ଭାରସାମ୍ଯ ହରାଇ ଗଛରେ ପିଟି ହୋଇ ବିଲକୁ ଖସିପଡ଼ିଲା କାର: ୧ମୃତ, ୨ଗୁରୁତର
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଭୋଗରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ଯ ହରାଇ ଗଛରେ ପିଟିହୋଇ ବିଲକୁ ଖସିପଡିଛି। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଓ ଗୁରୁତର ଫୁଲବାଣୀ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ତିନି ଜଣ ଯୁବକ ଏକ କାର ଯୋଗେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ […]
ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ଭୋଗରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଭାରସାମ୍ଯ ହରାଇ ଗଛରେ ପିଟିହୋଇ ବିଲକୁ ଖସିପଡିଛି। ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଓ ଗୁରୁତର ଫୁଲବାଣୀ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ତିନି ଜଣ ଯୁବକ ଏକ କାର ଯୋଗେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଦେଇ ଫୁଲବାଣୀରୁ ଭୂବନେଶ୍ୱର ଅଭିମୂଖେ ଯାଉଥିବା ବେଳେ ଭୋଗରା ଛକ ନିକଟରେ ଭାରସାମ୍ୟ ହରାଇ କାରଟି ପ୍ରଥମେ ରାସ୍ତା କଡ଼ରେ ଥିବା ପିଲର ଖୁଣ୍ଟରେ ଧକ୍କା ହୋଇ ପରେ ଗଛରେ ପିଟି ହୋଇଥିଲା। ପିଟି ହୋଇ ବିଲ ମଧ୍ୟକୁ ଖସି ପଡିଥିଲା କାର। ଖବର ପାଇ ଦଶପଲ୍ଲା ଦମକଳ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ।