‘ମୋ ବସ୍’ ଧକ୍କାରେ ୨ ଗୁରୁତର: ଘଟଣାସ୍ଥଳରେ ଉତ୍ତେଜନା, ମୋ ବସ’ କୁ ଅଟକାଇଲେ ଲୋକେ

The Sakala Picture
Published On

ଭୁବନେଶ୍ବର: ‘ମୋ ବସ୍’ ଚାଳକଙ୍କ ଅସାବଧାନତା ହେତୁ ଜୀବନ ଯାଉଛି ତ, କେତବେଳେ ଲୋକେ ଗୁରୁତ ହେଉଛନ୍ତି। ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ପୁଣି ରାଜଧାନୀରେ ‘ମୋ ବସ୍’ ଧକ୍କାରେ ଆଜି ୨ ଜଣ ଗୁତୁତର ହୋଇଛନ୍ତି। ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣାଟି ଘଟିଛି। ଉତ୍ୟକ୍ତଲୋକେ ‘ମୋ ବସ୍’ ଗୁଡିକୁ ଅଟକାଇଛନ୍ତି। ଫଳରେ ନନ୍ଦନକାନନ ପଟୁ ଆସୁଥିବା ସମସ୍ତ ‘ମୋ ବସ୍’ ଅଟକି ରହିଛି। ଗୁରୁତର ଯୁବତୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି […]

ଭୁବନେଶ୍ବର: ‘ମୋ ବସ୍’ ଚାଳକଙ୍କ ଅସାବଧାନତା ହେତୁ ଜୀବନ ଯାଉଛି ତ, କେତବେଳେ ଲୋକେ ଗୁରୁତ ହେଉଛନ୍ତି। ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ପୁଣି ରାଜଧାନୀରେ ‘ମୋ ବସ୍’ ଧକ୍କାରେ ଆଜି ୨ ଜଣ ଗୁତୁତର ହୋଇଛନ୍ତି। ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣାଟି ଘଟିଛି। ଉତ୍ୟକ୍ତଲୋକେ ‘ମୋ ବସ୍’ ଗୁଡିକୁ ଅଟକାଇଛନ୍ତି। ଫଳରେ ନନ୍ଦନକାନନ ପଟୁ ଆସୁଥିବା ସମସ୍ତ ‘ମୋ ବସ୍’ ଅଟକି ରହିଛି। ଗୁରୁତର ଯୁବତୀଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛ। ଜଣଙ୍କ ହାତ ଉପରେ ‘ମୋ ବସ୍’ ଟି ମାଡି ଯାଇଥିବା ସୂଚନା। ଖବପର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ୨୦ରୁ ଉର୍ଦ୍ଧ୍ବ ‘ମୋ ବସ୍’ ଅଟକି ରହିଥିବା ସୂଚନା। ବେପରୁଆ ଚାଳନା ପାଇଁ ଏହି ଦୁର୍ଘଟଣା ଘଟିଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର