ନନ୍ଦନକାନନକୁ ଆସିବ ନୂଆ ଅତିଥି, ମା’ ହେବ ସିଂହୀ ‘ବିଜଲୀ’

The Sakala Picture
Published On

ଭୁବନେଶ୍ୱର : ବହୁଦିନର ଅପେକ୍ଷା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାରତୀୟ ସିଂହ ବଂଶ ବୃଦ୍ଧିର ଶୁଭ ସଂକେତ ମିଳିଛି । ଆଉ କିଛି ଦିନ ମଧ୍ୟରେ ସିଂହୀ ‘ବିଜଲୀ’ ମା ହେବାକୁ ଯାଉଛି । ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ଅଛନ୍ତି । ସିଂହୀ ଶାବକ ଜନ୍ମ କରିବା ପାଇଁ ତାର ସମସ୍ତ ସଙ୍କେତ ମିଳିଲାଣି । ସିଂହୀ ‘ବିଜଲୀ’ ରହୁଥିବା ସଫାରୀର ଏକ ସ୍ୱତନ୍ତ୍ର କୋଠରୀରେ ତାକୁ ରଖାଯାଇ ତାର ଜନ୍ତୁ ରକ୍ଷକ, ମେଡିକାଲ […]

ଭୁବନେଶ୍ୱର : ବହୁଦିନର ଅପେକ୍ଷା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାରତୀୟ ସିଂହ ବଂଶ ବୃଦ୍ଧିର ଶୁଭ ସଂକେତ ମିଳିଛି । ଆଉ କିଛି ଦିନ ମଧ୍ୟରେ ସିଂହୀ ‘ବିଜଲୀ’ ମା ହେବାକୁ ଯାଉଛି । ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ଅଛନ୍ତି । ସିଂହୀ ଶାବକ ଜନ୍ମ କରିବା ପାଇଁ ତାର ସମସ୍ତ ସଙ୍କେତ ମିଳିଲାଣି । ସିଂହୀ ‘ବିଜଲୀ’ ରହୁଥିବା ସଫାରୀର ଏକ ସ୍ୱତନ୍ତ୍ର କୋଠରୀରେ ତାକୁ ରଖାଯାଇ ତାର ଜନ୍ତୁ ରକ୍ଷକ, ମେଡିକାଲ ଅଫିସର ଓ ନନ୍ଦନକାନନର କର୍ମଚାରୀମାନେ ସିସିଟିଭି ମାଧ୍ୟମରେ ତା ଉପରେ ନଜର ରଖିଛନ୍ତି । ଗତ ଏପ୍ରିଲ ମାସରେ ବିଳାଶପୁର ଚିଡ଼ିଆଖାନାରୁ ଆସିଥିବା ଅଣ୍ଡିରା ସିଂହ ସମ୍ରାଟ ସହିତ କମଳା ନେହରୁ ଚିଡିଆଖାନାରୁ ଆସିଥିବା ସିଂହୀ ‘ବିଜଲୀ’ କୁ ମିଳନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଅକ୍ଷୟ ତୃତୀୟା ୨୦୨୬: ୧୯ ନା ୨୦ ଏପ୍ରିଲ? ଜାଣନ୍ତୁ ଶ୍ରୀମନ୍ଦିର ପାଞ୍ଜି ଅନୁସାରେ ସଠିକ୍ ତାରିଖ ଓ ଶୁଭ ମୁହୂର୍ତ୍ତ

ସୂଚନା ଯୋଗ୍ୟ ନନ୍ଦନକାନନରେ ୨୦୦୪ ମସିହା ପରଠାରୁ ସିଂହ ବଂଶ ବୃଦ୍ଧିରେ ରୋକ ଲଗାଯାଇଥିଲା । ୨୦୨୦ ଡିସେମ୍ବରରେ କମଳା ନେହରୁ ଚିଡିଆଖାନାରୁ ୨ଟି ଭାରତୀୟ ସିଂହୀ ଅଣାଯାଇଥିଲା । ଗତ ଜାନୁଆରୀ ମାସରୁ ବିଭିନ୍ନ ସମୟରେ ସିଂହ ଓ ସିଂହୀ ମାନଙ୍କ ମଧ୍ୟରେ ମିଳନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି

19 Jul 2021 By The Sakala

ନନ୍ଦନକାନନକୁ ଆସିବ ନୂଆ ଅତିଥି, ମା’ ହେବ ସିଂହୀ ‘ବିଜଲୀ’

ଭୁବନେଶ୍ୱର : ବହୁଦିନର ଅପେକ୍ଷା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଭାରତୀୟ ସିଂହ ବଂଶ ବୃଦ୍ଧିର ଶୁଭ ସଂକେତ ମିଳିଛି । ଆଉ କିଛି ଦିନ ମଧ୍ୟରେ ସିଂହୀ ‘ବିଜଲୀ’ ମା ହେବାକୁ ଯାଉଛି । ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ସଜାଗ ଅଛନ୍ତି । ସିଂହୀ ଶାବକ ଜନ୍ମ କରିବା ପାଇଁ ତାର ସମସ୍ତ ସଙ୍କେତ ମିଳିଲାଣି । ସିଂହୀ ‘ବିଜଲୀ’ ରହୁଥିବା ସଫାରୀର ଏକ ସ୍ୱତନ୍ତ୍ର କୋଠରୀରେ ତାକୁ ରଖାଯାଇ ତାର ଜନ୍ତୁ ରକ୍ଷକ, ମେଡିକାଲ ଅଫିସର ଓ ନନ୍ଦନକାନନର କର୍ମଚାରୀମାନେ ସିସିଟିଭି ମାଧ୍ୟମରେ ତା ଉପରେ ନଜର ରଖିଛନ୍ତି । ଗତ ଏପ୍ରିଲ ମାସରେ ବିଳାଶପୁର ଚିଡ଼ିଆଖାନାରୁ ଆସିଥିବା ଅଣ୍ଡିରା ସିଂହ ସମ୍ରାଟ ସହିତ କମଳା ନେହରୁ ଚିଡିଆଖାନାରୁ ଆସିଥିବା ସିଂହୀ ‘ବିଜଲୀ’ କୁ ମିଳନ କରାଯାଇଥିଲା ।

ସୂଚନା ଯୋଗ୍ୟ ନନ୍ଦନକାନନରେ ୨୦୦୪ ମସିହା ପରଠାରୁ ସିଂହ ବଂଶ ବୃଦ୍ଧିରେ ରୋକ ଲଗାଯାଇଥିଲା । ୨୦୨୦ ଡିସେମ୍ବରରେ କମଳା ନେହରୁ ଚିଡିଆଖାନାରୁ ୨ଟି ଭାରତୀୟ ସିଂହୀ ଅଣାଯାଇଥିଲା । ଗତ ଜାନୁଆରୀ ମାସରୁ ବିଭିନ୍ନ ସମୟରେ ସିଂହ ଓ ସିଂହୀ ମାନଙ୍କ ମଧ୍ୟରେ ମିଳନ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର