ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର

The Sakala Picture
Published On

ନୂଆପଡା: ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ ବିରୁନ ପଦର ଗାଁରେ ଭାଲୁ ଆକ୍ରମଣରେ ବାପଙ୍କ ମୃତ୍ୟୁ ଘଟିିଥିବା ବାଳେ ପୁଅ ଗୁରୁତ ହୋଇଛି।  ମୃତ୍ୟୁ ଘଟିଥିବା ବାପାଙ୍କ ନାଁ  ଘନଶ୍ୟାମ ପଟେଲ (୭୦) ଓ ଗୁରୁତର ହୋଇଥିବା ପୁଅଙ୍କ ନାଁ ଚୈତନ୍ୟ ପଟେଲ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳୁ ଗାଁ ନିକଟସ୍ଥ ପୋଖରୀକୁ ଜଙ୍ଗଲ ରାସ୍ତା ଦେଇ ଦୁହେଁ ସ୍ନାନ ପାଇଁ ଯାଇଥିବା ବେଳେ ଜଙ୍ଗଲରୁ ଦୁଇରୁ ତିନିଟି ଭାଲୁ ଆସି ବାପ-ପୁଅଙ୍କୁ […]

ନୂଆପଡା: ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅନ୍ତର୍ଗତ ବିରୁନ ପଦର ଗାଁରେ ଭାଲୁ ଆକ୍ରମଣରେ ବାପଙ୍କ ମୃତ୍ୟୁ ଘଟିିଥିବା ବାଳେ ପୁଅ ଗୁରୁତ ହୋଇଛି।  ମୃତ୍ୟୁ ଘଟିଥିବା ବାପାଙ୍କ ନାଁ  ଘନଶ୍ୟାମ ପଟେଲ (୭୦) ଓ ଗୁରୁତର ହୋଇଥିବା ପୁଅଙ୍କ ନାଁ ଚୈତନ୍ୟ ପଟେଲ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଆଜି ସକାଳୁ ଗାଁ ନିକଟସ୍ଥ ପୋଖରୀକୁ ଜଙ୍ଗଲ ରାସ୍ତା ଦେଇ ଦୁହେଁ ସ୍ନାନ ପାଇଁ ଯାଇଥିବା ବେଳେ ଜଙ୍ଗଲରୁ ଦୁଇରୁ ତିନିଟି ଭାଲୁ ଆସି ବାପ-ପୁଅଙ୍କୁ ଆକ୍ରମଣ କରିଥିଲା। ଘନଶ୍ୟାମ ପଟେଲ ମୃତ୍ୟ ବରଣ କରିଥିବା ବେଳେ ଚୈତନ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘଟଣା ସ୍ଥଳରେ ବନବିଭାଗ ଟିମ୍ ପହଞ୍ଚି ତଦନ୍ତ କରୁଛି।

16 Jul 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର