ବାରବାଟୀରେ ଲାଇଟ ଲିଭିଯିବା ଘଟଣା, ଓଡ଼ିଶା ସାରା ବିଶ୍ବରେ ନିନ୍ଦିତ: ଦେବାଶିଷ ସାମନ୍ତରାୟ

The Sakala Picture
Published On

କଟକ: ବାରବାଟୀରେ ଲାଇଟ ଲିଭିଯିବାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଅସନ୍ତୋଷ । ସେ କହିଛନ୍ତି ଯେ, ବାରବାଟୀ ଷ୍ଟାଡିୟମରେ ଚାଲିଛି ପରିବାରବାଦ। ବାରବାଟୀ ଷ୍ଟାଡିୟମ ଏବେ ମଣ୍ଡପରେ ପରିଣତ ହୋଇଗଲାଣି । ଟିକେଟ କଳାବଜାରୀ ପାଇଁ ପୁଲିସକୁ ଦାୟୀ କରିଛନ୍ତି ଦେବାଶିଷ । ବାରବାଟୀରେ ଲାଇଟ ଲିଭିଯିବା ପରେ ଓଡ଼ିଶା ସାରା ବିଶ୍ବରେ ନିନ୍ଦିତ ହୋଇଛି । କ୍ରୀଡା ମନ୍ତ୍ରୀ ଆକ୍ସନ କଥା କହୁଛନ୍ତି କିନ୍ତୁ ଆକ୍ସନ ଦେଖାନାହିଁ ବୋଲି କହି କଡା […]

କଟକ: ବାରବାଟୀରେ ଲାଇଟ ଲିଭିଯିବାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଅସନ୍ତୋଷ । ସେ କହିଛନ୍ତି ଯେ, ବାରବାଟୀ ଷ୍ଟାଡିୟମରେ ଚାଲିଛି ପରିବାରବାଦ। ବାରବାଟୀ ଷ୍ଟାଡିୟମ ଏବେ ମଣ୍ଡପରେ ପରିଣତ ହୋଇଗଲାଣି । ଟିକେଟ କଳାବଜାରୀ ପାଇଁ ପୁଲିସକୁ ଦାୟୀ କରିଛନ୍ତି ଦେବାଶିଷ । ବାରବାଟୀରେ ଲାଇଟ ଲିଭିଯିବା ପରେ ଓଡ଼ିଶା ସାରା ବିଶ୍ବରେ ନିନ୍ଦିତ ହୋଇଛି । କ୍ରୀଡା ମନ୍ତ୍ରୀ ଆକ୍ସନ କଥା କହୁଛନ୍ତି କିନ୍ତୁ ଆକ୍ସନ ଦେଖାନାହିଁ ବୋଲି କହି କଡା ଭାଷାରେ ସମାଲୋଚନା କରିଛନ୍ତି ଦେବାଶିଷ।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

13 Feb 2025 By The Sakala

ବାରବାଟୀରେ ଲାଇଟ ଲିଭିଯିବା ଘଟଣା, ଓଡ଼ିଶା ସାରା ବିଶ୍ବରେ ନିନ୍ଦିତ: ଦେବାଶିଷ ସାମନ୍ତରାୟ

କଟକ: ବାରବାଟୀରେ ଲାଇଟ ଲିଭିଯିବାକୁ ନେଇ ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଅସନ୍ତୋଷ । ସେ କହିଛନ୍ତି ଯେ, ବାରବାଟୀ ଷ୍ଟାଡିୟମରେ ଚାଲିଛି ପରିବାରବାଦ। ବାରବାଟୀ ଷ୍ଟାଡିୟମ ଏବେ ମଣ୍ଡପରେ ପରିଣତ ହୋଇଗଲାଣି । ଟିକେଟ କଳାବଜାରୀ ପାଇଁ ପୁଲିସକୁ ଦାୟୀ କରିଛନ୍ତି ଦେବାଶିଷ । ବାରବାଟୀରେ ଲାଇଟ ଲିଭିଯିବା ପରେ ଓଡ଼ିଶା ସାରା ବିଶ୍ବରେ ନିନ୍ଦିତ ହୋଇଛି । କ୍ରୀଡା ମନ୍ତ୍ରୀ ଆକ୍ସନ କଥା କହୁଛନ୍ତି କିନ୍ତୁ ଆକ୍ସନ ଦେଖାନାହିଁ ବୋଲି କହି କଡା ଭାଷାରେ ସମାଲୋଚନା କରିଛନ୍ତି ଦେବାଶିଷ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର