ପୁରୀ ଗଲା ପ୍ରଥମ ରଥକାଠ

The Sakala Picture
Published On

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଅନ୍ତର୍ଗତ ପୋଖରୀଗୋଚ୍ଛା ସେଣ୍ଟ୍ରାଲ୍ ରିଜର୍ଭ ଫରେଷ୍ଟରୁ ପ୍ରଥମ ରଥକାଠ ପୁରୀ ପଠାଯାଇଛି। ରଥକାଠ ସଂଗ୍ରହ କରି ଗାଡ଼ିରେ ବୋଝେଇ କରାଯିବା ପରେ ପ୍ରଥମେ ଦଶପଲ୍ଲା ମହାବୀର ଏବଂ ନୟାଗଡ଼ ଜଗନ୍ନାଥ ମନ୍ଦିରଠାରେ ପୂଜାର୍ଚ୍ଚନା କରାଯାଇଥିଲା। ଏହା ନୟାଗଡ଼ ଜଗନ୍ନାଥ ମନ୍ଦିରଠାରୁ ସିଧା ପୁରୀ ରଥଖଳାକୁ ଯିବ ବୋଲି ସୂଚନା ମିଳିଛି। ଆଜି ପ୍ରଥମ ପ୍ରର୍ଯ୍ଯାୟରେ ୩ଟି ଟ୍ରକ ଯୋଗେ ୬୩ ଖଣ୍ଡ କାଠ ପଠାଯାଇଥିବା ଜଣାପଡ଼ିଛି। ୧୨ ଫୁଟିଆ ୨୫ […]

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଅନ୍ତର୍ଗତ ପୋଖରୀଗୋଚ୍ଛା ସେଣ୍ଟ୍ରାଲ୍ ରିଜର୍ଭ ଫରେଷ୍ଟରୁ ପ୍ରଥମ ରଥକାଠ ପୁରୀ ପଠାଯାଇଛି। ରଥକାଠ ସଂଗ୍ରହ କରି ଗାଡ଼ିରେ ବୋଝେଇ କରାଯିବା ପରେ ପ୍ରଥମେ ଦଶପଲ୍ଲା ମହାବୀର ଏବଂ ନୟାଗଡ଼ ଜଗନ୍ନାଥ ମନ୍ଦିରଠାରେ ପୂଜାର୍ଚ୍ଚନା କରାଯାଇଥିଲା। ଏହା ନୟାଗଡ଼ ଜଗନ୍ନାଥ ମନ୍ଦିରଠାରୁ ସିଧା ପୁରୀ ରଥଖଳାକୁ ଯିବ ବୋଲି ସୂଚନା ମିଳିଛି। ଆଜି ପ୍ରଥମ ପ୍ରର୍ଯ୍ଯାୟରେ ୩ଟି ଟ୍ରକ ଯୋଗେ ୬୩ ଖଣ୍ଡ କାଠ ପଠାଯାଇଥିବା ଜଣାପଡ଼ିଛି। ୧୨ ଫୁଟିଆ ୨୫ ଖଣ୍ଡ ଅସନ, ୧୨ ଫୁଟିଆ ୧୮ ଖଣ୍ଡ ଧଉରା,  ୨୦ ଫୁଟିଆ ୯ ଖଣ୍ଡ ଅସନ,  ୨୦ ଫୁଟିଆ ୧୧ ଖଣ୍ଡ ଧଉରା ପ୍ରଥମ ପ୍ରର୍ଯ୍ଯାୟରେ ପୁରୀ ରଥଖଳାକୁ ପଠାଯାଇଥିବା ସହକାରୀ ବନ ସଂରକ୍ଷକ ହିମାଂଶୁ ମୁଦୁଲି ସୂଚନା ଦେଇଛନ୍ତି। ଚଳିତ ବର୍ଷ ରଥଯାତ୍ରା ପାଇଁ ମୋଟ ୭୨୨ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଏହାକୁ ନୟାଗଡ଼ ଓ ବୌଦ୍ଧ ବନଖଣ୍ଡ ପୂରଣ କରିବେ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

02 Feb 2022 By The Sakala

ପୁରୀ ଗଲା ପ୍ରଥମ ରଥକାଠ

ନୟାଗଡ଼: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ଅନ୍ତର୍ଗତ ପୋଖରୀଗୋଚ୍ଛା ସେଣ୍ଟ୍ରାଲ୍ ରିଜର୍ଭ ଫରେଷ୍ଟରୁ ପ୍ରଥମ ରଥକାଠ ପୁରୀ ପଠାଯାଇଛି। ରଥକାଠ ସଂଗ୍ରହ କରି ଗାଡ଼ିରେ ବୋଝେଇ କରାଯିବା ପରେ ପ୍ରଥମେ ଦଶପଲ୍ଲା ମହାବୀର ଏବଂ ନୟାଗଡ଼ ଜଗନ୍ନାଥ ମନ୍ଦିରଠାରେ ପୂଜାର୍ଚ୍ଚନା କରାଯାଇଥିଲା। ଏହା ନୟାଗଡ଼ ଜଗନ୍ନାଥ ମନ୍ଦିରଠାରୁ ସିଧା ପୁରୀ ରଥଖଳାକୁ ଯିବ ବୋଲି ସୂଚନା ମିଳିଛି। ଆଜି ପ୍ରଥମ ପ୍ରର୍ଯ୍ଯାୟରେ ୩ଟି ଟ୍ରକ ଯୋଗେ ୬୩ ଖଣ୍ଡ କାଠ ପଠାଯାଇଥିବା ଜଣାପଡ଼ିଛି। ୧୨ ଫୁଟିଆ ୨୫ ଖଣ୍ଡ ଅସନ, ୧୨ ଫୁଟିଆ ୧୮ ଖଣ୍ଡ ଧଉରା,  ୨୦ ଫୁଟିଆ ୯ ଖଣ୍ଡ ଅସନ,  ୨୦ ଫୁଟିଆ ୧୧ ଖଣ୍ଡ ଧଉରା ପ୍ରଥମ ପ୍ରର୍ଯ୍ଯାୟରେ ପୁରୀ ରଥଖଳାକୁ ପଠାଯାଇଥିବା ସହକାରୀ ବନ ସଂରକ୍ଷକ ହିମାଂଶୁ ମୁଦୁଲି ସୂଚନା ଦେଇଛନ୍ତି। ଚଳିତ ବର୍ଷ ରଥଯାତ୍ରା ପାଇଁ ମୋଟ ୭୨୨ ଖଣ୍ଡ କାଠର ଆବଶ୍ୟକତା ଥିବା ବେଳେ ଏହାକୁ ନୟାଗଡ଼ ଓ ବୌଦ୍ଧ ବନଖଣ୍ଡ ପୂରଣ କରିବେ ବୋଲି ସୂଚନା ମିଳିଛି।

https://www.thesakala.in/latest-odisha-news/nayagarh/the-first-chariot-wood-went-to-puri/article-8933
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର