ଓଡ଼ିଶା ଆସିଲା ରୁଷୀୟ ଟିକା ସ୍ପୁଟନିକ୍-ଭି, ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ୧୧୪୫ ଟଙ୍କାରେ ମିଳିବ ଗୋଟିଏ ଡୋଜ

The Sakala Picture
Published On

କରୋନାରୁ ବଞ୍ଚିବା ପାଇଁ ଟିକା ହେଉଛି ଏକମାତ୍ର ସଞ୍ଜୀବନୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଟିକାକରଣକୁ ଯୋରଦାର କରିଛନ୍ତି ରାଜ୍ୟ ସରକାର। ସେଥିପାଇଁ ସମସ୍ତଙ୍କୁ ନିଶ୍ଚିତ ଟିକା ନେବା ପାଇଁ ଅନୁରୋଧ କରାଯାଉଛି। ତେବେ ପୂର୍ବରୁ ଓଡ଼ିଶାରେ କେବଳ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ମିଳୁଥିବା ବେଳେ ଏବେ ଆଉ ଏକ ଟିକା ସାମିିଲ ହୋଇଛି। ଏବେ ଓଡ଼ିଶାରେ ମିଳିବ ରୁଷୀୟ ଟିକା ସ୍ପୁଟନିକ୍‌ ଭି । ଓଡ଼ିଶାର ଦୁଇଟି ଘରୋଇ ହସ୍ପିଟାଲରେ ଉପଲବ୍ଧ ହୋଇଛି […]

କରୋନାରୁ ବଞ୍ଚିବା ପାଇଁ ଟିକା ହେଉଛି ଏକମାତ୍ର ସଞ୍ଜୀବନୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଟିକାକରଣକୁ ଯୋରଦାର କରିଛନ୍ତି ରାଜ୍ୟ ସରକାର। ସେଥିପାଇଁ ସମସ୍ତଙ୍କୁ ନିଶ୍ଚିତ ଟିକା ନେବା ପାଇଁ ଅନୁରୋଧ କରାଯାଉଛି। ତେବେ ପୂର୍ବରୁ ଓଡ଼ିଶାରେ କେବଳ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ମିଳୁଥିବା ବେଳେ ଏବେ ଆଉ ଏକ ଟିକା ସାମିିଲ ହୋଇଛି। ଏବେ ଓଡ଼ିଶାରେ ମିଳିବ ରୁଷୀୟ ଟିକା ସ୍ପୁଟନିକ୍‌ ଭି ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଓଡ଼ିଶାର ଦୁଇଟି ଘରୋଇ ହସ୍ପିଟାଲରେ ଉପଲବ୍ଧ ହୋଇଛି ସ୍ଫୁଟନିକ-ଭି ଟିକା। କିନ୍ତୁ ଏହି ଟିକାକୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ମାଗଣା କରିନାହାନ୍ତି। ଏହି ଟିକା ବିନା ମୂଲ୍ୟରେ ମିଳିପାରିବ ନାହିଁ। ସ୍ଫୁଟନିକ-ଭି କରୋନା ଟିକାର ମୂଲ୍ୟ ୧୧୪୫ଟଙ୍କା ରହିଛି। କୋୱିନ୍ ଆପରେ ପଞ୍ଜିକରଣ କରି ଲୋକେ ଏହାକୁ ନେଇ ପାରିବେ। ଘରୋଇ ହସ୍ପିଟାଲ ସିଧାସଳଖ ଟିକା ଉତ୍ପାଦନ କମ୍ପାନୀ ଠାରୁ କିଣିବା ପାଇଁ ଅନୁମତି ମିଳିଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର