ପୁଣି କଙ୍ଗାରୁ କୋର୍ଟ: ଅସହ୍ଯ ହେଲା ଶାସ୍ତି, ଅପମାନ ସହିନପାରି ଆତ୍ମହତ୍ୟା କଲେ ଯୁବକ

The Sakala Picture
Published On

ନୟାଗଡ଼: ଅସହ୍ୟ ହେଲା କଙ୍ଗାରୁ କୋର୍ଟର ଶାସ୍ତି ଶେଷରେ ନିଜର ଅପମାନ ସହିନପାରି ଆତ୍ମହତ୍ୟା କଲେ ଯୁବକ। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଖତିଆ ଗାଁରେ କଙ୍ଗାରୁକୋର୍ଟର କରୁଣ ପରିଣତି ଦେଖିବାକୁ ମିଳିଛି। ଗାଁ ଲୋକଙ୍କ ଦଣ୍ଡ ସହିନପାରି ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଉଛନ୍ତି ଖତିଆ ଗାଁର ସୁନନ୍ଦ ବେହେରା। ଅଭିଯୋଗ ଅନୁଯାୟୀ, ସୁନନ୍ଦ ଗାଁର ଜଣେ ରୋଗୀଙ୍କୁ ନେଇ ନିକଟସ୍ଥ ଦର୍ପନାରାୟଣପୁର ଡାକ୍ତରଖାନାରୁ ଚିକିତ୍ସା ପାଇଁ ଯାଇଥିଲେ। ମାତ୍ର ସେଠାରେ […]

ନୟାଗଡ଼: ଅସହ୍ୟ ହେଲା କଙ୍ଗାରୁ କୋର୍ଟର ଶାସ୍ତି ଶେଷରେ ନିଜର ଅପମାନ ସହିନପାରି ଆତ୍ମହତ୍ୟା କଲେ ଯୁବକ। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଖତିଆ ଗାଁରେ କଙ୍ଗାରୁକୋର୍ଟର କରୁଣ ପରିଣତି ଦେଖିବାକୁ ମିଳିଛି। ଗାଁ ଲୋକଙ୍କ ଦଣ୍ଡ ସହିନପାରି ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଉଛନ୍ତି ଖତିଆ ଗାଁର ସୁନନ୍ଦ ବେହେରା।

ଆହୁରି ପଢ଼ନ୍ତୁ: ସାବଧାନ ! ଗାଁରେ ବୁଲୁଛି ବାଘ: ବଳଦକୁ ମାରି ଖାଇଥିବା ଅଭିଯୋଗ, ଲୋକେ ଆତଙ୍କିତ

ଅଭିଯୋଗ ଅନୁଯାୟୀ, ସୁନନ୍ଦ ଗାଁର ଜଣେ ରୋଗୀଙ୍କୁ ନେଇ ନିକଟସ୍ଥ ଦର୍ପନାରାୟଣପୁର ଡାକ୍ତରଖାନାରୁ ଚିକିତ୍ସା ପାଇଁ ଯାଇଥିଲେ। ମାତ୍ର ସେଠାରେ ଡାକ୍ତର ନ ଥିବାରୁ ମେଡ଼ିକାଲରେ ପାଟିତୁଣ୍ଡ କରିବା ସହିତ ଡାକ୍ତରଙ୍କୁ ଫୋନ ଯୋଗେ ମେଡିକାଲର ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ସହିତ ଡାକ୍ତର ଅନୁପସ୍ଥିତ ଥିବାରୁ ପ୍ରଶ୍ନ କରିଥିଲେ। ଘଟଣାକୁ ନେଇ ସମ୍ପୃକ୍ତ ଡାକ୍ତର ଜଣଙ୍କ ଗାଁରେ ଅଭିଯୋଗ କରିଥିଲେ । ପରେ କଙ୍ଗାରୁକୋର୍ଟ ବସାଇ ସୁନନ୍ଦଙ୍କୁ ୧୦ ହଜାର ଟଙ୍କା ଜୋରିମାନା ସାଙ୍ଗକୁ ସର୍ବସାଧାରଣରେ ଡାକ୍ତରଙ୍କୁ ଭୁଲ ମାଗିବାକୁ କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ସନ୍ଧାନୀ କୁକୁର ଓ ବମ୍‌ ସ୍କ୍ୱାର୍ଡର ତଦନ୍ତ

କଙ୍ଗାରୁ କୋର୍ଟ ସାସ୍ତି ଶୁଣାଇବା ପରେ ସୁନନ୍ଦ ୮ହଜାର ୫୦୦ଟଙ୍କା ଜରିମାନା ଦେବା ସହିତ ଡାକ୍ତରଙ୍କୁ ଭୁଲ ମାଗିଥିଲେ। ମାତ୍ର ଏଥିରେ ସମ୍ପୃକ୍ତ ଡାକ୍ତରଙ୍କ ମନ ବୁଝି ନ ଥିଲା । ସମସ୍ତଙ୍କ ସାମ୍ନାରେ ପାଦ ଧରି ଭୁଲ ମାଗିବାକୁ ଡାକ୍ତର ଜଣଙ୍କ ଜିଦ୍ ଧରିଥିଲେ। ପରେ ଅପମାନକୁ ସହିନପାରି ସୁନନ୍ଦ ଆତ୍ମହତ୍ୟା କରିଛନ୍ତି। ଏନେଇ ମୃତକଙ୍କ ପତ୍ନୀ ରଣପୁର ଥାନାରେ ଅଭିଯୋଗ କରିଛନ୍ତି। ଯାହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: KEC କଲେଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ମର୍ଣ୍ଣିଂ ୱାକ କରୁଥିବାବେଳେ ଧକ୍କା ଦେଲା କାର୍, ୩ମୃତ

11 Nov 2021 By The Sakala

ପୁଣି କଙ୍ଗାରୁ କୋର୍ଟ: ଅସହ୍ଯ ହେଲା ଶାସ୍ତି, ଅପମାନ ସହିନପାରି ଆତ୍ମହତ୍ୟା କଲେ ଯୁବକ

ନୟାଗଡ଼: ଅସହ୍ୟ ହେଲା କଙ୍ଗାରୁ କୋର୍ଟର ଶାସ୍ତି ଶେଷରେ ନିଜର ଅପମାନ ସହିନପାରି ଆତ୍ମହତ୍ୟା କଲେ ଯୁବକ। ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଖତିଆ ଗାଁରେ କଙ୍ଗାରୁକୋର୍ଟର କରୁଣ ପରିଣତି ଦେଖିବାକୁ ମିଳିଛି। ଗାଁ ଲୋକଙ୍କ ଦଣ୍ଡ ସହିନପାରି ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣକ ହେଉଛନ୍ତି ଖତିଆ ଗାଁର ସୁନନ୍ଦ ବେହେରା।

ଅଭିଯୋଗ ଅନୁଯାୟୀ, ସୁନନ୍ଦ ଗାଁର ଜଣେ ରୋଗୀଙ୍କୁ ନେଇ ନିକଟସ୍ଥ ଦର୍ପନାରାୟଣପୁର ଡାକ୍ତରଖାନାରୁ ଚିକିତ୍ସା ପାଇଁ ଯାଇଥିଲେ। ମାତ୍ର ସେଠାରେ ଡାକ୍ତର ନ ଥିବାରୁ ମେଡ଼ିକାଲରେ ପାଟିତୁଣ୍ଡ କରିବା ସହିତ ଡାକ୍ତରଙ୍କୁ ଫୋନ ଯୋଗେ ମେଡିକାଲର ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ସହିତ ଡାକ୍ତର ଅନୁପସ୍ଥିତ ଥିବାରୁ ପ୍ରଶ୍ନ କରିଥିଲେ। ଘଟଣାକୁ ନେଇ ସମ୍ପୃକ୍ତ ଡାକ୍ତର ଜଣଙ୍କ ଗାଁରେ ଅଭିଯୋଗ କରିଥିଲେ । ପରେ କଙ୍ଗାରୁକୋର୍ଟ ବସାଇ ସୁନନ୍ଦଙ୍କୁ ୧୦ ହଜାର ଟଙ୍କା ଜୋରିମାନା ସାଙ୍ଗକୁ ସର୍ବସାଧାରଣରେ ଡାକ୍ତରଙ୍କୁ ଭୁଲ ମାଗିବାକୁ କୁହାଯାଇଥିଲା।

କଙ୍ଗାରୁ କୋର୍ଟ ସାସ୍ତି ଶୁଣାଇବା ପରେ ସୁନନ୍ଦ ୮ହଜାର ୫୦୦ଟଙ୍କା ଜରିମାନା ଦେବା ସହିତ ଡାକ୍ତରଙ୍କୁ ଭୁଲ ମାଗିଥିଲେ। ମାତ୍ର ଏଥିରେ ସମ୍ପୃକ୍ତ ଡାକ୍ତରଙ୍କ ମନ ବୁଝି ନ ଥିଲା । ସମସ୍ତଙ୍କ ସାମ୍ନାରେ ପାଦ ଧରି ଭୁଲ ମାଗିବାକୁ ଡାକ୍ତର ଜଣଙ୍କ ଜିଦ୍ ଧରିଥିଲେ। ପରେ ଅପମାନକୁ ସହିନପାରି ସୁନନ୍ଦ ଆତ୍ମହତ୍ୟା କରିଛନ୍ତି। ଏନେଇ ମୃତକଙ୍କ ପତ୍ନୀ ରଣପୁର ଥାନାରେ ଅଭିଯୋଗ କରିଛନ୍ତି। ଯାହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର