ରାଜଧାନୀରେ ମୋ’ ବସରୁ ପୁଣି ଚୋରି ଅଭିଯୋଗ, ଦମ୍ପତିଙ୍କ ଠାରୁ ୪୨ ହଜାର ଟଙ୍କା ଲୁଟିନେଲ ଦୁର୍ବୃତ୍ତ

The Sakala Picture
Published On

ଭୁବନେଶ୍ବର: ରାଜଧାନୀରେ ମୋ’ ବସରୁ ପୁଣି ଚୋରି । ଦମ୍ପତିଙ୍କ ଠାରୁ ୪୨ ହଜାର ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ । ଏହି ଚୋରିର ଶିକାର ହୋଇଛନ୍ତି ନୟାଗଡ଼ ଜିଲ୍ଲାର ବିରଞ୍ଚି ସେଠି । ସେ ଭୁବନେଶ୍ୱର ଭିଏସଏସ ନଗରରେ ରୁହନ୍ତି।  ସେ ବୃତ୍ତିରେ ଜଣେ ଡ୍ରାଇଭର। ବାଣୀବିହାରରୁ ଖଣ୍ଡଗିରି ଯିବା ବାଟରେ ନୟାପଲ୍ଲୀ ଠାରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବନ୍ଧକ ସୁନା ମୁକୁଳେଇବା ପାଇଁ ଟଙ୍କା ନେଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଲୁଟିନେଇଛନ୍ତି  ।  ଏ […]

ଭୁବନେଶ୍ବର: ରାଜଧାନୀରେ ମୋ’ ବସରୁ ପୁଣି ଚୋରି । ଦମ୍ପତିଙ୍କ ଠାରୁ ୪୨ ହଜାର ଟଙ୍କା ଚୋରି କରିନେଲେ ଦୁର୍ବୃତ୍ତ । ଏହି ଚୋରିର ଶିକାର ହୋଇଛନ୍ତି ନୟାଗଡ଼ ଜିଲ୍ଲାର ବିରଞ୍ଚି ସେଠି । ସେ ଭୁବନେଶ୍ୱର ଭିଏସଏସ ନଗରରେ ରୁହନ୍ତି।  ସେ ବୃତ୍ତିରେ ଜଣେ ଡ୍ରାଇଭର। ବାଣୀବିହାରରୁ ଖଣ୍ଡଗିରି ଯିବା ବାଟରେ ନୟାପଲ୍ଲୀ ଠାରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବନ୍ଧକ ସୁନା ମୁକୁଳେଇବା ପାଇଁ ଟଙ୍କା ନେଇ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଲୁଟିନେଇଛନ୍ତି  ।  ଏ ନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦମ୍ପତି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର