ଆସନ୍ତାକାଲି ପୌର ଭୋଟ୍‌ ଗଣତି

The Sakala Picture
Published On

ଭୁବନେଶ୍ବର: ସରିଛି ଭୋଟ। ସିଲ୍ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ଯ । ଆସନ୍ତାକାଲି ପ୍ରକାଶ ପାଇବ ପୌର ନିର୍ବାଚନ ଫଳାଫଳ । ତେବେ କିପରି ଭାବେ ହେବ ପୌର ଭୋଟ ଗଣତି ସେ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ଆଜି ବିସ୍ତୃତ ସୂଚନ ଦେଇଛନ୍ତି । ସୂଚନା ଅନୁଯାୟୀ, ୩ଟି ମହାନଗରରେ କର୍ପୋରେଟରଙ୍କ ପାଇଁ ୧୨ଟି ଲେଖାଏ ଟେବୁଲ ରହିବ। ମେୟର ଭୋଟ୍‌ ଗଣତି ପାଇଁ ମଧ୍ୟ ୧୨ଟି ଟେବୁଲ ରହିବ। ପ୍ରତି ଟେବୁଲରେ ଜଣେ […]

ଭୁବନେଶ୍ବର: ସରିଛି ଭୋଟ। ସିଲ୍ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ଯ । ଆସନ୍ତାକାଲି ପ୍ରକାଶ ପାଇବ ପୌର ନିର୍ବାଚନ ଫଳାଫଳ । ତେବେ କିପରି ଭାବେ ହେବ ପୌର ଭୋଟ ଗଣତି ସେ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ଆଜି ବିସ୍ତୃତ ସୂଚନ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ସୂଚନା ଅନୁଯାୟୀ, ୩ଟି ମହାନଗରରେ କର୍ପୋରେଟରଙ୍କ ପାଇଁ ୧୨ଟି ଲେଖାଏ ଟେବୁଲ ରହିବ। ମେୟର ଭୋଟ୍‌ ଗଣତି ପାଇଁ ମଧ୍ୟ ୧୨ଟି ଟେବୁଲ ରହିବ। ପ୍ରତି ଟେବୁଲରେ ଜଣେ ସୁପରଭାଇଜର ଓ ୨ ସହଯୋଗୀ ରହିବେ। ମ୍ୟୁନିସିପାଲିଟିରେ ୫ଟି ଏବଂ ଏନ୍ଏସିରେ ୨ଟି ଲେଖାଏ ଟେବୁଲ ରହିବ। ଗୋଟିଏ ୱାର୍ଡର ସବୁ ବୁଥ୍ ସରିଲେ ରେଜଲ୍ଟ ଘୋଷଣା କରାଯିବ। ପ୍ରଥମେ ନିର୍ବାଚନରେ ନିୟୋଜିତ କର୍ମଚାରୀ ଦେଇଥିବା ପୋଷ୍ଟାଲ ବାଲାଟ ଗଣତି ହେବ। ଏହାପରେ ଇଭିଏମ୍ ଭୋଟ୍ ଗଣତି କରାଯିବ। ଭୋଟ ଗଣତି ବେଳେ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

25 Mar 2022 By The Sakala

ଆସନ୍ତାକାଲି ପୌର ଭୋଟ୍‌ ଗଣତି

ଭୁବନେଶ୍ବର: ସରିଛି ଭୋଟ। ସିଲ୍ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ଯ । ଆସନ୍ତାକାଲି ପ୍ରକାଶ ପାଇବ ପୌର ନିର୍ବାଚନ ଫଳାଫଳ । ତେବେ କିପରି ଭାବେ ହେବ ପୌର ଭୋଟ ଗଣତି ସେ ନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ଆଜି ବିସ୍ତୃତ ସୂଚନ ଦେଇଛନ୍ତି ।

ସୂଚନା ଅନୁଯାୟୀ, ୩ଟି ମହାନଗରରେ କର୍ପୋରେଟରଙ୍କ ପାଇଁ ୧୨ଟି ଲେଖାଏ ଟେବୁଲ ରହିବ। ମେୟର ଭୋଟ୍‌ ଗଣତି ପାଇଁ ମଧ୍ୟ ୧୨ଟି ଟେବୁଲ ରହିବ। ପ୍ରତି ଟେବୁଲରେ ଜଣେ ସୁପରଭାଇଜର ଓ ୨ ସହଯୋଗୀ ରହିବେ। ମ୍ୟୁନିସିପାଲିଟିରେ ୫ଟି ଏବଂ ଏନ୍ଏସିରେ ୨ଟି ଲେଖାଏ ଟେବୁଲ ରହିବ। ଗୋଟିଏ ୱାର୍ଡର ସବୁ ବୁଥ୍ ସରିଲେ ରେଜଲ୍ଟ ଘୋଷଣା କରାଯିବ। ପ୍ରଥମେ ନିର୍ବାଚନରେ ନିୟୋଜିତ କର୍ମଚାରୀ ଦେଇଥିବା ପୋଷ୍ଟାଲ ବାଲାଟ ଗଣତି ହେବ। ଏହାପରେ ଇଭିଏମ୍ ଭୋଟ୍ ଗଣତି କରାଯିବ। ଭୋଟ ଗଣତି ବେଳେ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର