ଓଡ଼ିଶା କୈନ୍ଦ୍ରିକ ପାର୍ଟି ଗଢିବେ ମୋକିମ, ନାଁ ରହିବ 'ଓଡ଼ିଶା ଜନତା କଂଗ୍ରେସ' !

Madhusudan Das Picture
Published On

ଭୁବନେଶ୍ୱର: ନୂଆ ଦଳ ଗଢ଼ିବାକୁ ଯାଉଛନ୍ତି ମହମ୍ମଦ ମୋକିମ । ଏହାରି ମଧ୍ୟରେ ମହମ୍ମଦ ମୋକିମ୍‌ଙ୍କ ଦେଇଛନ୍ତି ବଡ଼ ସୂଚନା । ଓଡ଼ିଶା କୈନ୍ଦ୍ରିକ ପାର୍ଟି ଗଢିବେ ବୋଲି କହିଛନ୍ତି ମୋକିମ ଏବଂ ତାଙ୍କ ନୂଆ ଦଳର ନାଁ 'ଓଡ଼ିଶା ଜନତା କଂଗ୍ରେସ' କିମ୍ବା 'ଓଡ଼ିଶା ଲୋକ କଂଗ୍ରେସ' ରହିପାରେ । ସମର୍ଥକଙ୍କ ସହ ଆଲୋଚନା ପରେ ନାଁ ଫାଇନାଲ୍ ହେବ । ମାର୍ଚ୍ଚ ମାସ ଶେଷ ବେଳକୁ ଦଳର ଅନ୍ତିମ ରୂପରେଖ ପ୍ରସ୍ତୁତ ହୋଇ ସାରିଥିବ ବୋଲି କହିଛନ୍ତି ମୋକିମ । 

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦରେ ଉତ୍ସାହର ସହ ସାଧାରଣତନ୍ତ୍ର ଦିବସ ପାଳିତ: ବିଭିନ୍ନ ଅନୁଷ୍ଠାନରେ ଉଡିଲା ତ୍ରିରଙ୍ଗା

ମିଳିଥିବା ସୂଚନା ଅନୁସାରେ ଗତକାଲି ରାଜଧାନୀରେ ମୋକିମ ନିଜ ସମର୍ଥକଙ୍କୁ ନେଇ ଏକ ବୈଠକ କରିଥିଲେ । ଏଥିରେ ଦଳର ନାଁ ରେଜିଷ୍ଟ୍ରେସନ ନେଇ ମତାମତ ନିଆ ଯାଇଥିଲା । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ବିଧିବଦ୍ଧ ଘୋଷଣା ହେବ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ୪ର୍ଥ ଟି-୨୦ ମ୍ୟାଚ୍, ବିଜୟ ଧାରା ବଜାୟ ଲକ୍ଷ୍ୟରେ ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp