ବଜ୍ରାଘାତରେ ଗୋଟିଏ ପରିବାରର ୪ ମୃତ

The Sakala Picture
Published On

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ମଲ୍ଲିକାମୁଣ୍ଡାରେ ଅଭାବନୀୟ ଘଟଣା ଘଟି ଯାଇଛି। ବଜ୍ରାଘାତରେ ଗୋଟିଏ ପରାବାରର ୪ ସଦସ୍ଯଙ୍କ ମୃତ୍ଯୁ ଘଟିଛି। ମୃତକ ୪ ଜଣଙ୍କ ମଧ୍ଯରେ ଜଣେ ନାବାଳକ ରହିଛନ୍ତି। ୪ ଜଣ ହେଲେ ଚୁଡାମଣି ନାଗ, ତ୍ରିନାଥ ନାଗ , ଲକ୍ଷ୍ମଣ ନାଗ, ଗୁଣସାଗର ନାଗ (୧୫)। ସୂଚନା ଅନୁଯାୟୀ, ଘର କାମ ଚାଲିଥିବ ବେଳେ ଉକ୍ତ ୪ଜଣ ବଜ୍ରାଘାତର ଶିକାର ହୋଇଥିଲେ। ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଚିକିତ୍ସାଧିନ […]

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ମଲ୍ଲିକାମୁଣ୍ଡାରେ ଅଭାବନୀୟ ଘଟଣା ଘଟି ଯାଇଛି। ବଜ୍ରାଘାତରେ ଗୋଟିଏ ପରାବାରର ୪ ସଦସ୍ଯଙ୍କ ମୃତ୍ଯୁ ଘଟିଛି। ମୃତକ ୪ ଜଣଙ୍କ ମଧ୍ଯରେ ଜଣେ ନାବାଳକ ରହିଛନ୍ତି। ୪ ଜଣ ହେଲେ ଚୁଡାମଣି ନାଗ, ତ୍ରିନାଥ ନାଗ , ଲକ୍ଷ୍ମଣ ନାଗ, ଗୁଣସାଗର ନାଗ (୧୫)।

ସୂଚନା ଅନୁଯାୟୀ, ଘର କାମ ଚାଲିଥିବ ବେଳେ ଉକ୍ତ ୪ଜଣ ବଜ୍ରାଘାତର ଶିକାର ହୋଇଥିଲେ। ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଉ ୨ ଜଣଙ୍କର ମୃତ୍ଯୁ ଘଟିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର