ଏପ୍ରିଲ ୨୮ରୁ ଦ୍ବାଦଶ ବୋର୍ଡ ପରୀକ୍ଷା, ମହାମାରୀ ପାଇଁ ପରୀକ୍ଷା ବ୍ଯବସ୍ଥାରେ କୋହଳ

The Sakala Picture
Published On

ଭୁବନେଶ୍ବର: ଏପ୍ରିଲ ୨୮ରୁ ଦ୍ବାଦଶ ( +୨) ପରୀକ୍ଷା । କଳା, ବାଣିଜ୍ଯ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ହେବ। ଖରାକୁ ଦୃଷ୍ଟିରେ ରଖି ଦୈନିକ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। ସକାଳ ୯ଟାରୁ ଏହି ପରୀକ୍ଷା ଆରମ୍ଭ ହେବ। ରାଜ୍ଯରେ ମୋଟ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ମହାମାରୀ ପାଇଁ ପରୀକ୍ଷା ବ୍ଯବସ୍ଥାରେ ସାମାନ୍ଯ କୋହଳ କରାଯାଇଛି। ନିଜ ଶିକ୍ଷକଙ୍କ ଅଧିନରେ ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । […]

ଭୁବନେଶ୍ବର: ଏପ୍ରିଲ ୨୮ରୁ ଦ୍ବାଦଶ ( +୨) ପରୀକ୍ଷା । କଳା, ବାଣିଜ୍ଯ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ହେବ। ଖରାକୁ ଦୃଷ୍ଟିରେ ରଖି ଦୈନିକ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। ସକାଳ ୯ଟାରୁ ଏହି ପରୀକ୍ଷା ଆରମ୍ଭ ହେବ। ରାଜ୍ଯରେ ମୋଟ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ମହାମାରୀ ପାଇଁ ପରୀକ୍ଷା ବ୍ଯବସ୍ଥାରେ ସାମାନ୍ଯ କୋହଳ କରାଯାଇଛି। ନିଜ ଶିକ୍ଷକଙ୍କ ଅଧିନରେ ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

ଦୁଇଟି ପଦ୍ଧତିରେ ମୂଲ୍ୟାଙ୍କନ ହେବ। ପ୍ରଥମ- ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମାର୍କ ମିଳିବ।  ଦ୍ବିତୀୟ- ବାର୍ଷିକ ପରୀକ୍ଷାରେ ୮୦% ଏବଂ କ୍ବାର୍ଟର ଏଣ୍ଡର ୨୦% ଅନୁସାରେ ମାର୍କ ଦିଆଯିବ । ଦୁଇଟି ପଦ୍ଧତିରେ ଛାତ୍ରାଛାତ୍ରୀଙ୍କର ଯେଉଁ ପଦ୍ଧତିରେ ଅଧିକ ମାର୍କ ରଖିଥିବେ ଉକ୍ତ ମାର୍କକୁ ଚୂଡାନ୍ତ ଧରାଯିବ।

ଆହୁରି ପଢ଼ନ୍ତୁ: ଆଜି ଶଙ୍ଖ ଭବନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ; ପରାଜିତ ନେତାଙ୍କ ସହ କଥା ହେବେ ନବୀନ

17 Mar 2022 By The Sakala

ଏପ୍ରିଲ ୨୮ରୁ ଦ୍ବାଦଶ ବୋର୍ଡ ପରୀକ୍ଷା, ମହାମାରୀ ପାଇଁ ପରୀକ୍ଷା ବ୍ଯବସ୍ଥାରେ କୋହଳ

ଭୁବନେଶ୍ବର: ଏପ୍ରିଲ ୨୮ରୁ ଦ୍ବାଦଶ ( +୨) ପରୀକ୍ଷା । କଳା, ବାଣିଜ୍ଯ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ହେବ। ଖରାକୁ ଦୃଷ୍ଟିରେ ରଖି ଦୈନିକ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ। ସକାଳ ୯ଟାରୁ ଏହି ପରୀକ୍ଷା ଆରମ୍ଭ ହେବ। ରାଜ୍ଯରେ ମୋଟ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ମହାମାରୀ ପାଇଁ ପରୀକ୍ଷା ବ୍ଯବସ୍ଥାରେ ସାମାନ୍ଯ କୋହଳ କରାଯାଇଛି। ନିଜ ଶିକ୍ଷକଙ୍କ ଅଧିନରେ ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ଦୁଇଟି ପଦ୍ଧତିରେ ମୂଲ୍ୟାଙ୍କନ ହେବ। ପ୍ରଥମ- ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମାର୍କ ମିଳିବ।  ଦ୍ବିତୀୟ- ବାର୍ଷିକ ପରୀକ୍ଷାରେ ୮୦% ଏବଂ କ୍ବାର୍ଟର ଏଣ୍ଡର ୨୦% ଅନୁସାରେ ମାର୍କ ଦିଆଯିବ । ଦୁଇଟି ପଦ୍ଧତିରେ ଛାତ୍ରାଛାତ୍ରୀଙ୍କର ଯେଉଁ ପଦ୍ଧତିରେ ଅଧିକ ମାର୍କ ରଖିଥିବେ ଉକ୍ତ ମାର୍କକୁ ଚୂଡାନ୍ତ ଧରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର