ବାଶୁଳି ପୂଜା ଭୋଗ ଖାଇ ୫ ପିଲା ସମେତ ୭୦ରୁ ଅଧିକ ଅସୁସ୍ଥ

The Sakala Picture
Published On

ମାଆ ବାଶୁଳିଠାକୁରାଣୀଙ୍କ ପୂଜା ଭୋଗ ଖାଇ ୫ ଜଣ ପିଲା ସମେତ ୭୦ ରୁ ଅଧିକ ଅସୁସ୍ଥ।ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋପି ମୋହନପୁର ପଞ୍ଚାୟତ ବାଶୁଳିଆ ଆଦିବାସୀ ସାହିରେ। ସୁଚନା ଅନୁଯାୟୀ ଗତ ଶନିବାର ରାତିରେ ଗ୍ରାମରେ ବାଶୁଳି ଠାକୁରାଣୀଙ୍କ ପୂଜା ହୋଇଥିଲା।ପୂଜା ସରିବା ପରେ ଗ୍ରାମବାସି ଠାକୁରାଣୀଙ୍କ ଭୋଗ ଖାଇଥିଲେ।ଭୋଗ ଖାଇବାର ପାଖାପାଖି ୧୨ ଘଣ୍ଟା ପରେ ମୁଣ୍ଡ ବୁଲାଇବା ସହ ଝାଡ଼ା ବାନ୍ତି ଆରମ୍ଭ ହୋଇଥିଲା। ଏ କଥା […]

ମାଆ ବାଶୁଳିଠାକୁରାଣୀଙ୍କ ପୂଜା ଭୋଗ ଖାଇ ୫ ଜଣ ପିଲା ସମେତ ୭୦ ରୁ ଅଧିକ ଅସୁସ୍ଥ।ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋପି ମୋହନପୁର ପଞ୍ଚାୟତ ବାଶୁଳିଆ ଆଦିବାସୀ ସାହିରେ। ସୁଚନା ଅନୁଯାୟୀ ଗତ ଶନିବାର ରାତିରେ ଗ୍ରାମରେ ବାଶୁଳି ଠାକୁରାଣୀଙ୍କ ପୂଜା ହୋଇଥିଲା।ପୂଜା ସରିବା ପରେ ଗ୍ରାମବାସି ଠାକୁରାଣୀଙ୍କ ଭୋଗ ଖାଇଥିଲେ।ଭୋଗ ଖାଇବାର ପାଖାପାଖି ୧୨ ଘଣ୍ଟା ପରେ ମୁଣ୍ଡ ବୁଲାଇବା ସହ ଝାଡ଼ା ବାନ୍ତି ଆରମ୍ଭ ହୋଇଥିଲା। ଏ କଥା କାହାରିକୁ କିଛି ନ କହି ନିଜେ ନିଜେ କିଛି କିଛି ଔଷଧ ଆଣି ଖାଇ ଥିଲେ।କିନ୍ତୁ ଗତ କାଲି ରାତି ୩ଟାରୁ ବହୁତ ଯୋରରେ ପୁଣି ଝାଡା ବାନ୍ତି ଆରମ୍ଭ ହୁଇଥିଲା।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ଖବର ପାଇ ଜଳେଶ୍ଵର ହେଲ୍ପ ଫର ୟୁ ସଂଗଠନର ସଭାପତି ମାନସ ରଞ୍ଜନ ଧଳ,ସମାଜ ସେବୀ କାଳି ଚରଣ ଦାସ ଓ ତାଙ୍କ ସଦସ୍ୟମାନେ ପହଞ୍ଚି ସେଠାକାର ଆଶା କର୍ମୀ ଶୁକାନ୍ତି କର ଏବଂ ଅଙ୍ଗନବାଡ଼ି କର୍ମୀ ବାସନ୍ତୀ କିଷ୍କୁଙ୍କୁ ଡକାଇ ପ୍ରାର୍ଥମିକ ଚିକିତ୍ସା କରାଇଥିଲେ।ମାତ୍ର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ସ୍ଥାନୀୟ ଜି କେ ଭଟର ହସ୍ପିଟାଲର ଡାକ୍ତର ଇଂଚାର୍ଜଙ୍କୁ ମାନସ ରଞ୍ଜନ ଧଳ ଖବର ଦେଇଥିଲେ। ଖବର ପାଇ ଡାକ୍ତର ସତ୍ୟଜିତ ଦେ, ଡାକ୍ତର ବିଳ୍ପବ କୁମାର ଦେ ଫର୍ମରଷ୍ଟିକ ଜ୍ୟୋତିରମୟ ଡଗର,ପି ଏଚ ଇ ଓ ଫକୀର ମୋହନ ପ୍ରଧାନ ପ୍ରମୁଖ ସହ ଅନ୍ୟାନ୍ୟ ସହଯୋଗୀ ମାନେ ପହଂଚି ଚିକିତ୍ସା ଆରମ୍ଭ କରିଥିଲେ।କିନ୍ତୁ ପରିସ୍ଥିତି ଅଣାୟତ ହେବାରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା।ଖବର ପାଇ ୪ ଟି ୧୦୮ ଆମ୍ବୁଲାନ୍ସ ପହଂଚି ଥିଲା। ଏବେବି ଗାଁ ରେ ଦୁଇଟି ମେଡ଼ିକାଲ ଟିମ୍ ଆଶା କର୍ମୀ ଅସୁସ୍ଥଙ୍କ ଚିକିତ୍ସା କରୁଛନ୍ତି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

28 Jun 2021 By The Sakala

ବାଶୁଳି ପୂଜା ଭୋଗ ଖାଇ ୫ ପିଲା ସମେତ ୭୦ରୁ ଅଧିକ ଅସୁସ୍ଥ

ମାଆ ବାଶୁଳିଠାକୁରାଣୀଙ୍କ ପୂଜା ଭୋଗ ଖାଇ ୫ ଜଣ ପିଲା ସମେତ ୭୦ ରୁ ଅଧିକ ଅସୁସ୍ଥ।ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋପି ମୋହନପୁର ପଞ୍ଚାୟତ ବାଶୁଳିଆ ଆଦିବାସୀ ସାହିରେ। ସୁଚନା ଅନୁଯାୟୀ ଗତ ଶନିବାର ରାତିରେ ଗ୍ରାମରେ ବାଶୁଳି ଠାକୁରାଣୀଙ୍କ ପୂଜା ହୋଇଥିଲା।ପୂଜା ସରିବା ପରେ ଗ୍ରାମବାସି ଠାକୁରାଣୀଙ୍କ ଭୋଗ ଖାଇଥିଲେ।ଭୋଗ ଖାଇବାର ପାଖାପାଖି ୧୨ ଘଣ୍ଟା ପରେ ମୁଣ୍ଡ ବୁଲାଇବା ସହ ଝାଡ଼ା ବାନ୍ତି ଆରମ୍ଭ ହୋଇଥିଲା। ଏ କଥା କାହାରିକୁ କିଛି ନ କହି ନିଜେ ନିଜେ କିଛି କିଛି ଔଷଧ ଆଣି ଖାଇ ଥିଲେ।କିନ୍ତୁ ଗତ କାଲି ରାତି ୩ଟାରୁ ବହୁତ ଯୋରରେ ପୁଣି ଝାଡା ବାନ୍ତି ଆରମ୍ଭ ହୁଇଥିଲା।

ଖବର ପାଇ ଜଳେଶ୍ଵର ହେଲ୍ପ ଫର ୟୁ ସଂଗଠନର ସଭାପତି ମାନସ ରଞ୍ଜନ ଧଳ,ସମାଜ ସେବୀ କାଳି ଚରଣ ଦାସ ଓ ତାଙ୍କ ସଦସ୍ୟମାନେ ପହଞ୍ଚି ସେଠାକାର ଆଶା କର୍ମୀ ଶୁକାନ୍ତି କର ଏବଂ ଅଙ୍ଗନବାଡ଼ି କର୍ମୀ ବାସନ୍ତୀ କିଷ୍କୁଙ୍କୁ ଡକାଇ ପ୍ରାର୍ଥମିକ ଚିକିତ୍ସା କରାଇଥିଲେ।ମାତ୍ର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ସ୍ଥାନୀୟ ଜି କେ ଭଟର ହସ୍ପିଟାଲର ଡାକ୍ତର ଇଂଚାର୍ଜଙ୍କୁ ମାନସ ରଞ୍ଜନ ଧଳ ଖବର ଦେଇଥିଲେ। ଖବର ପାଇ ଡାକ୍ତର ସତ୍ୟଜିତ ଦେ, ଡାକ୍ତର ବିଳ୍ପବ କୁମାର ଦେ ଫର୍ମରଷ୍ଟିକ ଜ୍ୟୋତିରମୟ ଡଗର,ପି ଏଚ ଇ ଓ ଫକୀର ମୋହନ ପ୍ରଧାନ ପ୍ରମୁଖ ସହ ଅନ୍ୟାନ୍ୟ ସହଯୋଗୀ ମାନେ ପହଂଚି ଚିକିତ୍ସା ଆରମ୍ଭ କରିଥିଲେ।କିନ୍ତୁ ପରିସ୍ଥିତି ଅଣାୟତ ହେବାରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା।ଖବର ପାଇ ୪ ଟି ୧୦୮ ଆମ୍ବୁଲାନ୍ସ ପହଂଚି ଥିଲା। ଏବେବି ଗାଁ ରେ ଦୁଇଟି ମେଡ଼ିକାଲ ଟିମ୍ ଆଶା କର୍ମୀ ଅସୁସ୍ଥଙ୍କ ଚିକିତ୍ସା କରୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର