ବଲାଙ୍ଗୀରର ଦୁଇଟି ଗାଁରେ ଝାଡ଼ାବାନ୍ତି ଆତଙ୍କ, ୧୫ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ

The Sakala Picture
Published On

ବଲାଙ୍ଗୀର: ବଲାଙ୍ଗୀରର ଦୁଇଟି ଗାଁରେ ଝାଡ଼ାବାନ୍ତି ଆତଙ୍କ । ଛତାମଖନା ଓ ଆମପାଲି ଗାଁରେ ଡାଇରିଆ ବ୍ୟାପୁଥିବା ଜଣାପଡିଛି। ଦୂଷିତ ପାଣି ପିଇ ୧୫ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ । ଡାଇରିଆରେ ଗତ ଗୁରୁବାର ଦିନ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରେ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ରହିଛନ୍ତି । କିଛି ଆକ୍ରନ୍ତ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି । ଅନ୍ୟ କିଛି ଆକ୍ରାନ୍ତ […]

ବଲାଙ୍ଗୀର: ବଲାଙ୍ଗୀରର ଦୁଇଟି ଗାଁରେ ଝାଡ଼ାବାନ୍ତି ଆତଙ୍କ । ଛତାମଖନା ଓ ଆମପାଲି ଗାଁରେ ଡାଇରିଆ ବ୍ୟାପୁଥିବା ଜଣାପଡିଛି। ଦୂଷିତ ପାଣି ପିଇ ୧୫ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ । ଡାଇରିଆରେ ଗତ ଗୁରୁବାର ଦିନ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରେ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ରହିଛନ୍ତି । କିଛି ଆକ୍ରନ୍ତ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି । ଅନ୍ୟ କିଛି ଆକ୍ରାନ୍ତ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା । ପ୍ରଶାସନ ଗାଁକୁ ପାଣି ଯୋଗାଣ ବନ୍ଦ କରିବା ସହ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

03 Dec 2024 By The Sakala

ବଲାଙ୍ଗୀରର ଦୁଇଟି ଗାଁରେ ଝାଡ଼ାବାନ୍ତି ଆତଙ୍କ, ୧୫ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ

ବଲାଙ୍ଗୀର: ବଲାଙ୍ଗୀରର ଦୁଇଟି ଗାଁରେ ଝାଡ଼ାବାନ୍ତି ଆତଙ୍କ । ଛତାମଖନା ଓ ଆମପାଲି ଗାଁରେ ଡାଇରିଆ ବ୍ୟାପୁଥିବା ଜଣାପଡିଛି। ଦୂଷିତ ପାଣି ପିଇ ୧୫ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ । ଡାଇରିଆରେ ଗତ ଗୁରୁବାର ଦିନ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଆକ୍ରାନ୍ତଙ୍କ ମଧ୍ୟରେ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ରହିଛନ୍ତି । କିଛି ଆକ୍ରନ୍ତ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି । ଅନ୍ୟ କିଛି ଆକ୍ରାନ୍ତ ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା । ପ୍ରଶାସନ ଗାଁକୁ ପାଣି ଯୋଗାଣ ବନ୍ଦ କରିବା ସହ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି ।

https://www.thesakala.in/latest-odisha-news/more-than-15-people-affected-in-diarrhea-in-two-villages-of-balangir/article-37004
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର