ଓଡ଼ିଶା ବିଜେପିର ନୂଆ ପ୍ରଭାରୀ ସୁନୀଲ ବଂଶଲ

The Sakala Picture
Published On

ଭୁବନେଶ୍ବର: ଓଡ଼ିଶା ବିଜେପି ପ୍ରଭାରୀ ଦାୟିତ୍ବ  ସୁନୀଲ ବଂଶଲଙ୍କୁ ଦିଆଯାଇଛି। ତାଙ୍କୁ ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ତେଲଙ୍ଗାନାର ପ୍ରଭାରୀ ଦାୟିତ୍ଵ ମଧ୍ଯ ମିଳିଛି। ସୁନୀଲ ବଂଶଲ ନିଯୁକ୍ତି ନେଇ ବିଜେପି ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ସେ ପୂର୍ବରୁ ବିଜେପି ୟୁପି ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ବରେ ଥିଲେ। ଆଜି ସୁନୀଲ ବଂଶଲଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଛି। ଏଥିସହ ସେ ବର୍ତ୍ତମାନ ପଶ୍ଚିମବଙ୍ଗ, ଓଡିଶା […]

ଭୁବନେଶ୍ବର: ଓଡ଼ିଶା ବିଜେପି ପ୍ରଭାରୀ ଦାୟିତ୍ବ  ସୁନୀଲ ବଂଶଲଙ୍କୁ ଦିଆଯାଇଛି। ତାଙ୍କୁ ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ତେଲଙ୍ଗାନାର ପ୍ରଭାରୀ ଦାୟିତ୍ଵ ମଧ୍ଯ ମିଳିଛି। ସୁନୀଲ ବଂଶଲ ନିଯୁକ୍ତି ନେଇ ବିଜେପି ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ସୂଚନା ଅନୁଯାୟୀ, ସେ ପୂର୍ବରୁ ବିଜେପି ୟୁପି ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ବରେ ଥିଲେ। ଆଜି ସୁନୀଲ ବଂଶଲଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରାଯାଇଛି। ଏଥିସହ ସେ ବର୍ତ୍ତମାନ ପଶ୍ଚିମବଙ୍ଗ, ଓଡିଶା ଏବଂ ତେଲେଙ୍ଗାନାର ରାଜ୍ୟର ପ୍ରଭାରୀ ଦାୟିତ୍ୱରେ ରହିବେ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର