ଓଡ଼ିଶାରୁ ଫେରିଯିବ ମୌସୁମୀ: ୯ ଅକ୍ଟୋବର ପରେ ରାଜ୍ୟର କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ ହୋଇପାରେ ମୌସୁମୀ

The Sakala Picture
Published On

ଭୁବନେଶ୍ବର: ଓଡିଶାରୁ ଫେରିଯିବ ମୌସୁମୀ । ଆଗକୁ ରାଜ୍ୟରେ ବଡ ବର୍ଷା ନାହିଁ ।  ୯ ଅକ୍ଟୋବର ପରେ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହୋଇପାରେ । ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପାଗ ଅନୁକୂଳ ରହିଛି। ଉତ୍ତର ପଶ୍ଚିମ ଦିଗରୁ ବହୁଛି ଶୁଷ୍କ ବାୟୁ ।  ବାୟୁମଣ୍ଡଳରୁ କମୁଛି ଜଳୀୟବାଷ୍ପର ପରିମାଣ । ଉତ୍ତର ପଶ୍ଚିମ ଭାରତରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜସ୍ଥାନ, ଗୁଜୁରାଟ, ହରିଆନା, ପଞ୍ଜାବ […]

ଭୁବନେଶ୍ବର: ଓଡିଶାରୁ ଫେରିଯିବ ମୌସୁମୀ । ଆଗକୁ ରାଜ୍ୟରେ ବଡ ବର୍ଷା ନାହିଁ ।  ୯ ଅକ୍ଟୋବର ପରେ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହୋଇପାରେ । ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପାଗ ଅନୁକୂଳ ରହିଛି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଝାଡ଼ାବାନ୍ତି ଆତଙ୍କ: ୩୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ

ଉତ୍ତର ପଶ୍ଚିମ ଦିଗରୁ ବହୁଛି ଶୁଷ୍କ ବାୟୁ ।  ବାୟୁମଣ୍ଡଳରୁ କମୁଛି ଜଳୀୟବାଷ୍ପର ପରିମାଣ । ଉତ୍ତର ପଶ୍ଚିମ ଭାରତରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜସ୍ଥାନ, ଗୁଜୁରାଟ, ହରିଆନା, ପଞ୍ଜାବ ସମେତ ମଧ୍ୟପ୍ରଦେଶ, ଜାମ୍ମୁ-କାଶ୍ମୀରର କେତେକ ଅଞ୍ଚଳରୁ ସମ୍ପୂର୍ଣ୍ଣ ରୂପରେ ଅପସାରଣ ହୋଇଛି ।

ଆହୁରି ପଢ଼ନ୍ତୁ: ଡିଜିଟାଲ୍‌ ଇଣ୍ଡିଆକୁ ଶକ୍ତ ଝଟକା: ଓଡ଼ିଶାର ୧୦୯୧ ଗାଁରେ ନାହିଁ ମୋବାଇଲ୍‌ ନେଟ୍‌ୱର୍କ, ରାୟଗଡ଼ାରେ ସର୍ବାଧିକ

ଖବର ଅନୁଯାୟୀ, ୮ଦିନ ବିଳମ୍ବରେ ଓଡିଶା ଛୁଇଁଥିଲା ମୌସୁମୀ ।  ଜୁନ୍ ୨୨ ରେ ପ୍ରଥମେ ଦକ୍ଷିଣ ଓଡ଼ିଶାକୁ ଛୁଇଁଥିଲା । ପରେ ସ୍ବଭାବିକ ସମୟ ହେଉଛି ଜୁନ୍ ୧୪ । ସ୍ବାଭାବିକ ପ୍ରତ୍ୟାବର୍ତ୍ତନ ସମୟ ଅକ୍ଟୋବର ୧୫ ତାରିଖ । ବିଳମ୍ବରେ ଆସି ମୌସୁମୀ ସଅଳ ଫେରିବା ନେଇ ପାଗ ଅନୁକୂଳ ରହିଛି।

ଆହୁରି ପଢ଼ନ୍ତୁ: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡା ଯାତ୍ରା: ଆଜି ଗଡିବ ନନ୍ଦିଘୋଷ ଓ ଦର୍ପଦଳନ ରଥ

05 Oct 2023 By The Sakala

ଓଡ଼ିଶାରୁ ଫେରିଯିବ ମୌସୁମୀ: ୯ ଅକ୍ଟୋବର ପରେ ରାଜ୍ୟର କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ ହୋଇପାରେ ମୌସୁମୀ

ଭୁବନେଶ୍ବର: ଓଡିଶାରୁ ଫେରିଯିବ ମୌସୁମୀ । ଆଗକୁ ରାଜ୍ୟରେ ବଡ ବର୍ଷା ନାହିଁ ।  ୯ ଅକ୍ଟୋବର ପରେ ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ହୋଇପାରେ । ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କରିବା ପାଇଁ ପାଗ ଅନୁକୂଳ ରହିଛି।

ଉତ୍ତର ପଶ୍ଚିମ ଦିଗରୁ ବହୁଛି ଶୁଷ୍କ ବାୟୁ ।  ବାୟୁମଣ୍ଡଳରୁ କମୁଛି ଜଳୀୟବାଷ୍ପର ପରିମାଣ । ଉତ୍ତର ପଶ୍ଚିମ ଭାରତରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ବର୍ତ୍ତମାନ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ମୌସୁମୀ ରାଜସ୍ଥାନ, ଗୁଜୁରାଟ, ହରିଆନା, ପଞ୍ଜାବ ସମେତ ମଧ୍ୟପ୍ରଦେଶ, ଜାମ୍ମୁ-କାଶ୍ମୀରର କେତେକ ଅଞ୍ଚଳରୁ ସମ୍ପୂର୍ଣ୍ଣ ରୂପରେ ଅପସାରଣ ହୋଇଛି ।

ଖବର ଅନୁଯାୟୀ, ୮ଦିନ ବିଳମ୍ବରେ ଓଡିଶା ଛୁଇଁଥିଲା ମୌସୁମୀ ।  ଜୁନ୍ ୨୨ ରେ ପ୍ରଥମେ ଦକ୍ଷିଣ ଓଡ଼ିଶାକୁ ଛୁଇଁଥିଲା । ପରେ ସ୍ବଭାବିକ ସମୟ ହେଉଛି ଜୁନ୍ ୧୪ । ସ୍ବାଭାବିକ ପ୍ରତ୍ୟାବର୍ତ୍ତନ ସମୟ ଅକ୍ଟୋବର ୧୫ ତାରିଖ । ବିଳମ୍ବରେ ଆସି ମୌସୁମୀ ସଅଳ ଫେରିବା ନେଇ ପାଗ ଅନୁକୂଳ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର