ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୭୮ ଜଣ କରୋନା ପଜିଟିଭ୍
ଭୁବନେଶ୍ଵର: ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ । ତଳମୁହାଁ ହେଉଛି ସଂକ୍ରମଣ ଗ୍ରାଫ୍ । କରୋନା ସଂକ୍ରମଣ ହ୍ରାସ ପାଇଲେ ମଧ୍ୟ ଆମକୁ ସର୍ବଦା ସଚେତନ ହୋଇ ରହିବାକୁ ପଡିବ । ନିୟମିତ ମାସ୍କ ପନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ ଏବଂ ସରକାରଙ୍କ ନିର୍ଦେଶାବଳୀ ମାନିବାକୁ ପଡିବ । ତେବେ ଯାଇ ଆମେ କରୋନାକୁ ହରେଇପାରିବା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୭୮ ଜଣ କରୋନା ପଜିଟିଭ୍ […]
ଭୁବନେଶ୍ଵର: ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ । ତଳମୁହାଁ ହେଉଛି ସଂକ୍ରମଣ ଗ୍ରାଫ୍ । କରୋନା ସଂକ୍ରମଣ ହ୍ରାସ ପାଇଲେ ମଧ୍ୟ ଆମକୁ ସର୍ବଦା ସଚେତନ ହୋଇ ରହିବାକୁ ପଡିବ । ନିୟମିତ ମାସ୍କ ପନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ ଏବଂ ସରକାରଙ୍କ ନିର୍ଦେଶାବଳୀ ମାନିବାକୁ ପଡିବ । ତେବେ ଯାଇ ଆମେ କରୋନାକୁ ହରେଇପାରିବା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୫ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୭୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୭ ଜଣ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୧୭୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୯୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୧୩୬୫ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୪୪୭୨୭୦୧ ସାମ୍ପୁଲ ଟେଷ୍ଟ୍ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
Covid-19 Report For 12th December
ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍New Positive Cases: 178
Of which 0-18 years: 37
In quarantine: 105
Local contacts: 73(Details of local contacts will be shared by concerned District)
1. Angul: 2
2. Balasore: 3
3. Bargarh: 1
4. Bhadrak: 1
5. Cuttack: 13
6. Deogarh: 2— I & PR Department, Odisha (@IPR_Odisha) December 13, 2021
New recoveries: 233
Cumulative tested: 24472701
Positive: 1051752
Recovered: 1041365
Active cases: 1898— I & PR Department, Odisha (@IPR_Odisha) December 13, 2021
ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୧୭୮ ଜଣ କରୋନା ପଜିଟିଭ୍
ଭୁବନେଶ୍ଵର: ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି କରୋନା ସଂକ୍ରମଣ । ତଳମୁହାଁ ହେଉଛି ସଂକ୍ରମଣ ଗ୍ରାଫ୍ । କରୋନା ସଂକ୍ରମଣ ହ୍ରାସ ପାଇଲେ ମଧ୍ୟ ଆମକୁ ସର୍ବଦା ସଚେତନ ହୋଇ ରହିବାକୁ ପଡିବ । ନିୟମିତ ମାସ୍କ ପନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ ଏବଂ ସରକାରଙ୍କ ନିର୍ଦେଶାବଳୀ ମାନିବାକୁ ପଡିବ । ତେବେ ଯାଇ ଆମେ କରୋନାକୁ ହରେଇପାରିବା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୫ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୭୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୭ ଜଣ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୫୧୭୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୮୯୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୪୧୩୬୫ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୪୪୭୨୭୦୧ ସାମ୍ପୁଲ ଟେଷ୍ଟ୍ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
Covid-19 Report For 12th December
New Positive Cases: 178