ଉଛୁଳିଛି ଦୟାନଦୀ: କୁମାରଡିହି ଗାଁ ନଦୀବନ୍ଧରେ ଏକାଧିକ ଘଳିଆ ସୃଷ୍ଟି

The Sakala Picture
Published On

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ବଢୁଛି ଦୟାନଦୀର ଜଳସ୍ତର। କୁମାରଡିହି ଗାଁ ନଦୀବନ୍ଧରେ ସୃଷ୍ଟି ହୋଇଛି ଏକାଧିକ ଘଳିଆ । ଦୟା ନଦୀରୁ ଧଉଳି ଗାଁ ବିଲରେ ପାଣି ପସିଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପ୍ରସାଶନ ପକ୍ଷରୁ ନଦୀବନ୍ଧ ପ୍ୟାକିଂ ଚାଲିଛି। ୨ ହଜାର ବାଲିବସ୍ତା ପକାଇ ବନ୍ଦ ବାନ୍ଧିବାକୁ ଉଦ୍ୟମ ଚାଲିଛି । ଘଟଣା ସ୍ଥଳରେ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ଅଛନ୍ତି।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

17 Aug 2022 By The Sakala

ଉଛୁଳିଛି ଦୟାନଦୀ: କୁମାରଡିହି ଗାଁ ନଦୀବନ୍ଧରେ ଏକାଧିକ ଘଳିଆ ସୃଷ୍ଟି

ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ବଢୁଛି ଦୟାନଦୀର ଜଳସ୍ତର। କୁମାରଡିହି ଗାଁ ନଦୀବନ୍ଧରେ ସୃଷ୍ଟି ହୋଇଛି ଏକାଧିକ ଘଳିଆ । ଦୟା ନଦୀରୁ ଧଉଳି ଗାଁ ବିଲରେ ପାଣି ପସିଛି। ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ପ୍ରସାଶନ ପକ୍ଷରୁ ନଦୀବନ୍ଧ ପ୍ୟାକିଂ ଚାଲିଛି। ୨ ହଜାର ବାଲିବସ୍ତା ପକାଇ ବନ୍ଦ ବାନ୍ଧିବାକୁ ଉଦ୍ୟମ ଚାଲିଛି । ଘଟଣା ସ୍ଥଳରେ ମନ୍ତ୍ରୀ ଅଶୋକ ପଣ୍ଡା ଏବଂ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର