ହଲ୍ ନ ମିଳିବାରୁ ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ଫିଲ୍ମ

The Sakala Picture
Published On

ନୟାଗଡ଼: କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା। ଶେଷରେ ଓଲିଉଡର ସ୍ଥିତି ଏମିତି ହୋଇଛି ଯେ, ନୂଆ ସିନେମା ରିଲିଜ କରିବା ପାଇଁ ପ୍ରଯୋଜକଙ୍କୁ ହଲ୍‌ ମିଳୁନି। ହଲ୍ ନ ମିଳିବାରୁ ଶେଷରେ ପ୍ରଯୋଜକ ବାଧ୍ୟ ହୋଇ ନୂଆ ଫିଲ୍ମକୁ ଏକ ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ କରିଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ । ନୟାଗଡ଼ରୁ ଆସିଛି ଏଭଳି ଏକ ନିଆରା ଚିତ୍ର। ଓଡ଼ଗାଁ ସରକାରୀ କଲ୍ୟାଣ […]

ନୟାଗଡ଼: କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା। ଶେଷରେ ଓଲିଉଡର ସ୍ଥିତି ଏମିତି ହୋଇଛି ଯେ, ନୂଆ ସିନେମା ରିଲିଜ କରିବା ପାଇଁ ପ୍ରଯୋଜକଙ୍କୁ ହଲ୍‌ ମିଳୁନି। ହଲ୍ ନ ମିଳିବାରୁ ଶେଷରେ ପ୍ରଯୋଜକ ବାଧ୍ୟ ହୋଇ ନୂଆ ଫିଲ୍ମକୁ ଏକ ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ କରିଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ । ନୟାଗଡ଼ରୁ ଆସିଛି ଏଭଳି ଏକ ନିଆରା ଚିତ୍ର। ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ ପ୍ରଥମଥର ପାଇଁ ରିଲିଜ୍ ହୋଇଛି ‘ପ୍ରେମରେ ରିସ୍କ ହେଲା ମୋତେ ଇସ୍କ’। କଲ୍ୟାଣ ମଣ୍ଡପ ବାହାରେ ଟିକେଟ୍ ବିକ୍ରି କରାଯାଇଥିଲା ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ସିନେମା ଦେଖିବାକୁ ଜମିଥିଲା ଦର୍ଶକଙ୍କ ଭିଡ଼। କଲ୍ୟାଣ ମଣ୍ଡପରେ ସିନେମା ରିଲିଜ୍ କରିବାକୁ ନେଇ ପ୍ରଯୋଜକଙ୍କ ଏଭଳି ଉଦ୍ୟମକୁ ନେଇ ଚର୍ଚ୍ଚା ହୋଇଛି । ପ୍ରିମିୟରରେ ଚଳଚ୍ଚିତ୍ରର ସମସ୍ତ ଷ୍ଟାର କାଷ୍ଟ ସାମିଲ ହୋଇଥିଲେ। ତେବେ ଓଡ଼ିଆ ସିନେମା ରିଲିଜ୍ ପାଇଁ ହଲ୍ ନମିଳିବାକୁ ନେଇ ଉଦବେଗ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

11 Oct 2022 By The Sakala

ହଲ୍ ନ ମିଳିବାରୁ ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ଫିଲ୍ମ

ନୟାଗଡ଼: କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା। ଶେଷରେ ଓଲିଉଡର ସ୍ଥିତି ଏମିତି ହୋଇଛି ଯେ, ନୂଆ ସିନେମା ରିଲିଜ କରିବା ପାଇଁ ପ୍ରଯୋଜକଙ୍କୁ ହଲ୍‌ ମିଳୁନି। ହଲ୍ ନ ମିଳିବାରୁ ଶେଷରେ ପ୍ରଯୋଜକ ବାଧ୍ୟ ହୋଇ ନୂଆ ଫିଲ୍ମକୁ ଏକ ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ କରିଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ । ନୟାଗଡ଼ରୁ ଆସିଛି ଏଭଳି ଏକ ନିଆରା ଚିତ୍ର। ଓଡ଼ଗାଁ ସରକାରୀ କଲ୍ୟାଣ ମଣ୍ଡପ ପରିସରରେ ପ୍ରଥମଥର ପାଇଁ ରିଲିଜ୍ ହୋଇଛି ‘ପ୍ରେମରେ ରିସ୍କ ହେଲା ମୋତେ ଇସ୍କ’। କଲ୍ୟାଣ ମଣ୍ଡପ ବାହାରେ ଟିକେଟ୍ ବିକ୍ରି କରାଯାଇଥିଲା ।

ସିନେମା ଦେଖିବାକୁ ଜମିଥିଲା ଦର୍ଶକଙ୍କ ଭିଡ଼। କଲ୍ୟାଣ ମଣ୍ଡପରେ ସିନେମା ରିଲିଜ୍ କରିବାକୁ ନେଇ ପ୍ରଯୋଜକଙ୍କ ଏଭଳି ଉଦ୍ୟମକୁ ନେଇ ଚର୍ଚ୍ଚା ହୋଇଛି । ପ୍ରିମିୟରରେ ଚଳଚ୍ଚିତ୍ରର ସମସ୍ତ ଷ୍ଟାର କାଷ୍ଟ ସାମିଲ ହୋଇଥିଲେ। ତେବେ ଓଡ଼ିଆ ସିନେମା ରିଲିଜ୍ ପାଇଁ ହଲ୍ ନମିଳିବାକୁ ନେଇ ଉଦବେଗ ପ୍ରକାଶ ପାଇଛି।

https://www.thesakala.in/latest-odisha-news/nayagarh/odia-movie-released-in-kalyan-mandap-in-nayagarh/article-15631
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର