କେନ୍ଦୁପତ୍ରରୁ ଜିଏସଟି ଛାଡ କରିବାକୁ ରାଜ୍ୟସଭାରେ ଦାବିକଲେ ବିଜେଡି ସାଂସଦ ନିରଞ୍ଜନ ବିଶି ଓ ସୁଜିତ କୁମାର

The Sakala Picture
Published On

ଭୁବନେଶ୍ବର: କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଛାଡ କରିବାକୁ ରାଜ୍ୟସଭାରେ ଦାବି କଲେ ସାଂସଦ ନିରଞ୍ଜନ ବିଶି ଓ ସାଂସଦ ସୁଜିତ କୁମାର । ଓଡିଶାର ୮ଲକ୍ଷ ଆଦିବାସୀ ଓ ମହିଳା କେନ୍ଦୁପତ୍ର ତୋଳି ନିଜର ଗୁଜରାଣ ମେଣ୍ଟାଉଛନ୍ତି । କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮ପ୍ରତିଶତ ଜିଏସଟି ଲାଗୁ କରିବା ଫଳରେ ଏହି ୮ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି ବୋଲି ସାଂସଦ ନିରଞ୍ଜନ ବିଶି […]

ଭୁବନେଶ୍ବର: କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଛାଡ କରିବାକୁ ରାଜ୍ୟସଭାରେ ଦାବି କଲେ ସାଂସଦ ନିରଞ୍ଜନ ବିଶି ଓ ସାଂସଦ ସୁଜିତ କୁମାର । ଓଡିଶାର ୮ଲକ୍ଷ ଆଦିବାସୀ ଓ ମହିଳା କେନ୍ଦୁପତ୍ର ତୋଳି ନିଜର ଗୁଜରାଣ ମେଣ୍ଟାଉଛନ୍ତି । କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮ପ୍ରତିଶତ ଜିଏସଟି ଲାଗୁ କରିବା ଫଳରେ ଏହି ୮ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି ବୋଲି ସାଂସଦ ନିରଞ୍ଜନ ବିଶି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ଫେରିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବଡ଼ ଭାଇଙ୍କ ଅସୁସ୍ଥତା ଖବର ପାଇ ଦିଲ୍ଲୀ ଯାଇଥିଲେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ଅନୁରୋଧ କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଏହା ଉପରେ କୌଣସି ନିଷ୍ପତ୍ତି ଗ୍ରହଣ କରିନାହାଁନ୍ତି ବୋଲି ସେ କହିଛନ୍ତି। ୮ଲକ୍ଷରୁ ଅଧିକ ଗରିବ ଆଦିବାସୀ ଓ ମହିଳାଙ୍କ ଜୀବନ ଜୀବିକା ଓ ସାମୁହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟି ଉଠାଇ ଦେବାକୁ ଦାବି କରିଛନ୍ତି ସାଂସଦ ନିରଞ୍ଜନ ବିଶି ଓ ସାଂସଦ ସୁଜିତ କୁମାର ।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

10 Dec 2022 By The Sakala

କେନ୍ଦୁପତ୍ରରୁ ଜିଏସଟି ଛାଡ କରିବାକୁ ରାଜ୍ୟସଭାରେ ଦାବିକଲେ ବିଜେଡି ସାଂସଦ ନିରଞ୍ଜନ ବିଶି ଓ ସୁଜିତ କୁମାର

ଭୁବନେଶ୍ବର: କେନ୍ଦୁପତ୍ର ଉପରୁ ୧୮ ପ୍ରତିଶତ ଜିଏସଟି ଛାଡ କରିବାକୁ ରାଜ୍ୟସଭାରେ ଦାବି କଲେ ସାଂସଦ ନିରଞ୍ଜନ ବିଶି ଓ ସାଂସଦ ସୁଜିତ କୁମାର । ଓଡିଶାର ୮ଲକ୍ଷ ଆଦିବାସୀ ଓ ମହିଳା କେନ୍ଦୁପତ୍ର ତୋଳି ନିଜର ଗୁଜରାଣ ମେଣ୍ଟାଉଛନ୍ତି । କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ୧୮ପ୍ରତିଶତ ଜିଏସଟି ଲାଗୁ କରିବା ଫଳରେ ଏହି ୮ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀଙ୍କ ଜୀବନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି ବୋଲି ସାଂସଦ ନିରଞ୍ଜନ ବିଶି କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେନ୍ଦୁପତ୍ର ଉପରୁ ଜିଏସଟି ହଟାଇବାକୁ ଅନୁରୋଧ କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଏହା ଉପରେ କୌଣସି ନିଷ୍ପତ୍ତି ଗ୍ରହଣ କରିନାହାଁନ୍ତି ବୋଲି ସେ କହିଛନ୍ତି। ୮ଲକ୍ଷରୁ ଅଧିକ ଗରିବ ଆଦିବାସୀ ଓ ମହିଳାଙ୍କ ଜୀବନ ଜୀବିକା ଓ ସାମୁହିକ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ୧୮ପ୍ରତିଶତ ଜିଏସଟି ଉଠାଇ ଦେବାକୁ ଦାବି କରିଛନ୍ତି ସାଂସଦ ନିରଞ୍ଜନ ବିଶି ଓ ସାଂସଦ ସୁଜିତ କୁମାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର