ପ୍ରକାଶ ପାଇଲା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ

The Sakala Picture
Published On

ଭୁବନେଶ୍ବର : ପ୍ରକାଶ ପାଇଲା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ଫଳ । ଆଜି ପରୀକ୍ଷା ଫଳ ଓଜେଇଇ ସାଇଟ୍‌ରେ ପ୍ରକାଶ ପାଇଥିବା ବେଳେ ୪୯ ହଜାର ୨୭୯ ଜଣଙ୍କୁ ର‌୍ୟାଙ୍କ ମିଳିଛି । ବିଟେକ୍ ( ସ୍ପେଶାଲ)ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ ବି.ଫାର୍ମାରେ ଲକ୍ଷ୍ମୀପ୍ରୀୟା ସେନାପତି ଓ ଏମବିଏରେ ଆଷୁତୋଷ ରଥ ଟପ୍ପର ହୋଇଛନ୍ତି । ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ୍ ojee.nic.inରୁ  ତାଙ୍କର ର‌୍ୟାଙ୍କ କାର୍ଡ  ଡାଉନଲୋଡ୍‌ କରିପାରିବେ । ତେବେ ଚଳିତ […]

ଭୁବନେଶ୍ବର : ପ୍ରକାଶ ପାଇଲା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ଫଳ । ଆଜି ପରୀକ୍ଷା ଫଳ ଓଜେଇଇ ସାଇଟ୍‌ରେ ପ୍ରକାଶ ପାଇଥିବା ବେଳେ ୪୯ ହଜାର ୨୭୯ ଜଣଙ୍କୁ ର‌୍ୟାଙ୍କ ମିଳିଛି । ବିଟେକ୍ ( ସ୍ପେଶାଲ)ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ ବି.ଫାର୍ମାରେ ଲକ୍ଷ୍ମୀପ୍ରୀୟା ସେନାପତି ଓ ଏମବିଏରେ ଆଷୁତୋଷ ରଥ ଟପ୍ପର ହୋଇଛନ୍ତି । ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ୍ ojee.nic.inରୁ  ତାଙ୍କର ର‌୍ୟାଙ୍କ କାର୍ଡ  ଡାଉନଲୋଡ୍‌ କରିପାରିବେ ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ତେବେ ଚଳିତ ମାସ ୬ ରୁ ୧୮ ତାରିଖ ମଧ୍ୟରେ ହୋଇଥିଲା ଓଜେଇଇ ପରୀକ୍ଷା । ମୋଟ୍ ୪୯ ହଜାର ୩୬୦ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୪୯ ହଜାର ୨୭୯ ଜଣଙ୍କୁ ର‌୍ୟାଙ୍କ ମିଳିଛି। କରୋନା କଟକଣା ମଧ୍ୟରେ ୧୨ ଟି ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପାଇଁ ପ୍ରବେଶିକା  ପରୀକ୍ଷା କରାଯାଇଥିଲା। କରୋନା ଯୋଗୁଁ ରେଜଲ୍ଟ ପ୍ରକାଶ ପାଇବା ନେଇ ବିଳମ୍ବ ହେବ ବୋଲି ଆଶା କରାଯାଉଥିବା ବେଳେ ଆଜି ପ୍ରକାଶ ପାଇଛି ପରୀକ୍ଷା ଫଳ ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

 

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର