ବଜାରକୁ ଆସିଲା ମଲ୍ଟି ଭିଟାମିନ୍ ଛେନାପୋଡ଼

The Sakala Picture
Published On

ଭୁବନେଶ୍ୱର : ରାଜ୍ୟର ଏକ ଅଗ୍ରଣୀ ଷ୍ଟାର୍ଟଅପ୍ ସଂସ୍ଥା ମମ୍ ହ୍ୟାଣ୍ଡ୍ ପକ୍ଷରୁ ମଲ୍ଟି ଭିଟାମିନ୍ ଛେନାପୋଡ ବଜାରକୁ ଛଡାଯାଇଛି। ଏହି ଛୋନାପୋଡ଼ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବିଶେଷ ସହାୟକ ହେବ। କରୋନା ମହାମାରୀ ବ୍ୟାପିବା ପରେ ଲୋକମାନେ ବେଶ ସ୍ୱାସ୍ଥ୍ୟ ସଚେତନ ହୋଇପଡ଼ିଛନ୍ତି। ସେମାନଙ୍କୁ ନଜରରେ ରଖି କମ୍ପାନୀ ଏହି ଛେନାପୋଡ଼ ଆଣିଛି। ବହୁ ମାସ ଧରି ବ୍ୟାପକ ଗବେଷଣା ଓ ପରୀକ୍ଷଣ ପରେ କଂପାନିର ଏକ ଟିମ୍ ଏହି ମଲ୍ଟି ଭିଟାମିନ୍ […]

ଭୁବନେଶ୍ୱର : ରାଜ୍ୟର ଏକ ଅଗ୍ରଣୀ ଷ୍ଟାର୍ଟଅପ୍ ସଂସ୍ଥା ମମ୍ ହ୍ୟାଣ୍ଡ୍ ପକ୍ଷରୁ ମଲ୍ଟି ଭିଟାମିନ୍ ଛେନାପୋଡ ବଜାରକୁ ଛଡାଯାଇଛି। ଏହି ଛୋନାପୋଡ଼ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବିଶେଷ ସହାୟକ ହେବ। କରୋନା ମହାମାରୀ ବ୍ୟାପିବା ପରେ ଲୋକମାନେ ବେଶ ସ୍ୱାସ୍ଥ୍ୟ ସଚେତନ ହୋଇପଡ଼ିଛନ୍ତି। ସେମାନଙ୍କୁ ନଜରରେ ରଖି କମ୍ପାନୀ ଏହି ଛେନାପୋଡ଼ ଆଣିଛି। ବହୁ ମାସ ଧରି ବ୍ୟାପକ ଗବେଷଣା ଓ ପରୀକ୍ଷଣ ପରେ କଂପାନିର ଏକ ଟିମ୍ ଏହି ମଲ୍ଟି ଭିଟାମିନ୍ ଛେନାପୋଡ଼କୁ ବିକଶିତ କରିଛନ୍ତି। ଏହା ସ୍ୱାଦିଷ୍ଟ ହୋଇଥିବାବେଳେ ସ୍ୱାସ୍ଥ୍ୟକର ମଧ୍ୟ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ: ଜୁଲାଇ ୧୬ରେ ରଥଯାତ୍ରା, ୨୫ରେ ସୁନାବେଶ

ଏଥିରେ ଛେନା, ସୁଜି, ଆଲମଣ୍ଡ, ତ୍ରିଫଳା, ଅଁଳା, ଖଜୁର, ସେଓ ଓ ଡାଳିମ୍ବ ଭଳି ବହୁ ପ୍ରାକୃତିକ ଓ ଅର୍ଗାନିକ ପଦାର୍ଥ ବ୍ୟବହାର କରାଯାଉଛି। ଏହାକୁ କମ୍ପାନୀର ଏକ ଷ୍ଟେଟ୍ ଅଫ୍ ଆର୍ଟ ବ୍ୟବସ୍ଥାରେ ବିକଶିତ କରାଯାଉଛି ଯେଉଁଥିରେ ଗୁଣାତ୍ମକ ମାନ ବଜାୟ ରଖିବା ଲାଗି ସବୁ ପ୍ରକାର ଉପକରଣର ବ୍ୟବସ୍ଥା ରହିଛି। କଂମ୍ପାନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ସ୍ୱାଦିଷ୍ଟ ମଲ୍ଟି ଭିଟାମିନ୍ ଛେନାପୋଡ଼କୁ ରାଜ୍ୟ ବାହାରେ ପହଞ୍ଚାଇବା। ବାହାର ଦେଶକୁ ରପ୍ତାନି କରିବା ଲାଗି ମଧ୍ୟ କମ୍ପାନୀ ଲକ୍ଷ୍ୟ ରଖିଛି। ଏହି ଅବସରରେ ମିସ୍ ନିଳିମା ପାତ୍ର, ପ୍ରତିଷ୍ଠାତା, ମମ୍ ହ୍ୟାଣ୍ଡ୍ କହିଛନ୍ତି ଯେ, ‘ମମ୍ ହ୍ୟାଣ୍ଡ୍‌’ରେ ଆମେ ଆମର ନୂଆ ଉତ୍ପାଦ ମଲ୍ଟି ଭିଟାମିନ୍ ଛେନାପୋଡ଼କୁ ଉନ୍ମୋଚନ କରି ଅତ୍ୟନ୍ତ ଉଲ୍ଲସିତ। କମ୍ପାନୀର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ମଲ୍ଟି ଭିଟାମିନ୍ ରସଗୋଲା ବଜାରକୁ ଆଣିବା।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା CBSE ଦଶମ ବୋର୍ଡ ରେଜଲ୍ଟ, results.cbse.nic.inରେ ରେଜଲ୍ଟ ଉପଲବ୍ଧ

17 Jan 2022 By The Sakala

ବଜାରକୁ ଆସିଲା ମଲ୍ଟି ଭିଟାମିନ୍ ଛେନାପୋଡ଼

ଭୁବନେଶ୍ୱର : ରାଜ୍ୟର ଏକ ଅଗ୍ରଣୀ ଷ୍ଟାର୍ଟଅପ୍ ସଂସ୍ଥା ମମ୍ ହ୍ୟାଣ୍ଡ୍ ପକ୍ଷରୁ ମଲ୍ଟି ଭିଟାମିନ୍ ଛେନାପୋଡ ବଜାରକୁ ଛଡାଯାଇଛି। ଏହି ଛୋନାପୋଡ଼ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବିଶେଷ ସହାୟକ ହେବ। କରୋନା ମହାମାରୀ ବ୍ୟାପିବା ପରେ ଲୋକମାନେ ବେଶ ସ୍ୱାସ୍ଥ୍ୟ ସଚେତନ ହୋଇପଡ଼ିଛନ୍ତି। ସେମାନଙ୍କୁ ନଜରରେ ରଖି କମ୍ପାନୀ ଏହି ଛେନାପୋଡ଼ ଆଣିଛି। ବହୁ ମାସ ଧରି ବ୍ୟାପକ ଗବେଷଣା ଓ ପରୀକ୍ଷଣ ପରେ କଂପାନିର ଏକ ଟିମ୍ ଏହି ମଲ୍ଟି ଭିଟାମିନ୍ ଛେନାପୋଡ଼କୁ ବିକଶିତ କରିଛନ୍ତି। ଏହା ସ୍ୱାଦିଷ୍ଟ ହୋଇଥିବାବେଳେ ସ୍ୱାସ୍ଥ୍ୟକର ମଧ୍ୟ।

ଏଥିରେ ଛେନା, ସୁଜି, ଆଲମଣ୍ଡ, ତ୍ରିଫଳା, ଅଁଳା, ଖଜୁର, ସେଓ ଓ ଡାଳିମ୍ବ ଭଳି ବହୁ ପ୍ରାକୃତିକ ଓ ଅର୍ଗାନିକ ପଦାର୍ଥ ବ୍ୟବହାର କରାଯାଉଛି। ଏହାକୁ କମ୍ପାନୀର ଏକ ଷ୍ଟେଟ୍ ଅଫ୍ ଆର୍ଟ ବ୍ୟବସ୍ଥାରେ ବିକଶିତ କରାଯାଉଛି ଯେଉଁଥିରେ ଗୁଣାତ୍ମକ ମାନ ବଜାୟ ରଖିବା ଲାଗି ସବୁ ପ୍ରକାର ଉପକରଣର ବ୍ୟବସ୍ଥା ରହିଛି। କଂମ୍ପାନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ସ୍ୱାଦିଷ୍ଟ ମଲ୍ଟି ଭିଟାମିନ୍ ଛେନାପୋଡ଼କୁ ରାଜ୍ୟ ବାହାରେ ପହଞ୍ଚାଇବା। ବାହାର ଦେଶକୁ ରପ୍ତାନି କରିବା ଲାଗି ମଧ୍ୟ କମ୍ପାନୀ ଲକ୍ଷ୍ୟ ରଖିଛି। ଏହି ଅବସରରେ ମିସ୍ ନିଳିମା ପାତ୍ର, ପ୍ରତିଷ୍ଠାତା, ମମ୍ ହ୍ୟାଣ୍ଡ୍ କହିଛନ୍ତି ଯେ, ‘ମମ୍ ହ୍ୟାଣ୍ଡ୍‌’ରେ ଆମେ ଆମର ନୂଆ ଉତ୍ପାଦ ମଲ୍ଟି ଭିଟାମିନ୍ ଛେନାପୋଡ଼କୁ ଉନ୍ମୋଚନ କରି ଅତ୍ୟନ୍ତ ଉଲ୍ଲସିତ। କମ୍ପାନୀର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ମଲ୍ଟି ଭିଟାମିନ୍ ରସଗୋଲା ବଜାରକୁ ଆଣିବା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର