ଲକ୍ଷ୍ୟ ରଖାଯାଇଛି। ୧୯୧୯ ବସ୍ତିରେ ରହୁଥିବା ୧.୭ ନିୟୁତ […]

ଭୁବନେଶ୍ବର: ବିଶ୍ବ ଦରବାରରେ ପୁଣି ଚମକିଲା ଓଡ଼ିଶା। ଜାଗା ମିଶନକୁ ମିଳିଲା ୨୦୨୩ ୱାର୍ଲଡ ହାବିଟାଟ ଆୱାର୍ଡ । ଓଡ଼ିଶା ସରକରାଙ୍କ ଜାଗ ମିଶନକୁ ବ୍ରୋଞ୍ଜ ପଦକ ମିଳିଛି। ଦ୍ବିତୀୟ ଥର  ପାଇଁ ବିଶ୍ବସ୍ତରରେ ସମ୍ମାନିତ ହେଲା ଜାଗା ମିଶନ । ଜାଗା ମିଶନ ଜରିଆର ରାଜ୍ଯରେ ୩ ହଜାର ବସ୍ତିର ଉନ୍ନତିକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଭାରତର ପ୍ରଥମ ବସ୍ତି ମୁକ୍ତ ରାଜ୍ୟ ଗଠନ ନେଇ ଲକ୍ଷ୍ୟ ରଖାଯାଇଛି। ୧୯୧୯ ବସ୍ତିରେ ରହୁଥିବା ୧.୭ ନିୟୁତ ଲୋକଙ୍କ ଜୀବନଧାରଣ ମାନ ବଦଳିବ । ଫୋକସରେ ବସ୍ତିବାସିନ୍ଦାଙ୍କ ଦାରିଦ୍ର ଦୂରୀକରଣ ରଖାଯାଇଛି। ଜମି ଅଧିକାର ମିଳିବା ଦ୍ବାରା ଉଚ୍ଛେଦ ଭୟ ଦୂର ହେଉଛି।  ୩୦ ଜିଲ୍ଲାର ୭୦୭ ବସ୍ତିର ଉନ୍ନତିକରଣ କରାଯାଇଛି। ରାଜ୍ୟର ୮ ସହରକୁ ବସ୍ତି ମୁକ୍ତ ଘୋଷଣା କରାଯାଇଛି। ଓଡ଼ିଶାର ଜାଗା ମିଶନକୁ ଅନୁକରଣ କରୁଛି ପଞ୍ଜାବ ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

04 Jan 2023 By The Sakala

ବିଶ୍ବ ଦରବାରରେ ପୁଣି ଚମକିଲା ଓଡ଼ିଶା: ଜାଗା ମିଶନକୁ ମିଳିଲା ୨୦୨୩ ୱାର୍ଲଡ ହାବିଟାଟ ଆୱାର୍ଡ

ଭୁବନେଶ୍ବର: ବିଶ୍ବ ଦରବାରରେ ପୁଣି ଚମକିଲା ଓଡ଼ିଶା। ଜାଗା ମିଶନକୁ ମିଳିଲା ୨୦୨୩ ୱାର୍ଲଡ ହାବିଟାଟ ଆୱାର୍ଡ । ଓଡ଼ିଶା ସରକରାଙ୍କ ଜାଗ ମିଶନକୁ ବ୍ରୋଞ୍ଜ ପଦକ ମିଳିଛି। ଦ୍ବିତୀୟ ଥର  ପାଇଁ ବିଶ୍ବସ୍ତରରେ ସମ୍ମାନିତ ହେଲା ଜାଗା ମିଶନ । ଜାଗା ମିଶନ ଜରିଆର ରାଜ୍ଯରେ ୩ ହଜାର ବସ୍ତିର ଉନ୍ନତିକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଭାରତର ପ୍ରଥମ ବସ୍ତି ମୁକ୍ତ ରାଜ୍ୟ ଗଠନ ନେଇ ଲକ୍ଷ୍ୟ ରଖାଯାଇଛି। ୧୯୧୯ ବସ୍ତିରେ ରହୁଥିବା ୧.୭ ନିୟୁତ ଲୋକଙ୍କ ଜୀବନଧାରଣ ମାନ ବଦଳିବ । ଫୋକସରେ ବସ୍ତିବାସିନ୍ଦାଙ୍କ ଦାରିଦ୍ର ଦୂରୀକରଣ ରଖାଯାଇଛି। ଜମି ଅଧିକାର ମିଳିବା ଦ୍ବାରା ଉଚ୍ଛେଦ ଭୟ ଦୂର ହେଉଛି।  ୩୦ ଜିଲ୍ଲାର ୭୦୭ ବସ୍ତିର ଉନ୍ନତିକରଣ କରାଯାଇଛି। ରାଜ୍ୟର ୮ ସହରକୁ ବସ୍ତି ମୁକ୍ତ ଘୋଷଣା କରାଯାଇଛି। ଓଡ଼ିଶାର ଜାଗା ମିଶନକୁ ଅନୁକରଣ କରୁଛି ପଞ୍ଜାବ ।

https://www.thesakala.in/latest-odisha-news/odisha-once-again-shone-in-the-world-darbar-odisha-govts-jaga-mission-won-a-bronze-medal/article-17882
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର