ମିଶନ ଶକ୍ତି ବିଭାଗର ରିପୋର୍ଟ କାର୍ଡ ପ୍ରଦାନ ଅବସରରେ ମିଶନ ଶକ୍ତି ସଚିବଙ୍କ ସୂଚନା

The Sakala Picture
Published On

ଭୁବନେଶ୍ୱର: SHG ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି- CMRF ଢାଞ୍ଚାରେ ଗଠନ ହେବ ଏହି ଫଣ୍ଡ। କୌଣସି ମହିଳା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁ ମୁଖରେ ପଡ଼ିଲେ, ଏହି ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ। ୩-୪ ମାସ ମଧ୍ୟରେ ଏହି ଫଣ୍ଡ କାର୍ଯ୍ୟକାରୀ ହେବ। ଏଥିଲାଗି ରାଜ୍ୟ ବଜେଟରୁ ଅର୍ଥ ବ୍ୟୟବରାଦ କରାଯିବ। ସୁଜାତା ଆର୍ କାର୍ତ୍ତିକେୟନ, ମିଶନ ଶକ୍ତି ସଚିବ। – ସେହିଭଳି SHG ମହିଳାଙ୍କୁ ନେତୃତ୍ୱ ଦେବା […]

ଭୁବନେଶ୍ୱର: SHG ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି- CMRF ଢାଞ୍ଚାରେ ଗଠନ ହେବ ଏହି ଫଣ୍ଡ। କୌଣସି ମହିଳା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁ ମୁଖରେ ପଡ଼ିଲେ, ଏହି ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ। ୩-୪ ମାସ ମଧ୍ୟରେ ଏହି ଫଣ୍ଡ କାର୍ଯ୍ୟକାରୀ ହେବ। ଏଥିଲାଗି ରାଜ୍ୟ ବଜେଟରୁ ଅର୍ଥ ବ୍ୟୟବରାଦ କରାଯିବ। ସୁଜାତା ଆର୍ କାର୍ତ୍ତିକେୟନ, ମିଶନ ଶକ୍ତି ସଚିବ।
– ସେହିଭଳି SHG ମହିଳାଙ୍କୁ ନେତୃତ୍ୱ ଦେବା ପାଇଁ ରାଜ୍ୟ ସ୍ତରୀୟ SHG ଫେଡରେସନ ଗଠନ ହେବ। ରାଜ୍ୟ ସ୍ତରରେ ବିଭିନ୍ନ ଯୋଜନାରେ କିଭଳି ଅଧିକ କାମ କରିହେବ, ସେନେଇ କାମ କରିବ ଫେଡେରେସନ୍।
– ୮ ବର୍ଷରେ SHG ଙ୍କୁ ଋଣ ସହାୟତା ୧୯ ଗୁଣ ବୃଦ୍ଧି। SHG ଋଣ ସହାୟତା ୨୦୧୪-୧୫ର ୫୦୦ କୋଟି ଟଙ୍କାରୁ ବଢି ୨୦୨୨-୨ ୩ରେ ପହଞ୍ଚିଛି ୧୧ ହଜାର କୋଟି ଟଙ୍କାରେ।
– SGH ଙ୍କ ଦ୍ଵାରା ଋଣ ପରିଶୋଧରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା। SHGଙ୍କ କ୍ଷେତ୍ରରେ ଅନାଦେୟ ଋଣ ବା NPA ମାତ୍ର ୧.୯୯%। ଏଥିଲାଗି କେନ୍ଦ୍ର ଠାରୁ ପ୍ରଶଂସା ପାଇଛି ଓଡ଼ିଶା।
– ଓଡ଼ିଶାର ୮୬.୫% ମହିଳାଙ୍କ ପାଖରେ ରହିଛି ବ୍ୟାଙ୍କ ଖାତା। ଯାହାକି ଜାତୀୟ ହାର ୭୮.୬% ଠାରୁ ଢେର ଅଧିକ।

ମିଶନ ଶକ୍ତି ବିଭାଗର ୪ ବଡ଼ ସଫଳତା

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

– ଆର୍ଥିକ ପରିଚାଳନା ୮ ବର୍ଷରେ ୧୯ ଗୁଣା ବୃଦ୍ଧି ପାଇଛି। ଓଡିଶା ଉପରେ ମାତ୍ର 6ଟି ରାଜ୍ୟ ରହିଛି।ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି।
– ମହିଳା ମାନଙ୍କ କାର୍ଯ୍ୟକ୍ରମ ;ବ୍ଲକ ରେ ମିଶନ ଶକ୍ତି କାଫେ, ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେବା, ମାଛ ଚାଷ, ହର୍ଟି କଲଚର।
– ମହିଳା ସଂଗଠନ ଗୁଡିକୁ ଶସକ୍ତ କରାଯାଉଛି।ଭିତ୍ତିଭୂମି ଯୋଗାଇ ଦିଆଯାଉଛି, ପ୍ରତି ବ୍ଲକ ରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି।
– କୋଭିଡ ସମୟରେ ମହିଳାମାନଙ୍କ ଉଲ୍ଲେଖଯୋଗ୍ୟ କାମ ଯୋଗୁ ପ୍ରଶଂସା କରାଯାଇଛି। ୨କୋଟି ମିଲ ପ୍ରସ୍ତୁତ କରିଥିଲେ, ୭୫ଲକ୍ଷ ମାସ୍କ ଦେଇଥିଲେ।

27 May 2023 By The Sakala

https://www.thesakala.in/latest-odisha-news/mission-shakti-secretarys-information-on-mission-shakti-department-report-card-issue/article-22036
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର