ପ୍ରେମ ପରେ ପ୍ରତାରଣ: ଲକଡାଉନ ଦେଇଛି ବାଧା, କଲିକତାରୁ ନୟାଗଡ଼କୁ ଆସିବାକୁ ଚାହୁଁଛନ୍ତି ଯୁବତୀ

The Sakala Picture
Published On

ନୟାଗଡ଼: ପ୍ରଥମେ ପ୍ରେମ ପରେ ଲୁଚାଛପା ବାହାଘର । ଗର୍ଭବତୀ ହେବା ପରେ ଟାବଲେଟ୍ ଖୁଆଇ ଗର୍ଭ ନଷ୍ଟ କରି ଦେଇଥିଲେ । ଗାଁକୁ ଆସି ସମସ୍ତଙ୍କ ଜାଣତରେ ବିବାହ କରିବା ପ୍ରତିଶୃତି ଦେଇ ଧୋକା ଦେଇଛି ପ୍ରେମିକ । ଏହା ଜାଣିବା ପରେ ପ୍ରେମିକା ସୋସିଆଲ ମିଡିଆରେସାହାର ନେଇଥିବା ବେଳେ ଯୁବତୀଙ୍କ ପୋଷ୍ଟ ଭାଇରାଲ ହୋଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଚମ୍ପତିପୁର ଗାଁର ଦାଶରଥି ବେହେରାଙ୍କ ପୁଅ ସହ କଲିକତାରେ ରହୁଥିବା ଅନୁଶ୍ରୀ ନାମକ […]

ନୟାଗଡ଼: ପ୍ରଥମେ ପ୍ରେମ ପରେ ଲୁଚାଛପା ବାହାଘର । ଗର୍ଭବତୀ ହେବା ପରେ ଟାବଲେଟ୍ ଖୁଆଇ ଗର୍ଭ ନଷ୍ଟ କରି ଦେଇଥିଲେ । ଗାଁକୁ ଆସି ସମସ୍ତଙ୍କ ଜାଣତରେ ବିବାହ କରିବା ପ୍ରତିଶୃତି ଦେଇ ଧୋକା ଦେଇଛି ପ୍ରେମିକ । ଏହା ଜାଣିବା ପରେ ପ୍ରେମିକା ସୋସିଆଲ ମିଡିଆରେସାହାର ନେଇଥିବା ବେଳେ ଯୁବତୀଙ୍କ ପୋଷ୍ଟ ଭାଇରାଲ ହୋଇଛି ।

ଆହୁରି ପଢ଼ନ୍ତୁ: ମହୁ ସଂଗ୍ରହ କରିବାକୁ ଯାଇ ପଥର ଖୋଲରେ ଫସିଗଲା ନାବାଳକଙ୍କ ମୁଣ୍ଡ, ଉଦ୍ଧାର କଲା ଅଗ୍ନିଶମ ବିଭାଗ

ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଚମ୍ପତିପୁର ଗାଁର ଦାଶରଥି ବେହେରାଙ୍କ ପୁଅ ସହ କଲିକତାରେ ରହୁଥିବା ଅନୁଶ୍ରୀ ନାମକ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଶେଷଦେବ ଅନୁଶ୍ରୀଙ୍କ ସହ ୧୩ ବର୍ଷର ସମ୍ପର୍କ ରଖିବା ସହିତ ଲୁଚାଛପାରେ ଅନୁଶ୍ରୀକୁ ବିବାହ କରିଥିଲେ। ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ। ଯେତେ ବେଳେ ଅନୁଶ୍ରୀ ଗର୍ଭବତୀ ଥିବା ଶେଷଦବେ ଜାଣିବାକୁ ପାଇଲେ, ସେତେବେଳେ ପ୍ରେମିକାକୁ ଟାବଲେଟ୍ ଖୁଆଇ ଗର୍ଭ ନଷ୍ଟ କରିଥିଲେ। ଗାଁକୁ ଯାଉଛି, ଘରେ କହି ବିବାହ କରିବି ବୋଲି କହି ଆସିଥିଲେ । ମାତ୍ର ଗାଁକୁ ଫେରିବା ପରେ ଅନୁଶ୍ରୀଙ୍କୁ ଭୁଲି ଯାଇ, ଖଣ୍ଡପଡ଼ା ବ୍ଲକରେ  ଆଉ ଜଣେ ଯୁବତୀକୁ ବିବାହ କରିଥିବା ଅନୁଶ୍ରୀ ଜାଣିବାକୁ ପାଇଛନ୍ତି। ଏହା ଘଟଣା ଜାଣିବା ପରେ ଅନୁଶ୍ରୀ ଚମ୍ପତିପୁର ଆସିବାକୁ ଚାହୁଁଥିଲେ ହେଲେ ମହାମାରୀ କରୋନା ଯୋଗୁଁ ଲକଡାଉନ୍ ଓ ସଟଡାଉନ୍ ହେଉଥିବାରୁ ଆସିବା ସମ୍ଭବପର ହେଉ ନାହିଁ । ସେଥିପାଇଁ ଅନୁଶ୍ରୀ ଫିଜୁ ନାମକ ଫେସବୁକ ଆଡିରେ କରିଥିବା ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି ।

19 May 2021 By The Sakala

ପ୍ରେମ ପରେ ପ୍ରତାରଣ: ଲକଡାଉନ ଦେଇଛି ବାଧା, କଲିକତାରୁ ନୟାଗଡ଼କୁ ଆସିବାକୁ ଚାହୁଁଛନ୍ତି ଯୁବତୀ

ନୟାଗଡ଼: ପ୍ରଥମେ ପ୍ରେମ ପରେ ଲୁଚାଛପା ବାହାଘର । ଗର୍ଭବତୀ ହେବା ପରେ ଟାବଲେଟ୍ ଖୁଆଇ ଗର୍ଭ ନଷ୍ଟ କରି ଦେଇଥିଲେ । ଗାଁକୁ ଆସି ସମସ୍ତଙ୍କ ଜାଣତରେ ବିବାହ କରିବା ପ୍ରତିଶୃତି ଦେଇ ଧୋକା ଦେଇଛି ପ୍ରେମିକ । ଏହା ଜାଣିବା ପରେ ପ୍ରେମିକା ସୋସିଆଲ ମିଡିଆରେସାହାର ନେଇଥିବା ବେଳେ ଯୁବତୀଙ୍କ ପୋଷ୍ଟ ଭାଇରାଲ ହୋଇଛି ।

ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଚମ୍ପତିପୁର ଗାଁର ଦାଶରଥି ବେହେରାଙ୍କ ପୁଅ ସହ କଲିକତାରେ ରହୁଥିବା ଅନୁଶ୍ରୀ ନାମକ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଶେଷଦେବ ଅନୁଶ୍ରୀଙ୍କ ସହ ୧୩ ବର୍ଷର ସମ୍ପର୍କ ରଖିବା ସହିତ ଲୁଚାଛପାରେ ଅନୁଶ୍ରୀକୁ ବିବାହ କରିଥିଲେ। ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ। ଯେତେ ବେଳେ ଅନୁଶ୍ରୀ ଗର୍ଭବତୀ ଥିବା ଶେଷଦବେ ଜାଣିବାକୁ ପାଇଲେ, ସେତେବେଳେ ପ୍ରେମିକାକୁ ଟାବଲେଟ୍ ଖୁଆଇ ଗର୍ଭ ନଷ୍ଟ କରିଥିଲେ। ଗାଁକୁ ଯାଉଛି, ଘରେ କହି ବିବାହ କରିବି ବୋଲି କହି ଆସିଥିଲେ । ମାତ୍ର ଗାଁକୁ ଫେରିବା ପରେ ଅନୁଶ୍ରୀଙ୍କୁ ଭୁଲି ଯାଇ, ଖଣ୍ଡପଡ଼ା ବ୍ଲକରେ  ଆଉ ଜଣେ ଯୁବତୀକୁ ବିବାହ କରିଥିବା ଅନୁଶ୍ରୀ ଜାଣିବାକୁ ପାଇଛନ୍ତି। ଏହା ଘଟଣା ଜାଣିବା ପରେ ଅନୁଶ୍ରୀ ଚମ୍ପତିପୁର ଆସିବାକୁ ଚାହୁଁଥିଲେ ହେଲେ ମହାମାରୀ କରୋନା ଯୋଗୁଁ ଲକଡାଉନ୍ ଓ ସଟଡାଉନ୍ ହେଉଥିବାରୁ ଆସିବା ସମ୍ଭବପର ହେଉ ନାହିଁ । ସେଥିପାଇଁ ଅନୁଶ୍ରୀ ଫିଜୁ ନାମକ ଫେସବୁକ ଆଡିରେ କରିଥିବା ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର