କଣ୍ଟିଲୋରେ ତାଣ୍ଡବ ରଚିଲା କାଳବୈଶାଖୀ, ଶ୍ରମିକ ମୃତ

The Sakala Picture
Published On

ନୟାଗଡ଼/କଣ୍ଟିଲୋ: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ଓ ଏହାର ଆଖପାଖ ଅଞ୍ଚଳରେ କାଳବୌଶାଖୀ ତାଣ୍ଡବ ରଚିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ମଧ୍ୟାହ୍ନ ୧ଟାରୁ ୨ଟା ମଧ୍ୟରେ ପ୍ରଚଣ୍ଡ କୁଆପଥର ବୃଷ୍ଟି ସାଙ୍ଗକୁ ପ୍ରବଳ ବେଗରେ ଝଡ଼ ବହିବାକୁ ଲାଗିଥିଲା । କାମସାରି ଘରକୁ ଫେରୁଥିବା ସମୟରେ ନିକଟସ୍ଥ ଭାପୁର ବ୍ଲକ୍ ଧାନଚାଙ୍ଗଡ଼ା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମର ଲଡ଼ୁଗୋଛୀଙ୍କ ଉପରେ ଡାଳ ମଡ଼ି ମୃତ୍ୟୁ ଘଟିଛି । କମେଇସେତୁ ନିକଟ […]

ନୟାଗଡ଼/କଣ୍ଟିଲୋ: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ଓ ଏହାର ଆଖପାଖ ଅଞ୍ଚଳରେ କାଳବୌଶାଖୀ ତାଣ୍ଡବ ରଚିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ମଧ୍ୟାହ୍ନ ୧ଟାରୁ ୨ଟା ମଧ୍ୟରେ ପ୍ରଚଣ୍ଡ କୁଆପଥର ବୃଷ୍ଟି ସାଙ୍ଗକୁ ପ୍ରବଳ ବେଗରେ ଝଡ଼ ବହିବାକୁ ଲାଗିଥିଲା । କାମସାରି ଘରକୁ ଫେରୁଥିବା ସମୟରେ ନିକଟସ୍ଥ ଭାପୁର ବ୍ଲକ୍ ଧାନଚାଙ୍ଗଡ଼ା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମର ଲଡ଼ୁଗୋଛୀଙ୍କ ଉପରେ ଡାଳ ମଡ଼ି ମୃତ୍ୟୁ ଘଟିଛି । କମେଇସେତୁ ନିକଟ ରାସ୍ତାରେ ଯାଉଥିବା ସମୟରେ ତାଙ୍କ ଉପରେ ଡ଼ାଳ ପଡ଼ିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ପରିବାରର ସମେତ ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି ।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

ସେହିପରି କଣ୍ଟିଲୋ ବାଣପୁର ରାଜପଥ ରାସ୍ତାରେ ନୀଳମାଧବ କଲେଜ ନିକଟରେ ଏକାଧିକ ବୃକ୍ଷ ରାସ୍ତାରେ ପଡ଼ି ରହିବା ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । କଣ୍ଟିଲୋ ହାଟମୁଣ୍ଡ ପାଟଣା ନିକଟରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏକ ଅସ୍ୱସ୍ଥ ଗଛ ଖସି ପଡ଼ିବାରୁ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଏଥିସହ ନୀଳମାଧବଙ୍କ ବଗିଚା, କଲେଜ ପରିସରରେ ଅନେକ ଗଛ ଭାଙ୍ଗିକ୍ଷତି ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସେହିଭଳି କଣ୍ଟିଲୋ କୁଞ୍ଜବିହାରୀ ହାଇସ୍କୁଲ ନିକଟ ବସ୍ତିରେ ଘରର ଟିଣ ଛାତ ଉପୁଡ଼ି କ୍ଷତିଗ୍ରସ୍ତ ହୋଇଛି ।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

25 May 2023 By The Sakala

କଣ୍ଟିଲୋରେ ତାଣ୍ଡବ ରଚିଲା କାଳବୈଶାଖୀ, ଶ୍ରମିକ ମୃତ

ନୟାଗଡ଼/କଣ୍ଟିଲୋ: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ଓ ଏହାର ଆଖପାଖ ଅଞ୍ଚଳରେ କାଳବୌଶାଖୀ ତାଣ୍ଡବ ରଚିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ମଧ୍ୟାହ୍ନ ୧ଟାରୁ ୨ଟା ମଧ୍ୟରେ ପ୍ରଚଣ୍ଡ କୁଆପଥର ବୃଷ୍ଟି ସାଙ୍ଗକୁ ପ୍ରବଳ ବେଗରେ ଝଡ଼ ବହିବାକୁ ଲାଗିଥିଲା । କାମସାରି ଘରକୁ ଫେରୁଥିବା ସମୟରେ ନିକଟସ୍ଥ ଭାପୁର ବ୍ଲକ୍ ଧାନଚାଙ୍ଗଡ଼ା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପ୍ରସାଦ ଗ୍ରାମର ଲଡ଼ୁଗୋଛୀଙ୍କ ଉପରେ ଡାଳ ମଡ଼ି ମୃତ୍ୟୁ ଘଟିଛି । କମେଇସେତୁ ନିକଟ ରାସ୍ତାରେ ଯାଉଥିବା ସମୟରେ ତାଙ୍କ ଉପରେ ଡ଼ାଳ ପଡ଼ିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ପରିବାରର ସମେତ ଗ୍ରାମରେ ଶୋକର ଛାୟା ଖେଳାଇ ଦେଇଛି ।

ସେହିପରି କଣ୍ଟିଲୋ ବାଣପୁର ରାଜପଥ ରାସ୍ତାରେ ନୀଳମାଧବ କଲେଜ ନିକଟରେ ଏକାଧିକ ବୃକ୍ଷ ରାସ୍ତାରେ ପଡ଼ି ରହିବା ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । କଣ୍ଟିଲୋ ହାଟମୁଣ୍ଡ ପାଟଣା ନିକଟରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏକ ଅସ୍ୱସ୍ଥ ଗଛ ଖସି ପଡ଼ିବାରୁ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ଏଥିସହ ନୀଳମାଧବଙ୍କ ବଗିଚା, କଲେଜ ପରିସରରେ ଅନେକ ଗଛ ଭାଙ୍ଗିକ୍ଷତି ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସେହିଭଳି କଣ୍ଟିଲୋ କୁଞ୍ଜବିହାରୀ ହାଇସ୍କୁଲ ନିକଟ ବସ୍ତିରେ ଘରର ଟିଣ ଛାତ ଉପୁଡ଼ି କ୍ଷତିଗ୍ରସ୍ତ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର