ମନୋରଞ୍ଜନ
ଓଡ଼ିଶା
ରାଜଧାନୀରେ ୧୮ରୁ ୪୪ ବର୍ଷର ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ପୁଣି ସ୍ଲଟ ବୁକିଂ
ଭୁବନେଶ୍ୱର: ୧୮-୪୪ ବ୍ୟକ୍ତିଙ୍କ ଟିକାକରଣ ପାଇଁ ଆଜିଠାରୁ ପୁଣି ଆରମ୍ଭ ହେଉଛି ସ୍ଲଟ ବୁକିଂ । ଆଜି ସନ୍ଧ୍ୟା ୬ଟାରୁ ଏହି ସୁବିଧା ଉପଲବ୍ଧ ହେବ । ଆସନ୍ତା କାଲିଠାରୁ ୨୮ ତାରିଖ ପାଇଁ ଆପଣ ବୁକିଂ କରିପାରିବେ। 📢 New slots for COVID Vaccination of 18 – 44 age groups & 45+ in Bhubaneswar will open today at 6.00 pm.Citizens can do the registration and […]
ଭୁବନେଶ୍ୱର: ୧୮-୪୪ ବ୍ୟକ୍ତିଙ୍କ ଟିକାକରଣ ପାଇଁ ଆଜିଠାରୁ ପୁଣି ଆରମ୍ଭ ହେଉଛି ସ୍ଲଟ ବୁକିଂ । ଆଜି ସନ୍ଧ୍ୟା ୬ଟାରୁ ଏହି ସୁବିଧା ଉପଲବ୍ଧ ହେବ । ଆସନ୍ତା କାଲିଠାରୁ ୨୮ ତାରିଖ ପାଇଁ ଆପଣ ବୁକିଂ କରିପାରିବେ।
ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
📢 New slots for COVID Vaccination of 18 – 44 age groups & 45+ in Bhubaneswar will open today at
6.00 pm.
Citizens can do the registration and book slot at https://t.co/Y6Ip8MVYeHଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିWithout booking slots please don't come to Vaccination Centre.#LargestVaccineDrive pic.twitter.com/oq15mJcJwc
— BMC (@bmcbbsr) May 19, 2021
ଏଥି ସହ ଅପରାହ୍ନ ୩ଟାରୁ ୬ଟା ଯାଏଁ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ସ୍ଲଟ ବୁକିଂ ହେଉଛି । ଟିକାକରଣ ପାଇଁ କେନ୍ଦ୍ରକୁ ବୁକ୍ ହୋଇଥିବା ସ୍ଲଟରେ ଆସିବା ପାଇଁ ଅନୁରୋଧ କରାଯାଇଛି । ଏଥି ସହ ଆପଏଣ୍ଟମେଣ୍ଟ ସ୍ଲିପ୍ ସାଙ୍ଗରେ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି ।






