ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ହୋଲିରେ ଅପରାହ୍ନ ୩ଟା ଯାଏ ଚାଲିବନି ‘ମୋ ବସ୍’

The Sakala Picture
Published On

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ସୋମବାର ରଙ୍ଗର ପର୍ବ ହୋଲି ।  ହୋଲିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପୂର୍ବାହ୍ନରେ ‘ମୋ ବସ୍’ ଗଡ଼ିବ ନାହିଁ। ଏନେଇ କ୍ରୁଟ୍ କର୍ତ୍ତୃପକ୍ଷ ଟ୍ବିଟ କରି ସୂଚନା ଦେଇଛନ୍ତି। 📢 𝐍𝐨𝐭𝐢𝐜𝐞 On #Holi (𝟐𝟗𝐭𝐡 𝐌𝐚𝐫𝐜𝐡,𝟐𝟎𝟐𝟏) #Mobus🚌 will remain off roads in the first half of the day.Service will resume 𝟑 𝐏𝐌 onwards with thin frequency. Physical pass counter at Master […]

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ସୋମବାର ରଙ୍ଗର ପର୍ବ ହୋଲି ।  ହୋଲିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପୂର୍ବାହ୍ନରେ ‘ମୋ ବସ୍’ ଗଡ଼ିବ ନାହିଁ। ଏନେଇ କ୍ରୁଟ୍ କର୍ତ୍ତୃପକ୍ଷ ଟ୍ବିଟ କରି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଚାନ୍ଦିପୁରରେ DRDO ପକ୍ଷରୁ ସଫଳ କ୍ଷେପଣାସ୍ତ୍ର ପରୀକ୍ଷଣ: ସୁରକ୍ଷିତ ସ୍ଥାନକୁ ଗଲେ ୧୧ ହଜାରରୁ ଅଧିକ ଲୋକ

ସୋମବାର ଅପରାହ୍ନ ୩ଟା ପରେ ଯାଇ ‘ମୋ ବସ୍’ ଗଡ଼ିବ । ଏଥିସହ ମାଷ୍ଟର କ୍ୟାଣ୍ଟିନ୍ ବସ୍ ଟର୍ମିନାଲରେ ଥିବା ପାସ୍ କାଉଣ୍ଟର ଆସନ୍ତାକାଲି ବନ୍ଦ ରହିବ । ହୋଲିକୁ ଦୃଷ୍ଟିରେ ରଖି କ୍ୟାପିଟାଲ୍ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ କ୍ରୁଟ୍ ଏଭଳି ନିଷ୍ପତ୍ତି ନେଇଛି।

28 Mar 2021 By The Sakala

ହୋଲିରେ ଅପରାହ୍ନ ୩ଟା ଯାଏ ଚାଲିବନି ‘ମୋ ବସ୍’

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ସୋମବାର ରଙ୍ଗର ପର୍ବ ହୋଲି ।  ହୋଲିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପୂର୍ବାହ୍ନରେ ‘ମୋ ବସ୍’ ଗଡ଼ିବ ନାହିଁ। ଏନେଇ କ୍ରୁଟ୍ କର୍ତ୍ତୃପକ୍ଷ ଟ୍ବିଟ କରି ସୂଚନା ଦେଇଛନ୍ତି।

ସୋମବାର ଅପରାହ୍ନ ୩ଟା ପରେ ଯାଇ ‘ମୋ ବସ୍’ ଗଡ଼ିବ । ଏଥିସହ ମାଷ୍ଟର କ୍ୟାଣ୍ଟିନ୍ ବସ୍ ଟର୍ମିନାଲରେ ଥିବା ପାସ୍ କାଉଣ୍ଟର ଆସନ୍ତାକାଲି ବନ୍ଦ ରହିବ । ହୋଲିକୁ ଦୃଷ୍ଟିରେ ରଖି କ୍ୟାପିଟାଲ୍ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ କ୍ରୁଟ୍ ଏଭଳି ନିଷ୍ପତ୍ତି ନେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର