ପୋଖରୀରେ ବୁଡ଼ି ୩ ନାବାଳକଙ୍କ ମୃତ୍ଯୁ…

The Sakala Picture
Published On

ନୟାଗଡ଼: ନୟାଗଡ଼ ଜିଲ୍ଲା ଗୋଡ଼ିବିଡ଼ା ଗ୍ରାମରେ ପୋଖରୀରେ ବୁଡ଼ି ତିନି ଜଣ ନାବାଳକଙ୍କର ମୃତ୍ୟୁ ଘଟିଛି । ପୋଖରୀରେ ଗାଧୋଉଥିବାବେଳେ ତିନି ନାବାଳକ ବୁଡି ଯାଇଥିଲେ। ମୃତକ ହେଲେ ଗୋଡ଼ିବିଡ଼ା ଗାଁର ବିଜୟ ନାୟକଙ୍କ ୧୦ ବର୍ଷର ପୁଅ ଉମାକାନ୍ତ, ନୂ ଖାଲମଡ଼ା ଗାଁର ପ୍ରଦୀପ ପ୍ରଧାନଙ୍କ ୧୧ ବର୍ଷର ପୁଅ ରିତେଶ ଏବଂ ପୋଡ଼ାସାହି ଗାଁର କାଳୁ ଖିଲାରଙ୍କ ୧୨ ବର୍ଷର ପୁଅ ଶୁଭ । ସେମାନେ ୩ ଜଣ ସମ୍ପର୍କୀୟ ଭାଇ ଅଟନ୍ତି । […]

ନୟାଗଡ଼: ନୟାଗଡ଼ ଜିଲ୍ଲା ଗୋଡ଼ିବିଡ଼ା ଗ୍ରାମରେ ପୋଖରୀରେ ବୁଡ଼ି ତିନି ଜଣ ନାବାଳକଙ୍କର ମୃତ୍ୟୁ ଘଟିଛି । ପୋଖରୀରେ ଗାଧୋଉଥିବାବେଳେ ତିନି ନାବାଳକ ବୁଡି ଯାଇଥିଲେ। ମୃତକ ହେଲେ ଗୋଡ଼ିବିଡ଼ା ଗାଁର ବିଜୟ ନାୟକଙ୍କ ୧୦ ବର୍ଷର ପୁଅ ଉମାକାନ୍ତ, ନୂ ଖାଲମଡ଼ା ଗାଁର ପ୍ରଦୀପ ପ୍ରଧାନଙ୍କ ୧୧ ବର୍ଷର ପୁଅ ରିତେଶ ଏବଂ ପୋଡ଼ାସାହି ଗାଁର କାଳୁ ଖିଲାରଙ୍କ ୧୨ ବର୍ଷର ପୁଅ ଶୁଭ । ସେମାନେ ୩ ଜଣ ସମ୍ପର୍କୀୟ ଭାଇ ଅଟନ୍ତି । ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡି ଯାଇଥିଲେ। ଗ୍ରାମବାସୀ ୩ଶିଶୁଙ୍କୁ ପାଣିରୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ୩ ଶିଶୁଙ୍କୁ ମୃତ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

27 Apr 2025 By The Sakala

ପୋଖରୀରେ ବୁଡ଼ି ୩ ନାବାଳକଙ୍କ ମୃତ୍ଯୁ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଗୋଡ଼ିବିଡ଼ା ଗ୍ରାମରେ ପୋଖରୀରେ ବୁଡ଼ି ତିନି ଜଣ ନାବାଳକଙ୍କର ମୃତ୍ୟୁ ଘଟିଛି । ପୋଖରୀରେ ଗାଧୋଉଥିବାବେଳେ ତିନି ନାବାଳକ ବୁଡି ଯାଇଥିଲେ। ମୃତକ ହେଲେ ଗୋଡ଼ିବିଡ଼ା ଗାଁର ବିଜୟ ନାୟକଙ୍କ ୧୦ ବର୍ଷର ପୁଅ ଉମାକାନ୍ତ, ନୂ ଖାଲମଡ଼ା ଗାଁର ପ୍ରଦୀପ ପ୍ରଧାନଙ୍କ ୧୧ ବର୍ଷର ପୁଅ ରିତେଶ ଏବଂ ପୋଡ଼ାସାହି ଗାଁର କାଳୁ ଖିଲାରଙ୍କ ୧୨ ବର୍ଷର ପୁଅ ଶୁଭ । ସେମାନେ ୩ ଜଣ ସମ୍ପର୍କୀୟ ଭାଇ ଅଟନ୍ତି । ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା ବଶତଃ ପାଣିରେ ବୁଡି ଯାଇଥିଲେ। ଗ୍ରାମବାସୀ ୩ଶିଶୁଙ୍କୁ ପାଣିରୁ ଉଦ୍ଧାର କରି ଦଶପଲ୍ଲା ଡାକ୍ତରଖାନାକୁ ନେଇଥିଲେ । ଡାକ୍ତର ୩ ଶିଶୁଙ୍କୁ ମୃତ ଘୋଷଣା କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର