ନିବେଶ ଦୃଷ୍ଟିରୁ ଓଡ଼ିଶା ଭାରତର ସର୍ବୋତ୍ତମ ପ୍ରଦେଶ: ଅନିଲ ଅଗ୍ରୱାଲ

The Sakala Picture
Published On

ଭୁବନେଶ୍ୱର: ଗତ ୨୨ ବର୍ଷ ମଧ୍ୟରେ ଓଡ଼ିଶାର ପ୍ରଗତି ଅବିଶ୍ୱସନୀୟ । ନିବେଶ ଦୃଷ୍ଟିରୁ ଓଡ଼ିଶା ଭାରତର ସର୍ବୋତ୍ତମ ପ୍ରଦେଶ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣର ଦ୍ୱିତୀୟ ଦିନରେ ବେଦାନ୍ତ ଗ୍ରୁପର ଚେୟାରମ୍ୟାନ ଅନିଲ ଅଗ୍ରୱାଲ ଯୋଗ ଦେଇ କିଛି ଏପରି କହିଛନ୍ତି । ଅନିଲ ଅଗ୍ରୱାଲ ନିଜ ଭାଷଣରେ କହିଥିଲେ ଯେ, ଦୁନିଆ ଚାହୁଁନି ଭାରତ ପ୍ରଗତି କରୁ । ଦୁନିଆ ଚାହୁଁଛି ଭାରତ କେବଳ ଆମଦାନୀ କରୁ । ଫଳରେ […]

ଭୁବନେଶ୍ୱର: ଗତ ୨୨ ବର୍ଷ ମଧ୍ୟରେ ଓଡ଼ିଶାର ପ୍ରଗତି ଅବିଶ୍ୱସନୀୟ । ନିବେଶ ଦୃଷ୍ଟିରୁ ଓଡ଼ିଶା ଭାରତର ସର୍ବୋତ୍ତମ ପ୍ରଦେଶ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣର ଦ୍ୱିତୀୟ ଦିନରେ ବେଦାନ୍ତ ଗ୍ରୁପର ଚେୟାରମ୍ୟାନ ଅନିଲ ଅଗ୍ରୱାଲ ଯୋଗ ଦେଇ କିଛି ଏପରି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ଅନିଲ ଅଗ୍ରୱାଲ ନିଜ ଭାଷଣରେ କହିଥିଲେ ଯେ, ଦୁନିଆ ଚାହୁଁନି ଭାରତ ପ୍ରଗତି କରୁ । ଦୁନିଆ ଚାହୁଁଛି ଭାରତ କେବଳ ଆମଦାନୀ କରୁ । ଫଳରେ ଭାରତ ଶିଳ୍ପବିକଶିତ ରାଷ୍ଟ୍ରରେ ପରିଣତ ହେବ ନାହିଁ । କିନ୍ତୁ ଓଡ଼ିଶା ଏହାକୁ ବଦଳାଇ ଦେଇଛି । ଓଡ଼ିଶା ରପ୍ତାନୀ ଭିତ୍ତିକ ଅର୍ଥନୀତିର ଭିତ୍ତି ସ୍ଥାପନ କରିଛି । ନବୀନ ବାବୁଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଗତିପଥରେ ଅଗ୍ରସର ଅଛି । ଏଠାରେ ଉପସ୍ଥିତ ଥିବା ସମସ୍ତ ଶିଳ୍ପପତି ଜାଣନ୍ତି ଯେ, ସବୁ ରାଜ୍ୟ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରୁଛନ୍ତି କିନ୍ତୁ ଓଡ଼ିଶାରେ ଯେଉଁଭଳି ଉତ୍ସାହ ଅଛି ତାହା ଅନ୍ୟତ୍ର ନାହିଁ ।

ଆହୁରି ପଢ଼ନ୍ତୁ: କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

01 Dec 2022 By The Sakala

ନିବେଶ ଦୃଷ୍ଟିରୁ ଓଡ଼ିଶା ଭାରତର ସର୍ବୋତ୍ତମ ପ୍ରଦେଶ: ଅନିଲ ଅଗ୍ରୱାଲ

ଭୁବନେଶ୍ୱର: ଗତ ୨୨ ବର୍ଷ ମଧ୍ୟରେ ଓଡ଼ିଶାର ପ୍ରଗତି ଅବିଶ୍ୱସନୀୟ । ନିବେଶ ଦୃଷ୍ଟିରୁ ଓଡ଼ିଶା ଭାରତର ସର୍ବୋତ୍ତମ ପ୍ରଦେଶ । ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣର ଦ୍ୱିତୀୟ ଦିନରେ ବେଦାନ୍ତ ଗ୍ରୁପର ଚେୟାରମ୍ୟାନ ଅନିଲ ଅଗ୍ରୱାଲ ଯୋଗ ଦେଇ କିଛି ଏପରି କହିଛନ୍ତି ।

ଅନିଲ ଅଗ୍ରୱାଲ ନିଜ ଭାଷଣରେ କହିଥିଲେ ଯେ, ଦୁନିଆ ଚାହୁଁନି ଭାରତ ପ୍ରଗତି କରୁ । ଦୁନିଆ ଚାହୁଁଛି ଭାରତ କେବଳ ଆମଦାନୀ କରୁ । ଫଳରେ ଭାରତ ଶିଳ୍ପବିକଶିତ ରାଷ୍ଟ୍ରରେ ପରିଣତ ହେବ ନାହିଁ । କିନ୍ତୁ ଓଡ଼ିଶା ଏହାକୁ ବଦଳାଇ ଦେଇଛି । ଓଡ଼ିଶା ରପ୍ତାନୀ ଭିତ୍ତିକ ଅର୍ଥନୀତିର ଭିତ୍ତି ସ୍ଥାପନ କରିଛି । ନବୀନ ବାବୁଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଗତିପଥରେ ଅଗ୍ରସର ଅଛି । ଏଠାରେ ଉପସ୍ଥିତ ଥିବା ସମସ୍ତ ଶିଳ୍ପପତି ଜାଣନ୍ତି ଯେ, ସବୁ ରାଜ୍ୟ ଶିଳ୍ପପତିଙ୍କୁ ନିମନ୍ତ୍ରଣ କରୁଛନ୍ତି କିନ୍ତୁ ଓଡ଼ିଶାରେ ଯେଉଁଭଳି ଉତ୍ସାହ ଅଛି ତାହା ଅନ୍ୟତ୍ର ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର