ପାର୍କିଂ ଉଚ୍ଛେଦକୁ ନେଇ ନୟାପଲ୍ଲୀରେ ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି

The Sakala Picture
Published On

ଭୁବନେଶ୍ୱର: ପାର୍କିଂ ପାଇଁ ଉଚ୍ଛେଦକୁ ନେଇ ଭୁବନେଶ୍ବରରେ ଉତ୍ତେଜନା। ନୟାପଲ୍ଲୀରେ ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଭୁବନେଶ୍ୱର ଦ-ଓ୍ବାର୍ଲ୍ଡ ନିକଟରେ ଥିବା ପାର୍କିଂ ପାଇଁ ଉଛେଦକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ବିରୋଧ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ ୧ନମ୍ବର ଗେଟ ପାର୍ଶ୍ୱରେ ଥିବା ଶ୍ମଶାନ ଓ ପଡିଆକୁ ଷ୍ଟାଡିୟମ ଶହ ମିଶାଇକୁ ଅଡର ଆସିଥିବା ବେଳେ ଏଥିପାଇଁ ଉଚ୍ଛେଦ ହୋଇଥାନ୍ତା। ଏ ନେଇ ଅଞ୍ଚଳ ବାସୀଙ୍କ ପକ୍ଷରୁ ଏକ ସ୍ମାରକ […]

ଭୁବନେଶ୍ୱର: ପାର୍କିଂ ପାଇଁ ଉଚ୍ଛେଦକୁ ନେଇ ଭୁବନେଶ୍ବରରେ ଉତ୍ତେଜନା। ନୟାପଲ୍ଲୀରେ ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଭୁବନେଶ୍ୱର ଦ-ଓ୍ବାର୍ଲ୍ଡ ନିକଟରେ ଥିବା ପାର୍କିଂ ପାଇଁ ଉଛେଦକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ବିରୋଧ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ ୧ନମ୍ବର ଗେଟ ପାର୍ଶ୍ୱରେ ଥିବା ଶ୍ମଶାନ ଓ ପଡିଆକୁ ଷ୍ଟାଡିୟମ ଶହ ମିଶାଇକୁ ଅଡର ଆସିଥିବା ବେଳେ ଏଥିପାଇଁ ଉଚ୍ଛେଦ ହୋଇଥାନ୍ତା। ଏ ନେଇ ଅଞ୍ଚଳ ବାସୀଙ୍କ ପକ୍ଷରୁ ଏକ ସ୍ମାରକ ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ତେବେ ପୂର୍ବ ପୁରୁଷଙ୍କ ଶ୍ମଶାନ ଓ ପଡିଆକୁ କୌଣସି ପରିସ୍ଥିତିରେ ଛାଡ଼ିବୁ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

18 Jun 2021 By The Sakala

ପାର୍କିଂ ଉଚ୍ଛେଦକୁ ନେଇ ନୟାପଲ୍ଲୀରେ ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି

ଭୁବନେଶ୍ୱର: ପାର୍କିଂ ପାଇଁ ଉଚ୍ଛେଦକୁ ନେଇ ଭୁବନେଶ୍ବରରେ ଉତ୍ତେଜନା। ନୟାପଲ୍ଲୀରେ ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଭୁବନେଶ୍ୱର ଦ-ଓ୍ବାର୍ଲ୍ଡ ନିକଟରେ ଥିବା ପାର୍କିଂ ପାଇଁ ଉଛେଦକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ବିରୋଧ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ ୧ନମ୍ବର ଗେଟ ପାର୍ଶ୍ୱରେ ଥିବା ଶ୍ମଶାନ ଓ ପଡିଆକୁ ଷ୍ଟାଡିୟମ ଶହ ମିଶାଇକୁ ଅଡର ଆସିଥିବା ବେଳେ ଏଥିପାଇଁ ଉଚ୍ଛେଦ ହୋଇଥାନ୍ତା। ଏ ନେଇ ଅଞ୍ଚଳ ବାସୀଙ୍କ ପକ୍ଷରୁ ଏକ ସ୍ମାରକ ପତ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ତେବେ ପୂର୍ବ ପୁରୁଷଙ୍କ ଶ୍ମଶାନ ଓ ପଡିଆକୁ କୌଣସି ପରିସ୍ଥିତିରେ ଛାଡ଼ିବୁ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି।

https://www.thesakala.in/latest-odisha-news/nayapali-police-and-local-people/article-3048
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର