ପିଶାଚୀ ସାଜିଲା ମା’: ତିନି ବର୍ଷ ପୁଅର ଗଳାକାଟି କଲା ହତ୍ୟା

The Sakala Picture
Published On

କୋରାପୁଟ: ମା’ ସାଜିଲା ପିଶାଚିନୀ । ଯାହାକୁ ଜନ୍ମ ଦେଇଥିଲା, ଧାରୁଆ ଅସ୍ତ୍ରରେ ତା’ ବେକ କାଟି ଦେଲା। ଯେଉଁ ରକ୍ତରେ ଜନ୍ମ ଦେଇଥିଲା, ସେଇ ରକ୍ତ ନିଗାଡ଼ି ଜୀବନ ନେଲା । ନିଜ ୩ ବର୍ଷ ପୁଅର ଗଳାକାଟି ଅତି ନୃଶଂସ ଭାବେ ହତ୍ୟା କଲା ମାଆ । ଗୋଟେପଟେ ପଣା ସଂକ୍ରାନ୍ତିର ଉତ୍ସବ ଚାଲିଥିବାବେଳେ ଅନ୍ୟପଟେ ଏଭଳି ବିଭତ୍ସ ଘଟଣା ସମସ୍ତଙ୍କୁ ବାକ୍ ଶୂନ୍ୟ କରିଦେଇଛି । ଏପରି ଲୋମଟାଙ୍କୁରା ଘଟଣା କୋରାପୁଟ ସଦର […]

କୋରାପୁଟ: ମା’ ସାଜିଲା ପିଶାଚିନୀ । ଯାହାକୁ ଜନ୍ମ ଦେଇଥିଲା, ଧାରୁଆ ଅସ୍ତ୍ରରେ ତା’ ବେକ କାଟି ଦେଲା। ଯେଉଁ ରକ୍ତରେ ଜନ୍ମ ଦେଇଥିଲା, ସେଇ ରକ୍ତ ନିଗାଡ଼ି ଜୀବନ ନେଲା । ନିଜ ୩ ବର୍ଷ ପୁଅର ଗଳାକାଟି ଅତି ନୃଶଂସ ଭାବେ ହତ୍ୟା କଲା ମାଆ । ଗୋଟେପଟେ ପଣା ସଂକ୍ରାନ୍ତିର ଉତ୍ସବ ଚାଲିଥିବାବେଳେ ଅନ୍ୟପଟେ ଏଭଳି ବିଭତ୍ସ ଘଟଣା ସମସ୍ତଙ୍କୁ ବାକ୍ ଶୂନ୍ୟ କରିଦେଇଛି । ଏପରି ଲୋମଟାଙ୍କୁରା ଘଟଣା କୋରାପୁଟ ସଦର ଲୁକୁମାରି ଗାଁରେ ଘଟିଛି । ଘଟଣାସ୍ଥଳରେ କୋରାପୁଟ ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ସୂଚନା ଅନୁସାରେ, ଗତ ରାତିରେ ଗ୍ରାମରେ ଚଇତି ପରବ ଥିବା ବେଳେ ଆଜି ଭୋର ସମୟରେ ଘଟଣା ଘଟିଛି ଏ ଘଟଣା । ତେବେ କାହିଁକି ଓ କେଉଁ କାରଣ ପାଇଁ ନିଜ ଜନ୍ମ କଲା ପୁତ୍ର ସନ୍ତାନଙ୍କୁ ବିଭତ୍ସ ହତ୍ୟା କରିଛି ? ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ପୁଅକୁ ହତ୍ୟା କରିଛି ନା କିଛି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା କରିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

14 Apr 2022 By The Sakala

ପିଶାଚୀ ସାଜିଲା ମା’: ତିନି ବର୍ଷ ପୁଅର ଗଳାକାଟି କଲା ହତ୍ୟା

କୋରାପୁଟ: ମା’ ସାଜିଲା ପିଶାଚିନୀ । ଯାହାକୁ ଜନ୍ମ ଦେଇଥିଲା, ଧାରୁଆ ଅସ୍ତ୍ରରେ ତା’ ବେକ କାଟି ଦେଲା। ଯେଉଁ ରକ୍ତରେ ଜନ୍ମ ଦେଇଥିଲା, ସେଇ ରକ୍ତ ନିଗାଡ଼ି ଜୀବନ ନେଲା । ନିଜ ୩ ବର୍ଷ ପୁଅର ଗଳାକାଟି ଅତି ନୃଶଂସ ଭାବେ ହତ୍ୟା କଲା ମାଆ । ଗୋଟେପଟେ ପଣା ସଂକ୍ରାନ୍ତିର ଉତ୍ସବ ଚାଲିଥିବାବେଳେ ଅନ୍ୟପଟେ ଏଭଳି ବିଭତ୍ସ ଘଟଣା ସମସ୍ତଙ୍କୁ ବାକ୍ ଶୂନ୍ୟ କରିଦେଇଛି । ଏପରି ଲୋମଟାଙ୍କୁରା ଘଟଣା କୋରାପୁଟ ସଦର ଲୁକୁମାରି ଗାଁରେ ଘଟିଛି । ଘଟଣାସ୍ଥଳରେ କୋରାପୁଟ ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ଗତ ରାତିରେ ଗ୍ରାମରେ ଚଇତି ପରବ ଥିବା ବେଳେ ଆଜି ଭୋର ସମୟରେ ଘଟଣା ଘଟିଛି ଏ ଘଟଣା । ତେବେ କାହିଁକି ଓ କେଉଁ କାରଣ ପାଇଁ ନିଜ ଜନ୍ମ କଲା ପୁତ୍ର ସନ୍ତାନଙ୍କୁ ବିଭତ୍ସ ହତ୍ୟା କରିଛି ? ଅତ୍ୟଧିକ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ପୁଅକୁ ହତ୍ୟା କରିଛି ନା କିଛି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ହତ୍ୟା କରିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

https://www.thesakala.in/latest-odisha-news/mother-killed-her-own-son-in-koraput/article-10769
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର