ସୋମବାର ଠାରୁ ସମସ୍ତ 25 ରୁଟରେ ସେବା ଆରମ୍ଭ କରିବ ମୋ ବସ୍

The Sakala Picture
Published On

ଭୁବନେଶ୍ୱର: ସୋମବାର ଠାରୁ ସମସ୍ତ 25 ରୁଟରେ ସେବା ଆରମ୍ଭ କରିବ ମୋ ବସ୍ । ସକଳା ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ବସ । ଶନିବାର ରବିବାର ସପ୍ତାହାନ୍ତ ସଟଡାଉନ ଥିବାରୁ ଏହି ଦୁଇଦିନ କେବଳ ବସ ଚଲାଚଲ ବନ୍ଦ ରହିବା ନେଇ କ୍ରୁଟ ପକ୍ଷରୁ ସୂଚନା ଦିଆୟାଇଛି । ରାଜ୍ୟରେ ଅଗଷ୍ଟ ଗାଇଡଲାଇନ ଆସି ସାରିଛି । କଟକଣା ମୁତାବକ ରାଜ୍ୟରେ ସପିଂ ମଲ, ହଲ, ସୁଇମିଂ ପୁଲ ସମେତ ହାଟ ବଜାର […]

ଭୁବନେଶ୍ୱର: ସୋମବାର ଠାରୁ ସମସ୍ତ 25 ରୁଟରେ ସେବା ଆରମ୍ଭ କରିବ ମୋ ବସ୍ । ସକଳା ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ବସ । ଶନିବାର ରବିବାର ସପ୍ତାହାନ୍ତ ସଟଡାଉନ ଥିବାରୁ ଏହି ଦୁଇଦିନ କେବଳ ବସ ଚଲାଚଲ ବନ୍ଦ ରହିବା ନେଇ କ୍ରୁଟ ପକ୍ଷରୁ ସୂଚନା ଦିଆୟାଇଛି । ରାଜ୍ୟରେ ଅଗଷ୍ଟ ଗାଇଡଲାଇନ ଆସି ସାରିଛି । କଟକଣା ମୁତାବକ ରାଜ୍ୟରେ ସପିଂ ମଲ, ହଲ, ସୁଇମିଂ ପୁଲ ସମେତ ହାଟ ବଜାର ଆଦି କୋଲିବା ନେଇ ଅନୁମତି ଦେଇଛନ୍ତି । ତେଣୁ ଏଭଳି ସ୍ଥିତିରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ମୋ ବସ ସେବାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ଆରମ୍ଭ କରିବାକୁ ଯାଉଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି କ୍ରୁଟର ସାଧାରଣ ପରିଚାଳକ ଦିପ୍ତି ମହାପାତ୍ର । ତେବେ ବସରେ ଯାତାୟତ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।ବସ ଚଳାଚଳ ସମୟରେ କୋଭିଡ ଗାଇଡଲାଇନ ପାଳନ କରିବାକୁ କୁହାଯାଇଛି । ସେହିପରି ବସରେ ଯାତ୍ରା କରୁଥିବା ସମୟରେ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି । ଯେଉଁଯାତ୍ରୀ ବସରେ ଯାତ୍ରା କରୁଥିବା ସମୟରେ ମାସ୍କ ପିନ୍ଧିନଥିବେ, ତାଙ୍କୁ ଅନୁମତି ମିଳିବ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି କ୍ରୁଟ କର୍ତ୍ତୁପକ୍ଷ । ସିଟ ଅନୁସାରେ ହିଁ କେବଳ ଯାତ୍ରୀ ବସରେ ଯାତ୍ରା କରିପାରିବେ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୪୬୦୭ ଡାକ୍ତର ପଦବୀ ଖାଲି: ବିଧାନସଭାରେ ଉଦବେଗଜନକ ତଥ୍ୟ ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

31 Jul 2021 By The Sakala

ସୋମବାର ଠାରୁ ସମସ୍ତ 25 ରୁଟରେ ସେବା ଆରମ୍ଭ କରିବ ମୋ ବସ୍

ଭୁବନେଶ୍ୱର: ସୋମବାର ଠାରୁ ସମସ୍ତ 25 ରୁଟରେ ସେବା ଆରମ୍ଭ କରିବ ମୋ ବସ୍ । ସକଳା ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ବସ । ଶନିବାର ରବିବାର ସପ୍ତାହାନ୍ତ ସଟଡାଉନ ଥିବାରୁ ଏହି ଦୁଇଦିନ କେବଳ ବସ ଚଲାଚଲ ବନ୍ଦ ରହିବା ନେଇ କ୍ରୁଟ ପକ୍ଷରୁ ସୂଚନା ଦିଆୟାଇଛି । ରାଜ୍ୟରେ ଅଗଷ୍ଟ ଗାଇଡଲାଇନ ଆସି ସାରିଛି । କଟକଣା ମୁତାବକ ରାଜ୍ୟରେ ସପିଂ ମଲ, ହଲ, ସୁଇମିଂ ପୁଲ ସମେତ ହାଟ ବଜାର ଆଦି କୋଲିବା ନେଇ ଅନୁମତି ଦେଇଛନ୍ତି । ତେଣୁ ଏଭଳି ସ୍ଥିତିରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ମୋ ବସ ସେବାକୁ ପୁନର୍ବାର କାର୍ଯ୍ୟକ୍ଷମ କରିବା ଆରମ୍ଭ କରିବାକୁ ଯାଉଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି କ୍ରୁଟର ସାଧାରଣ ପରିଚାଳକ ଦିପ୍ତି ମହାପାତ୍ର । ତେବେ ବସରେ ଯାତାୟତ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।ବସ ଚଳାଚଳ ସମୟରେ କୋଭିଡ ଗାଇଡଲାଇନ ପାଳନ କରିବାକୁ କୁହାଯାଇଛି । ସେହିପରି ବସରେ ଯାତ୍ରା କରୁଥିବା ସମୟରେ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି । ଯେଉଁଯାତ୍ରୀ ବସରେ ଯାତ୍ରା କରୁଥିବା ସମୟରେ ମାସ୍କ ପିନ୍ଧିନଥିବେ, ତାଙ୍କୁ ଅନୁମତି ମିଳିବ ନାହିଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି କ୍ରୁଟ କର୍ତ୍ତୁପକ୍ଷ । ସିଟ ଅନୁସାରେ ହିଁ କେବଳ ଯାତ୍ରୀ ବସରେ ଯାତ୍ରା କରିପାରିବେ ।

https://www.thesakala.in/latest-odisha-news/mo-bus-to-resume-services-on-all-25-routes-from-monday/article-4264
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର