ଛତିଶଗଡ଼ର ଅନାଥ ଯୁବକଙ୍କ ମୃତ ଶରୀରକୁ କାନ୍ଧ ଦେଲା ଓଡିଶା-ମୋ ପରିବାର

The Sakala Picture
Published On

ଭୁବନେଶ୍ୱର: ଛତିଶଗଡ଼ର ୨୪ବର୍ଷିୟ ପଞ୍ଜାବୀ ଯୁବକ ସତପ୍ରିତ ଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟରେ ସାହାଯ୍ୟ ଯୋଗାଇଛି ଓଡ଼ିଶା-ମୋ ପରିବାର। ସୂଚନାନୁସାରେ, ସତପ୍ରୀତ ପ୍ରାୟ ୮ଦିନ ପୂର୍ବରୁ ନିଜ ଘରୁ ନିଖୋଜ ଥିଲେ । ଗତ ତିନିଦିନ ତଳେ, ଭୁବନେଶ୍ୱରସ୍ଥିତ ବାପୁ ଗେଷ୍ଟ ହାଉସ ଠାରେ ତାଙ୍କର ଅସ୍ଵାଭାବିକ ମୃତ୍ୟ ଘଟିଥିଲା। ସେ ଅନ୍ୟ ରାଜ୍ୟର ବାସିନ୍ଦା ହୋଇଥିବାରୁ ପ୍ରଥମେ ତାଙ୍କ ମୃତ ଶରୀରଟି ଚିହ୍ନଟ ହୋଇପାରି ନ ଥିଲା ।  ମାତ୍ର ପରବର୍ତ୍ତୀ ସମୟରେ ଓଡ଼ିଶା ପୁଲିସ, […]

ଭୁବନେଶ୍ୱର: ଛତିଶଗଡ଼ର ୨୪ବର୍ଷିୟ ପଞ୍ଜାବୀ ଯୁବକ ସତପ୍ରିତ ଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟରେ ସାହାଯ୍ୟ ଯୋଗାଇଛି ଓଡ଼ିଶା-ମୋ ପରିବାର।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

ସୂଚନାନୁସାରେ, ସତପ୍ରୀତ ପ୍ରାୟ ୮ଦିନ ପୂର୍ବରୁ ନିଜ ଘରୁ ନିଖୋଜ ଥିଲେ । ଗତ ତିନିଦିନ ତଳେ, ଭୁବନେଶ୍ୱରସ୍ଥିତ ବାପୁ ଗେଷ୍ଟ ହାଉସ ଠାରେ ତାଙ୍କର ଅସ୍ଵାଭାବିକ ମୃତ୍ୟ ଘଟିଥିଲା। ସେ ଅନ୍ୟ ରାଜ୍ୟର ବାସିନ୍ଦା ହୋଇଥିବାରୁ ପ୍ରଥମେ ତାଙ୍କ ମୃତ ଶରୀରଟି ଚିହ୍ନଟ ହୋଇପାରି ନ ଥିଲା ।  ମାତ୍ର ପରବର୍ତ୍ତୀ ସମୟରେ ଓଡ଼ିଶା ପୁଲିସ, ବିଭିନ୍ନ ଛାନଭିନ୍ କରି ତାଙ୍କ ପ୍ରକୃତ ପରିଚୟ ଓ ପରିବାର ସଦସ୍ୟଙ୍କୁ ଚିହ୍ନଟ କରି ଛତିଶଗଡ ପୁଲିସଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ। ଦୁର୍ଭାଗ୍ୟବଶତଃ, କିଛିଦିନ ତଳେ ସତପ୍ରୀତଙ୍କ ପିତାମାତାଙ୍କ ମୃତ୍ୟୁ ହୋଇଯାଇଥିଲା । ପରିବାରରେ, ତାଙ୍କ ଭଉଣୀ ଭିଣୋଇ ତଥା ଅନ୍ୟ ସଦସ୍ୟମାନେ ହଠାତ୍ ସତପ୍ରୀତଙ୍କ ମୃତ୍ୟୁ ଖବର ପାଇ ସଙ୍ଗେସଙ୍ଗେ ଓଡ଼ିଶା ଆସି ପହଞ୍ଚିଥିଲେ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

ଏହା ମଧ୍ୟରେ ସହିଦ ନଗର ପୁଲିସ,ତାଙ୍କ ଶବ ଅନ୍ତିମ ସଂସ୍କାର କାର୍ଯ୍ୟ ନିମନ୍ତେ ଶ୍ମଶାନକୁ ସ୍ଥାନାନ୍ତର ପାଇଁ ଓଡ଼ିଶା ମୋ ପରିବାର ସହ ଯୋଗାଯୋଗ କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଅତ୍ୟନ୍ତ ତତ୍ପରତା ସହିତ ଜୟ ଓଡ଼ିଶାର ଶେଷସାଥି ଭ୍ୟାନ ମାଧ୍ୟମରେ ଶବକୁ ଶ୍ମଶାନକୁ ନେଇ ଶେଷକୃତ୍ୟ ସମ୍ପନ୍ନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲେ। ତାଙ୍କ ପରିବାର ସଦସ୍ୟ ମାନଙ୍କ ସମେତ ଶ୍ରୀ ସାମନ୍ତରାୟ ଓ ଓଡ଼ିଶା ମୋ ପରିବାରର ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିବା ସହିତ ତାଙ୍କ ପରିବାର ସଦସ୍ୟମାନଙ୍କୁ ସାନ୍ତ୍ଵନା ଦେଇ ସତପ୍ରିତ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ ଅଭଯୋଗ

22 May 2023 By The Sakala

ଛତିଶଗଡ଼ର ଅନାଥ ଯୁବକଙ୍କ ମୃତ ଶରୀରକୁ କାନ୍ଧ ଦେଲା ଓଡିଶା-ମୋ ପରିବାର

ଭୁବନେଶ୍ୱର: ଛତିଶଗଡ଼ର ୨୪ବର୍ଷିୟ ପଞ୍ଜାବୀ ଯୁବକ ସତପ୍ରିତ ଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟରେ ସାହାଯ୍ୟ ଯୋଗାଇଛି ଓଡ଼ିଶା-ମୋ ପରିବାର।

ସୂଚନାନୁସାରେ, ସତପ୍ରୀତ ପ୍ରାୟ ୮ଦିନ ପୂର୍ବରୁ ନିଜ ଘରୁ ନିଖୋଜ ଥିଲେ । ଗତ ତିନିଦିନ ତଳେ, ଭୁବନେଶ୍ୱରସ୍ଥିତ ବାପୁ ଗେଷ୍ଟ ହାଉସ ଠାରେ ତାଙ୍କର ଅସ୍ଵାଭାବିକ ମୃତ୍ୟ ଘଟିଥିଲା। ସେ ଅନ୍ୟ ରାଜ୍ୟର ବାସିନ୍ଦା ହୋଇଥିବାରୁ ପ୍ରଥମେ ତାଙ୍କ ମୃତ ଶରୀରଟି ଚିହ୍ନଟ ହୋଇପାରି ନ ଥିଲା ।  ମାତ୍ର ପରବର୍ତ୍ତୀ ସମୟରେ ଓଡ଼ିଶା ପୁଲିସ, ବିଭିନ୍ନ ଛାନଭିନ୍ କରି ତାଙ୍କ ପ୍ରକୃତ ପରିଚୟ ଓ ପରିବାର ସଦସ୍ୟଙ୍କୁ ଚିହ୍ନଟ କରି ଛତିଶଗଡ ପୁଲିସଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ। ଦୁର୍ଭାଗ୍ୟବଶତଃ, କିଛିଦିନ ତଳେ ସତପ୍ରୀତଙ୍କ ପିତାମାତାଙ୍କ ମୃତ୍ୟୁ ହୋଇଯାଇଥିଲା । ପରିବାରରେ, ତାଙ୍କ ଭଉଣୀ ଭିଣୋଇ ତଥା ଅନ୍ୟ ସଦସ୍ୟମାନେ ହଠାତ୍ ସତପ୍ରୀତଙ୍କ ମୃତ୍ୟୁ ଖବର ପାଇ ସଙ୍ଗେସଙ୍ଗେ ଓଡ଼ିଶା ଆସି ପହଞ୍ଚିଥିଲେ।

ଏହା ମଧ୍ୟରେ ସହିଦ ନଗର ପୁଲିସ,ତାଙ୍କ ଶବ ଅନ୍ତିମ ସଂସ୍କାର କାର୍ଯ୍ୟ ନିମନ୍ତେ ଶ୍ମଶାନକୁ ସ୍ଥାନାନ୍ତର ପାଇଁ ଓଡ଼ିଶା ମୋ ପରିବାର ସହ ଯୋଗାଯୋଗ କରିଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାରର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଅତ୍ୟନ୍ତ ତତ୍ପରତା ସହିତ ଜୟ ଓଡ଼ିଶାର ଶେଷସାଥି ଭ୍ୟାନ ମାଧ୍ୟମରେ ଶବକୁ ଶ୍ମଶାନକୁ ନେଇ ଶେଷକୃତ୍ୟ ସମ୍ପନ୍ନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲେ। ତାଙ୍କ ପରିବାର ସଦସ୍ୟ ମାନଙ୍କ ସମେତ ଶ୍ରୀ ସାମନ୍ତରାୟ ଓ ଓଡ଼ିଶା ମୋ ପରିବାରର ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିବା ସହିତ ତାଙ୍କ ପରିବାର ସଦସ୍ୟମାନଙ୍କୁ ସାନ୍ତ୍ଵନା ଦେଇ ସତପ୍ରିତ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର