କରୋନା ସଙ୍କଟ କାଳରେ ସଂଜୀବନି ଯୋଗାଉଛି ଜୟ ଓଡ଼ିଶା ଫାଉଣ୍ଡେସନ

The Sakala Picture
Published On

ଭୁବନେଶ୍ୱର: କରୋନା ସଙ୍କଟ କାଳରେ ଅକ୍ସିଜେନ୍ ଅଭାବରୁ ଯେପରି ଜଣେ ହେଲେ ରୋଗୀଙ୍କ ମୃତ୍ଯୁ ନ ହୁଏ ସେଥି ପାଇଁ ଅଣ୍ଟା ଭିଡିଛି ଜୟ ଓଡ଼ିଶା ଫାଉଣ୍ଡେସନ। ଗୁରୁତର ରୋଗୀଙ୍କୁ କିପରି ଏହାର ଅଭାବ ନିରୁହେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ପ୍ରକ୍ରିୟାକୁ ଆଉଟିକେ ସରଳ କରିବାକୁ ଆଗେଇ ଆସିଛି ଜୟ ଓଡ଼ିଶା ଫାଉଣ୍ଡେସନ । ଆଜି ଯାଜପୁରରେ ପହଞ୍ଚି ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢ଼ାଇବା ସହ ଅକ୍ସିଜେନ କନସନଟ୍ରେଟର […]

ଭୁବନେଶ୍ୱର: କରୋନା ସଙ୍କଟ କାଳରେ ଅକ୍ସିଜେନ୍ ଅଭାବରୁ ଯେପରି ଜଣେ ହେଲେ ରୋଗୀଙ୍କ ମୃତ୍ଯୁ ନ ହୁଏ ସେଥି ପାଇଁ ଅଣ୍ଟା ଭିଡିଛି ଜୟ ଓଡ଼ିଶା ଫାଉଣ୍ଡେସନ। ଗୁରୁତର ରୋଗୀଙ୍କୁ କିପରି ଏହାର ଅଭାବ ନିରୁହେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ପ୍ରକ୍ରିୟାକୁ ଆଉଟିକେ ସରଳ କରିବାକୁ ଆଗେଇ ଆସିଛି ଜୟ ଓଡ଼ିଶା ଫାଉଣ୍ଡେସନ ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଆଜି ଯାଜପୁରରେ ପହଞ୍ଚି ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢ଼ାଇବା ସହ ଅକ୍ସିଜେନ କନସନଟ୍ରେଟର ଦାନ କରିଛନ୍ତି । ଫାଉଣ୍ଡେସନ ପକ୍ଷରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଯାଜପୁର ଜିଲା ପ୍ରଶାସନକୁ ୧୫ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ଜୟ ଓଡିଶାର ଏଭଳି ମହାନତା ପାଇଁ ଅନେକ ରୋଗୀଙ୍କ ଜୀବନ ବଂଚିବା ବୋଲି କୁହାଯାଇଛି । ଆଗକୁ ଆହୁରି କନନସଟ୍ରେଟର ଯୋଗାଇ ଦିଆଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଜୟ ଓଡ଼ିଶାର ଏପରି ବଦାନ୍ୟତାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର