ବାଘ ଛାଲ ପାଇଁ ଚାଲିଥିଲା ଡିଲ, ମାଡିବସିଲା ଏସଟିଏଫ; ଦୁଇଟି କଲରାପତରିଆ ବାଘଛାଲ ଜବତ, ଜଣେ ଗିରଫ

The Sakala Picture
Published On

ଭୁବନେଶ୍ବର: ବାଘ ଛାଲ ପାଇଁ ଚାଲିଥିଲା ଡିଲ, ମାଡିବସିଲା ଏସଟିଏଫ । ଗିରଫ ହେଲେ ବାଘ ଛାଲ ବ୍ୟବସାୟୀ ଭାଗବତ ମାଝୀ । ଗିରଫ ବ୍ୟକ୍ତିଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ, ହରିଣ ଛାଲ ଓ ବଜ୍ରକାପ୍ତା କାତି ଜବତ ହୋଇଛି । ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଟିମ୍ ବାଣୀଗୋଚ୍ଛା ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ନୟାଗଡ଼ ଜିଲ୍ଲା କୁଆଁରିଆ ଡ୍ୟାମ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଓ ଅନ୍ୟାନ୍ୟ […]

ଭୁବନେଶ୍ବର: ବାଘ ଛାଲ ପାଇଁ ଚାଲିଥିଲା ଡିଲ, ମାଡିବସିଲା ଏସଟିଏଫ । ଗିରଫ ହେଲେ ବାଘ ଛାଲ ବ୍ୟବସାୟୀ ଭାଗବତ ମାଝୀ । ଗିରଫ ବ୍ୟକ୍ତିଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ, ହରିଣ ଛାଲ ଓ ବଜ୍ରକାପ୍ତା କାତି ଜବତ ହୋଇଛି ।

ଆହୁରି ପଢ଼ନ୍ତୁ: ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ, ରଚିଲେ ଇତିହାସ

ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଟିମ୍ ବାଣୀଗୋଚ୍ଛା ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ନୟାଗଡ଼ ଜିଲ୍ଲା କୁଆଁରିଆ ଡ୍ୟାମ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଓ ଅନ୍ୟାନ୍ୟ ବନ୍ୟ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଦଶପଲ୍ଲା ଥାନା ଅନ୍ତର୍ଗତ ଭୋଗବାଡ଼ି ଗାଁର ଗୋପାଳ ମାଝୀଙ୍କ ପୁଅ ଭାଗବତଙ୍କୁ ଗିରଫ କରାଯାଇଛି । ସେ ନୟାଗଡ଼ ଓ କନ୍ଧମାଳ ଜଙ୍ଗଲରୁ ବାଘ ମାରିଥିବା ସୂଚନା ରହିଛି । ଅଭିଯୁକ୍ତ ଭାଗବତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ଯାଜପୁରରେ କୁମ୍ଭୀର ଆତଙ୍କ: ଖରସ୍ରୋତା ନଦୀରେ ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର, ଉଦ୍ଧାର କାର୍ଯ୍ୟ ଜାରି

05 Nov 2022 By The Sakala

ବାଘ ଛାଲ ପାଇଁ ଚାଲିଥିଲା ଡିଲ, ମାଡିବସିଲା ଏସଟିଏଫ; ଦୁଇଟି କଲରାପତରିଆ ବାଘଛାଲ ଜବତ, ଜଣେ ଗିରଫ

ଭୁବନେଶ୍ବର: ବାଘ ଛାଲ ପାଇଁ ଚାଲିଥିଲା ଡିଲ, ମାଡିବସିଲା ଏସଟିଏଫ । ଗିରଫ ହେଲେ ବାଘ ଛାଲ ବ୍ୟବସାୟୀ ଭାଗବତ ମାଝୀ । ଗିରଫ ବ୍ୟକ୍ତିଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ, ହରିଣ ଛାଲ ଓ ବଜ୍ରକାପ୍ତା କାତି ଜବତ ହୋଇଛି ।

ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଟିମ୍ ବାଣୀଗୋଚ୍ଛା ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ନୟାଗଡ଼ ଜିଲ୍ଲା କୁଆଁରିଆ ଡ୍ୟାମ ନିକଟରୁ ଦୁଇଟି କଲରାପତରିଆ ବାଘ ଛାଲ ଓ ଅନ୍ୟାନ୍ୟ ବନ୍ୟ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଦଶପଲ୍ଲା ଥାନା ଅନ୍ତର୍ଗତ ଭୋଗବାଡ଼ି ଗାଁର ଗୋପାଳ ମାଝୀଙ୍କ ପୁଅ ଭାଗବତଙ୍କୁ ଗିରଫ କରାଯାଇଛି । ସେ ନୟାଗଡ଼ ଓ କନ୍ଧମାଳ ଜଙ୍ଗଲରୁ ବାଘ ମାରିଥିବା ସୂଚନା ରହିଛି । ଅଭିଯୁକ୍ତ ଭାଗବତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର