ଫିଲ୍ମ ଷ୍ଟାଇଲରେ ଉଡ଼ିଲା ଥାର! ନିଶାସକ୍ତ ଚାଳକଙ୍କ ଉତ୍ପାତ, ଅଳ୍ପକେ ବଞ୍ଚିଲେ ଶ୍ରମିକ

The Sakala Picture
Published On

ଭୁବନେଶ୍ବର: ଫିଲ୍ମ ଷ୍ଟାଇଲରେ ଉଡ଼ିଲା ନମ୍ବର ବିହୀନ ଥାର। ନିଶାସକ୍ତ ଚାଳକଙ୍କ ଉତ୍ପାତ, ଅଳ୍ପକେ ବର୍ତ୍ତିଲେ ଶ୍ରମିକ। ବାଲିଅନ୍ତାରେ ନିଶାଶକ୍ତ ଅବସ୍ଥାରେ ଜଣେ ମହିନ୍ଦ୍ରା ଥାର ଚାଳକଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗାଡିଟି ଏକ ନିର୍ମାଣଧୀନ କୋଠା ଭିତରକୁ ଧସେଇ ପଶିଚି। ଶ୍ରମିକ ମାନେ ଖାଇ ବସିଥିବା ବେଳେ ତାଙ୍କୁ ଚଢାଇ ଦେବାକୁ ଉଦ୍ୟମ ହୋଇଛି, ଭୟରେ ଶ୍ରମିକ ମାନେ କାମ ଛାଡି ଦୌଡ଼ିଛନ୍ତି। କାର ଚାଳକ ନିଶାରେ ଚୁର ହୋଇ ଥାର ଚକା ତଳେ ପଡ଼ି […]

ଭୁବନେଶ୍ବର: ଫିଲ୍ମ ଷ୍ଟାଇଲରେ ଉଡ଼ିଲା ନମ୍ବର ବିହୀନ ଥାର। ନିଶାସକ୍ତ ଚାଳକଙ୍କ ଉତ୍ପାତ, ଅଳ୍ପକେ ବର୍ତ୍ତିଲେ ଶ୍ରମିକ। ବାଲିଅନ୍ତାରେ ନିଶାଶକ୍ତ ଅବସ୍ଥାରେ ଜଣେ ମହିନ୍ଦ୍ରା ଥାର ଚାଳକଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗାଡିଟି ଏକ ନିର୍ମାଣଧୀନ କୋଠା ଭିତରକୁ ଧସେଇ ପଶିଚି। ଶ୍ରମିକ ମାନେ ଖାଇ ବସିଥିବା ବେଳେ ତାଙ୍କୁ ଚଢାଇ ଦେବାକୁ ଉଦ୍ୟମ ହୋଇଛି, ଭୟରେ ଶ୍ରମିକ ମାନେ କାମ ଛାଡି ଦୌଡ଼ିଛନ୍ତି। କାର ଚାଳକ ନିଶାରେ ଚୁର ହୋଇ ଥାର ଚକା ତଳେ ପଡ଼ି ରହିଛନ୍ତି।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

06 Jun 2025 By The Sakala

ଫିଲ୍ମ ଷ୍ଟାଇଲରେ ଉଡ଼ିଲା ଥାର! ନିଶାସକ୍ତ ଚାଳକଙ୍କ ଉତ୍ପାତ, ଅଳ୍ପକେ ବଞ୍ଚିଲେ ଶ୍ରମିକ

ଭୁବନେଶ୍ବର: ଫିଲ୍ମ ଷ୍ଟାଇଲରେ ଉଡ଼ିଲା ନମ୍ବର ବିହୀନ ଥାର। ନିଶାସକ୍ତ ଚାଳକଙ୍କ ଉତ୍ପାତ, ଅଳ୍ପକେ ବର୍ତ୍ତିଲେ ଶ୍ରମିକ। ବାଲିଅନ୍ତାରେ ନିଶାଶକ୍ତ ଅବସ୍ଥାରେ ଜଣେ ମହିନ୍ଦ୍ରା ଥାର ଚାଳକଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଗାଡିଟି ଏକ ନିର୍ମାଣଧୀନ କୋଠା ଭିତରକୁ ଧସେଇ ପଶିଚି। ଶ୍ରମିକ ମାନେ ଖାଇ ବସିଥିବା ବେଳେ ତାଙ୍କୁ ଚଢାଇ ଦେବାକୁ ଉଦ୍ୟମ ହୋଇଛି, ଭୟରେ ଶ୍ରମିକ ମାନେ କାମ ଛାଡି ଦୌଡ଼ିଛନ୍ତି। କାର ଚାଳକ ନିଶାରେ ଚୁର ହୋଇ ଥାର ଚକା ତଳେ ପଡ଼ି ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର