ବିରୋଧୀଙ୍କୁ ସାଙ୍ଗରେ ନେଇ ଗୃହ ଚଲାଇବାକୁ ଚାହୁଁ ନାହାଁନ୍ତି ସରକାର: ବିଜେଡି

The Sakala Picture
Published On

ଭୁବନେଶ୍ବର: ନାରୀ ସୁରକ୍ଷାକୁ ନେଇ କଂଗ୍ରେସର ପ୍ରତିବାଦ ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କଟାକ୍ଷ । କହିଲେ, ସରକାର ବିରୋଧୀ ଦଳକୁ ସାଙ୍ଗରେ ନେଇ ଗୃହ ଚଳାଇବାକୁ ଚାହୁଁନି । ସେ କହିଛନ୍ତି, କଂଗ୍ରେସ ପ୍ରଥମ ଦିନରୁ ହିଁ ନାରୀ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ପ୍ରତିବାଦ କରୁଛି । ହେଲେ ବାଚସ୍ପତି କେବଳ ଗୃହ ମୁଲତବୀ କରି ଚାଲିଛନ୍ତି […]

ଭୁବନେଶ୍ବର: ନାରୀ ସୁରକ୍ଷାକୁ ନେଇ କଂଗ୍ରେସର ପ୍ରତିବାଦ ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କଟାକ୍ଷ । କହିଲେ, ସରକାର ବିରୋଧୀ ଦଳକୁ ସାଙ୍ଗରେ ନେଇ ଗୃହ ଚଳାଇବାକୁ ଚାହୁଁନି ।

ଆହୁରି ପଢ଼ନ୍ତୁ: ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

ସେ କହିଛନ୍ତି, କଂଗ୍ରେସ ପ୍ରଥମ ଦିନରୁ ହିଁ ନାରୀ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ପ୍ରତିବାଦ କରୁଛି । ହେଲେ ବାଚସ୍ପତି କେବଳ ଗୃହ ମୁଲତବୀ କରି ଚାଲିଛନ୍ତି । ନା’ କଂଗ୍ରେସ ସହ ଆଲୋଚନା, ନା’ ଗୃହ ଚଳାଇବାକୁ କଂଗ୍ରେସର ସମର୍ଥନ ଲୋଡ଼ାଯାଉଛି । ସମସ୍ତଙ୍କୁ ବିଶ୍ୱାସକୁ ନେଇ ଗୃହ ପରିଚାଳନା କରିବା ସରକାରୀ ଦଳର ଦାୟିତ୍ବ । ଆଜି ବି ନାରୀ ସୁରକ୍ଷା ଓ ଗୃହ ପରିଚାଳନା ସରକାରୀ ଦଳ ପାଇଁ ଅପ୍ରସଙ୍ଗ ଥିବା ରାଜ୍ୟବାସୀଙ୍କୁ ବିଚଳିତ କରୁଛି ବୋଲି ଅଭିଯୋଗ କରିଛନ୍ତି ପ୍ରମିଳା । କଂଗ୍ରେସ ଏତେ ଦିନରୁ ପ୍ରତିବାଦ କରୁଥିବା ବେଳେ, ସରକାରଙ୍କ ପକ୍ଷରୁ କେହି ତାଙ୍କ ସହ ଆଲୋଚନା କରୁ ନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ପ୍ରମିଳା ।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

20 Mar 2025 By The Sakala

ବିରୋଧୀଙ୍କୁ ସାଙ୍ଗରେ ନେଇ ଗୃହ ଚଲାଇବାକୁ ଚାହୁଁ ନାହାଁନ୍ତି ସରକାର: ବିଜେଡି

ଭୁବନେଶ୍ବର: ନାରୀ ସୁରକ୍ଷାକୁ ନେଇ କଂଗ୍ରେସର ପ୍ରତିବାଦ ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କଟାକ୍ଷ । କହିଲେ, ସରକାର ବିରୋଧୀ ଦଳକୁ ସାଙ୍ଗରେ ନେଇ ଗୃହ ଚଳାଇବାକୁ ଚାହୁଁନି ।

ସେ କହିଛନ୍ତି, କଂଗ୍ରେସ ପ୍ରଥମ ଦିନରୁ ହିଁ ନାରୀ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କରି ପ୍ରତିବାଦ କରୁଛି । ହେଲେ ବାଚସ୍ପତି କେବଳ ଗୃହ ମୁଲତବୀ କରି ଚାଲିଛନ୍ତି । ନା’ କଂଗ୍ରେସ ସହ ଆଲୋଚନା, ନା’ ଗୃହ ଚଳାଇବାକୁ କଂଗ୍ରେସର ସମର୍ଥନ ଲୋଡ଼ାଯାଉଛି । ସମସ୍ତଙ୍କୁ ବିଶ୍ୱାସକୁ ନେଇ ଗୃହ ପରିଚାଳନା କରିବା ସରକାରୀ ଦଳର ଦାୟିତ୍ବ । ଆଜି ବି ନାରୀ ସୁରକ୍ଷା ଓ ଗୃହ ପରିଚାଳନା ସରକାରୀ ଦଳ ପାଇଁ ଅପ୍ରସଙ୍ଗ ଥିବା ରାଜ୍ୟବାସୀଙ୍କୁ ବିଚଳିତ କରୁଛି ବୋଲି ଅଭିଯୋଗ କରିଛନ୍ତି ପ୍ରମିଳା । କଂଗ୍ରେସ ଏତେ ଦିନରୁ ପ୍ରତିବାଦ କରୁଥିବା ବେଳେ, ସରକାରଙ୍କ ପକ୍ଷରୁ କେହି ତାଙ୍କ ସହ ଆଲୋଚନା କରୁ ନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ପ୍ରମିଳା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର