ଅନୁଦାନପ୍ରାପ୍ତ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ଉପହାର, ଏଣିକି ସପ୍ତମ ବେତନ ହାରରେ ପାଇବେ ଦରମା

The Sakala Picture
Published On

ଭୁବନେଶ୍ବର :  ସହାୟତା ପ୍ରାପ୍ତ ଅଣ-ସରକାରୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଦ୍ରାସା ଶିକ୍ଷକ ଏବଂ କର୍ମଚାରୀଙ୍କୁ ରାଜ୍ୟ ସରକାର ନୂଆବର୍ଷ ଭେଟି ଦେଇଛନ୍ତି। ଗ୍ରାଣ୍ଟ-ଇନ୍ -ଏଡ୍ ଶିକ୍ଷକଙ୍କ ପାଇଁ ଲାଗୁ ହେବ ସପ୍ତମ ବେତନ କମିଶନ୍ । ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ, ୟୁପି ସ୍କୁଲ ଓ ମଦ୍ରାସା ରେ କାର୍ଯ୍ୟ କରୁଥିବା ପ୍ରାୟ ୨୬୧୬୪ ଶିକ୍ଷକ ଏବଂ ଅଣ ଶିକ୍ଷକଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କୁ ଏଣିକି ସପ୍ତମ ବେତନ କମିଶନ ଆଧାରରେ ବେତନ ମିଳିବ । […]

ଭୁବନେଶ୍ବର :  ସହାୟତା ପ୍ରାପ୍ତ ଅଣ-ସରକାରୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଦ୍ରାସା ଶିକ୍ଷକ ଏବଂ କର୍ମଚାରୀଙ୍କୁ ରାଜ୍ୟ ସରକାର ନୂଆବର୍ଷ ଭେଟି ଦେଇଛନ୍ତି। ଗ୍ରାଣ୍ଟ-ଇନ୍ -ଏଡ୍ ଶିକ୍ଷକଙ୍କ ପାଇଁ ଲାଗୁ ହେବ ସପ୍ତମ ବେତନ କମିଶନ୍ । ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ, ୟୁପି ସ୍କୁଲ ଓ ମଦ୍ରାସା ରେ କାର୍ଯ୍ୟ କରୁଥିବା ପ୍ରାୟ ୨୬୧୬୪ ଶିକ୍ଷକ ଏବଂ ଅଣ ଶିକ୍ଷକଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କୁ ଏଣିକି ସପ୍ତମ ବେତନ କମିଶନ ଆଧାରରେ ବେତନ ମିଳିବ ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୩ତମ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି । ୨୦୨୧ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ଯେଉଁ ଶିକ୍ଷକ ଏବଂ କର୍ମଚାରୀମାନେ ୧୦୦ ପ୍ରତିଶତ ଅନୁଦାନ ପ୍ରାପ୍ତ କରୁଛନ୍ତି, ସେମାନେ ଏହାଦ୍ୱାରା ଉପକୃତ ହେବେ । ଏ ବାବଦରେ ବାର୍ଷିକ ୨୮୦.୪୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟରେ ଆଜି ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟର ଶତପ୍ରତିଶତ ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ, ମଇ ସ୍କୁଲ ଓ ମଦ୍ରାସାରେ କାର୍ୟ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ସଂଶୋଧିତ ବେତନ ନିୟମ-୨୦୧୭(ସପ୍ତମ ବେତନ ହାରରେ) ଦରମା ପ୍ରଦାନ କରାଯିବ ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ପୂର୍ବରୁ ସେମାନଙ୍କୁ ୨୦୨୦ ମସିହାରେ ୨୦୧୮ ମସିହାର ଫର୍ମୂଲା ଆଧାରରେ ଦରମା ପ୍ରଦାନ କରାଯାଉଥିଲା । କିନ୍ତୁ ଏବେ ୨୦୨୨ ଜାନୁୟାରୀ ପହିଲାକୁ ଆଧାର କରି ସଂଶୋଧିତ ଦରମା ପ୍ରଦାନ କରାଯିବ । ଏହା ଦ୍ୱାରା ରାଜ୍ୟର ମୋଟ ୨୬୧୬୪ଜଣ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ । ୨୦୨୧ ଡିସେମ୍ବର ୩୧ତାରିଖ ସୁଦ୍ଧା ୧୦୦ ପ୍ରତିଶତ ଗ୍ରାଣ୍ଟ ଇନ୍ ଏଡ୍ ପାଉଥିବା ସ୍କୁଲଗୁଡ଼ିକ ଏହି ସଂଶୋଧିତ ଦରମା ପାଇବାକୁ ଯୋଗ୍ୟ ହେବେ ।

27 Dec 2022 By The Sakala

ଅନୁଦାନପ୍ରାପ୍ତ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ଉପହାର, ଏଣିକି ସପ୍ତମ ବେତନ ହାରରେ ପାଇବେ ଦରମା

ଭୁବନେଶ୍ବର :  ସହାୟତା ପ୍ରାପ୍ତ ଅଣ-ସରକାରୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଦ୍ରାସା ଶିକ୍ଷକ ଏବଂ କର୍ମଚାରୀଙ୍କୁ ରାଜ୍ୟ ସରକାର ନୂଆବର୍ଷ ଭେଟି ଦେଇଛନ୍ତି। ଗ୍ରାଣ୍ଟ-ଇନ୍ -ଏଡ୍ ଶିକ୍ଷକଙ୍କ ପାଇଁ ଲାଗୁ ହେବ ସପ୍ତମ ବେତନ କମିଶନ୍ । ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ, ୟୁପି ସ୍କୁଲ ଓ ମଦ୍ରାସା ରେ କାର୍ଯ୍ୟ କରୁଥିବା ପ୍ରାୟ ୨୬୧୬୪ ଶିକ୍ଷକ ଏବଂ ଅଣ ଶିକ୍ଷକଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କୁ ଏଣିକି ସପ୍ତମ ବେତନ କମିଶନ ଆଧାରରେ ବେତନ ମିଳିବ ।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୩ତମ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି । ୨୦୨୧ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ଯେଉଁ ଶିକ୍ଷକ ଏବଂ କର୍ମଚାରୀମାନେ ୧୦୦ ପ୍ରତିଶତ ଅନୁଦାନ ପ୍ରାପ୍ତ କରୁଛନ୍ତି, ସେମାନେ ଏହାଦ୍ୱାରା ଉପକୃତ ହେବେ । ଏ ବାବଦରେ ବାର୍ଷିକ ୨୮୦.୪୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟରେ ଆଜି ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟର ଶତପ୍ରତିଶତ ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ, ମଇ ସ୍କୁଲ ଓ ମଦ୍ରାସାରେ କାର୍ୟ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ସଂଶୋଧିତ ବେତନ ନିୟମ-୨୦୧୭(ସପ୍ତମ ବେତନ ହାରରେ) ଦରମା ପ୍ରଦାନ କରାଯିବ ।

ପୂର୍ବରୁ ସେମାନଙ୍କୁ ୨୦୨୦ ମସିହାରେ ୨୦୧୮ ମସିହାର ଫର୍ମୂଲା ଆଧାରରେ ଦରମା ପ୍ରଦାନ କରାଯାଉଥିଲା । କିନ୍ତୁ ଏବେ ୨୦୨୨ ଜାନୁୟାରୀ ପହିଲାକୁ ଆଧାର କରି ସଂଶୋଧିତ ଦରମା ପ୍ରଦାନ କରାଯିବ । ଏହା ଦ୍ୱାରା ରାଜ୍ୟର ମୋଟ ୨୬୧୬୪ଜଣ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ । ୨୦୨୧ ଡିସେମ୍ବର ୩୧ତାରିଖ ସୁଦ୍ଧା ୧୦୦ ପ୍ରତିଶତ ଗ୍ରାଣ୍ଟ ଇନ୍ ଏଡ୍ ପାଉଥିବା ସ୍କୁଲଗୁଡ଼ିକ ଏହି ସଂଶୋଧିତ ଦରମା ପାଇବାକୁ ଯୋଗ୍ୟ ହେବେ ।

https://www.thesakala.in/latest-odisha-news/odisha-extends-grant-in-aid-on-basis-of-7th-pay-commission-to-eligible-school-employees/article-17696
Join Us @ WhatsApp

About The Author

27 Dec 2022 By The Sakala

ଅନୁଦାନପ୍ରାପ୍ତ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ଉପହାର, ଏଣିକି ସପ୍ତମ ବେତନ ହାରରେ ପାଇବେ ଦରମା

ଭୁବନେଶ୍ବର :  ସହାୟତା ପ୍ରାପ୍ତ ଅଣ-ସରକାରୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଦ୍ରାସା ଶିକ୍ଷକ ଏବଂ କର୍ମଚାରୀଙ୍କୁ ରାଜ୍ୟ ସରକାର ନୂଆବର୍ଷ ଭେଟି ଦେଇଛନ୍ତି। ଗ୍ରାଣ୍ଟ-ଇନ୍ -ଏଡ୍ ଶିକ୍ଷକଙ୍କ ପାଇଁ ଲାଗୁ ହେବ ସପ୍ତମ ବେତନ କମିଶନ୍ । ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ, ୟୁପି ସ୍କୁଲ ଓ ମଦ୍ରାସା ରେ କାର୍ଯ୍ୟ କରୁଥିବା ପ୍ରାୟ ୨୬୧୬୪ ଶିକ୍ଷକ ଏବଂ ଅଣ ଶିକ୍ଷକଏବଂ ଅଣ-ଶିକ୍ଷକ କର୍ମଚାରୀଙ୍କୁ ଏଣିକି ସପ୍ତମ ବେତନ କମିଶନ ଆଧାରରେ ବେତନ ମିଳିବ ।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୩ତମ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି । ୨୦୨୧ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ଯେଉଁ ଶିକ୍ଷକ ଏବଂ କର୍ମଚାରୀମାନେ ୧୦୦ ପ୍ରତିଶତ ଅନୁଦାନ ପ୍ରାପ୍ତ କରୁଛନ୍ତି, ସେମାନେ ଏହାଦ୍ୱାରା ଉପକୃତ ହେବେ । ଏ ବାବଦରେ ବାର୍ଷିକ ୨୮୦.୪୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ରାଜ୍ୟ କ୍ୟାବିନେଟରେ ଆଜି ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟର ଶତପ୍ରତିଶତ ଅନୁଦାନପ୍ରାପ୍ତ ବେସରକାରୀ ହାଇସ୍କୁଲ, ମଇ ସ୍କୁଲ ଓ ମଦ୍ରାସାରେ କାର୍ୟ୍ୟରତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କୁ ସଂଶୋଧିତ ବେତନ ନିୟମ-୨୦୧୭(ସପ୍ତମ ବେତନ ହାରରେ) ଦରମା ପ୍ରଦାନ କରାଯିବ ।

ପୂର୍ବରୁ ସେମାନଙ୍କୁ ୨୦୨୦ ମସିହାରେ ୨୦୧୮ ମସିହାର ଫର୍ମୂଲା ଆଧାରରେ ଦରମା ପ୍ରଦାନ କରାଯାଉଥିଲା । କିନ୍ତୁ ଏବେ ୨୦୨୨ ଜାନୁୟାରୀ ପହିଲାକୁ ଆଧାର କରି ସଂଶୋଧିତ ଦରମା ପ୍ରଦାନ କରାଯିବ । ଏହା ଦ୍ୱାରା ରାଜ୍ୟର ମୋଟ ୨୬୧୬୪ଜଣ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ । ୨୦୨୧ ଡିସେମ୍ବର ୩୧ତାରିଖ ସୁଦ୍ଧା ୧୦୦ ପ୍ରତିଶତ ଗ୍ରାଣ୍ଟ ଇନ୍ ଏଡ୍ ପାଉଥିବା ସ୍କୁଲଗୁଡ଼ିକ ଏହି ସଂଶୋଧିତ ଦରମା ପାଇବାକୁ ଯୋଗ୍ୟ ହେବେ ।

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର