ଜଙ୍ଗଲୀ ହାତୀଙ୍କ ପାଇଁ ବନ୍ଦ ରହିଲା ନନ୍ଦନକାନନ

The Sakala Picture
Published On

ଭୁବନେଶ୍ୱର: ନନ୍ଦନକାନନରେ ପଶିଛନ୍ତି ୨ଟି ଜଙ୍ଗଲୀ ହାତୀ । ତେଣୁ ପର୍ଯ୍ୟଟକଙ୍କ ପାଇଁ ହାତୀ ସାଜିପାରନ୍ତି ବିପଦ । ୨ଟି ଜଙ୍ଗଲୀ ହାତୀ ନନ୍ଦନକାନନରେ ପଶିବା ପରେ ନନ୍ଦନକାନନକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ରଖାଯାଇଛି । ଲୋକଙ୍କ ବୁଲାବୁଲି ଜାଗାରେ ଗଜରାଜ ପଶିଥିବାରୁ ସୁରକ୍ଷା ପାଇଁ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ରହିବ ନନ୍ଦନକାନନ । ଯେପର୍ଯ୍ୟନ୍ତ ବଣୁଆ ହାତୀକୁ ସୁରକ୍ଷିତ ଭାବେ ନନ୍ଦନକାନନରୁ ବାହାର କରାଯାଇନି, ସେ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ ବୋଲି […]

ଭୁବନେଶ୍ୱର: ନନ୍ଦନକାନନରେ ପଶିଛନ୍ତି ୨ଟି ଜଙ୍ଗଲୀ ହାତୀ । ତେଣୁ ପର୍ଯ୍ୟଟକଙ୍କ ପାଇଁ ହାତୀ ସାଜିପାରନ୍ତି ବିପଦ । ୨ଟି ଜଙ୍ଗଲୀ ହାତୀ ନନ୍ଦନକାନନରେ ପଶିବା ପରେ ନନ୍ଦନକାନନକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ରଖାଯାଇଛି । ଲୋକଙ୍କ ବୁଲାବୁଲି ଜାଗାରେ ଗଜରାଜ ପଶିଥିବାରୁ ସୁରକ୍ଷା ପାଇଁ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ରହିବ ନନ୍ଦନକାନନ । ଯେପର୍ଯ୍ୟନ୍ତ ବଣୁଆ ହାତୀକୁ ସୁରକ୍ଷିତ ଭାବେ ନନ୍ଦନକାନନରୁ ବାହାର କରାଯାଇନି, ସେ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ ବୋଲି ଉପ ନିର୍ଦ୍ଦେଶକ ସଞ୍ଜିତ କୁମାର ସୂଚନା ଦେଇଛନ୍ତି । ତେବେ ହାତୀ ଘଉଡାଇବାକୁ ନନ୍ଦନକାନନ ଓ ଚନ୍ଦକା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେମାନେ ହାତୀ ଗତିବିଧି ଉପରେ ନଜର ରଖିଛନ୍ତି । ସେପଟେ ହାତୀ ପାଇଁ ନନ୍ଦନକାନନ ବନ୍ଦ ରହିବ କିନ୍ତୁ ବଟାନିକାଲ ଗାର୍ଡେନ୍ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ ନିର୍ଦ୍ଦେଶକ ସଞ୍ଜିତ କୁମାର ।

ଆହୁରି ପଢ଼ନ୍ତୁ: ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ

09 Mar 2022 By The Sakala

ଜଙ୍ଗଲୀ ହାତୀଙ୍କ ପାଇଁ ବନ୍ଦ ରହିଲା ନନ୍ଦନକାନନ

ଭୁବନେଶ୍ୱର: ନନ୍ଦନକାନନରେ ପଶିଛନ୍ତି ୨ଟି ଜଙ୍ଗଲୀ ହାତୀ । ତେଣୁ ପର୍ଯ୍ୟଟକଙ୍କ ପାଇଁ ହାତୀ ସାଜିପାରନ୍ତି ବିପଦ । ୨ଟି ଜଙ୍ଗଲୀ ହାତୀ ନନ୍ଦନକାନନରେ ପଶିବା ପରେ ନନ୍ଦନକାନନକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ରଖାଯାଇଛି । ଲୋକଙ୍କ ବୁଲାବୁଲି ଜାଗାରେ ଗଜରାଜ ପଶିଥିବାରୁ ସୁରକ୍ଷା ପାଇଁ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ରହିବ ନନ୍ଦନକାନନ । ଯେପର୍ଯ୍ୟନ୍ତ ବଣୁଆ ହାତୀକୁ ସୁରକ୍ଷିତ ଭାବେ ନନ୍ଦନକାନନରୁ ବାହାର କରାଯାଇନି, ସେ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ ବୋଲି ଉପ ନିର୍ଦ୍ଦେଶକ ସଞ୍ଜିତ କୁମାର ସୂଚନା ଦେଇଛନ୍ତି । ତେବେ ହାତୀ ଘଉଡାଇବାକୁ ନନ୍ଦନକାନନ ଓ ଚନ୍ଦକା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେମାନେ ହାତୀ ଗତିବିଧି ଉପରେ ନଜର ରଖିଛନ୍ତି । ସେପଟେ ହାତୀ ପାଇଁ ନନ୍ଦନକାନନ ବନ୍ଦ ରହିବ କିନ୍ତୁ ବଟାନିକାଲ ଗାର୍ଡେନ୍ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ ନିର୍ଦ୍ଦେଶକ ସଞ୍ଜିତ କୁମାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର