ନିଜ ସଦସ୍ୟତା ରିନ୍ୟୁ କରିବା ସହ ବିଜେଡି ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିବେ ନବୀନ

The Sakala Picture
Published On

ଭୁବନେଶ୍ବର: ଅକ୍ଟୋବର ୯ ତାରିଖରେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ଏହି ଦିନଠାରୁ ଦୁଇ ମାସ ବ୍ୟାପୀ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଚାଲିବ । ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରବେ ଦଳୀୟ ସଭାପତି ନବୀନ ପଟ୍ଟନାୟକ । ନବୀନ ପ୍ରଥମ ସଦସ୍ୟ ଭାବେ ତାଙ୍କ ସଦସ୍ୟତା ରିନ୍ୟୁ କରିବେ । ତା’ପରେ ଅନ୍ୟମାନେ ରିନ୍ୟୁ କରିବେ ଓ ନୂଆ ସଦସ୍ୟ ଯୋଡି ହେବେ । ଶଙ୍ଖ ଭବନ ପରେ ସାଙ୍ଗଠନିକ ମହକୁମାରେ ସଦସ୍ୟତା […]

ଭୁବନେଶ୍ବର: ଅକ୍ଟୋବର ୯ ତାରିଖରେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ଏହି ଦିନଠାରୁ ଦୁଇ ମାସ ବ୍ୟାପୀ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଚାଲିବ । ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରବେ ଦଳୀୟ ସଭାପତି ନବୀନ ପଟ୍ଟନାୟକ । ନବୀନ ପ୍ରଥମ ସଦସ୍ୟ ଭାବେ ତାଙ୍କ ସଦସ୍ୟତା ରିନ୍ୟୁ କରିବେ । ତା’ପରେ ଅନ୍ୟମାନେ ରିନ୍ୟୁ କରିବେ ଓ ନୂଆ ସଦସ୍ୟ ଯୋଡି ହେବେ । ଶଙ୍ଖ ଭବନ ପରେ ସାଙ୍ଗଠନିକ ମହକୁମାରେ ସଦସ୍ୟତା ସଂଗ୍ରହ କରାଯିବ । ପ୍ରତି ଜିଲ୍ଲା ନେତୃବୃନ୍ଦ ଉପସ୍ଥିତ ରହିବେ । ଅନଲାଇନ ଯୋଗାଯୋଗରେ ରହିବେ । ଅନଲାଇନର ଡିଜିଟାଲ ଫର୍ମାଟର ରୂପରେଖ ୯ ତାରିଖରେ ଉନ୍ମୋଚନ ହେବ । ଏଥିରେ ଯୁବ ଓ ଛାତ୍ରଙ୍କୁ ଅଗ୍ରାଧିକାର ଦିଆଯିବ । ଏହାପରେ ପ୍ରତି ନିର୍ବାଚନ ମଣ୍ଡଳୀରେ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବେ । ପ୍ରତି ୩ ବର୍ଷରେ ଥରେ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ହୁଏ । ଘରକୁ ଘର ଯାଇ ଆମେ ସଦସ୍ୟ କରିବୁ ବୋଲି କହିଛନ୍ତି ବିଜେଡି ନେତା ମୁନା ଖାଁ । ଆମ ଦଳ ମଜବୁତ ଅଛି । ଆଗକୁ ବହୁତ ମଜଭୁତ ଓ ସୁଦୃଢ ହେବ ଦଳ । ବିଜେଡି ଏକ ନମ୍ବର ଦଳ ଥିଲା ଅଛି ଓ ରହିବ । ଏଥର ଟାର୍ଗେଟ ନୁହେଁ, ଯେତେ ପାରିବୁ ସଦସ୍ୟ ବଢ଼ାଇବୁ ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

03 Oct 2024 By The Sakala

ନିଜ ସଦସ୍ୟତା ରିନ୍ୟୁ କରିବା ସହ ବିଜେଡି ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିବେ ନବୀନ

ଭୁବନେଶ୍ବର: ଅକ୍ଟୋବର ୯ ତାରିଖରେ ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଜୟନ୍ତୀ । ଏହି ଦିନଠାରୁ ଦୁଇ ମାସ ବ୍ୟାପୀ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଚାଲିବ । ଶଙ୍ଖ ଭବନରେ ଏହାର ଶୁଭାରମ୍ଭ କରବେ ଦଳୀୟ ସଭାପତି ନବୀନ ପଟ୍ଟନାୟକ । ନବୀନ ପ୍ରଥମ ସଦସ୍ୟ ଭାବେ ତାଙ୍କ ସଦସ୍ୟତା ରିନ୍ୟୁ କରିବେ । ତା’ପରେ ଅନ୍ୟମାନେ ରିନ୍ୟୁ କରିବେ ଓ ନୂଆ ସଦସ୍ୟ ଯୋଡି ହେବେ । ଶଙ୍ଖ ଭବନ ପରେ ସାଙ୍ଗଠନିକ ମହକୁମାରେ ସଦସ୍ୟତା ସଂଗ୍ରହ କରାଯିବ । ପ୍ରତି ଜିଲ୍ଲା ନେତୃବୃନ୍ଦ ଉପସ୍ଥିତ ରହିବେ । ଅନଲାଇନ ଯୋଗାଯୋଗରେ ରହିବେ । ଅନଲାଇନର ଡିଜିଟାଲ ଫର୍ମାଟର ରୂପରେଖ ୯ ତାରିଖରେ ଉନ୍ମୋଚନ ହେବ । ଏଥିରେ ଯୁବ ଓ ଛାତ୍ରଙ୍କୁ ଅଗ୍ରାଧିକାର ଦିଆଯିବ । ଏହାପରେ ପ୍ରତି ନିର୍ବାଚନ ମଣ୍ଡଳୀରେ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବେ । ପ୍ରତି ୩ ବର୍ଷରେ ଥରେ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ହୁଏ । ଘରକୁ ଘର ଯାଇ ଆମେ ସଦସ୍ୟ କରିବୁ ବୋଲି କହିଛନ୍ତି ବିଜେଡି ନେତା ମୁନା ଖାଁ । ଆମ ଦଳ ମଜବୁତ ଅଛି । ଆଗକୁ ବହୁତ ମଜଭୁତ ଓ ସୁଦୃଢ ହେବ ଦଳ । ବିଜେଡି ଏକ ନମ୍ବର ଦଳ ଥିଲା ଅଛି ଓ ରହିବ । ଏଥର ଟାର୍ଗେଟ ନୁହେଁ, ଯେତେ ପାରିବୁ ସଦସ୍ୟ ବଢ଼ାଇବୁ ବୋଲି ସେ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର