ନିଖୋଜ ଯୁବ ବ୍ୟବସାୟୀ ଅବିନାଶଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳେ ଗାଧୋଇବା ବେଳେ ଦୟା ନଦୀରେ ଭାସି ଯାଇଥିଲେ

The Sakala Picture
Published On

ଭୁବନେଶ୍ୱର: ଦୁଇ ଦିନ ତଳେ ଦୟାନଦୀରେ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଥିବା ଅବିନାଶଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ଦୀର୍ଘ ୩୩ ଘଣ୍ଟା ଖୋଜିବା ପରେ ନିଖୋଜ ଅବିନାଶଙ୍କ ମୃତଦେହ ଉଦ୍ଧାର ହୋଇଛି । ବହୁତ ସମୟ ଖୋଜାଖୋଜି କରିବା ପରେ ଆଜି ଭୋର ୫ଟାରେ ମୃତଦେହ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ ଓ ପୋଲିସ। ସୂଚନା ଅନୁଯାୟୀ, ନିଖୋଜ ଥିବା ସ୍ଥାନର ୬ ଶହ ମିଟର ଦୂର କଣ୍ଟି ପଞ୍ଚାୟତର ଲେମ୍ବୁଆପଡା ମୌଜାରୁ ମୃତଦେହ ଉଦ୍ଧାର […]

ଭୁବନେଶ୍ୱର: ଦୁଇ ଦିନ ତଳେ ଦୟାନଦୀରେ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଥିବା ଅବିନାଶଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ଦୀର୍ଘ ୩୩ ଘଣ୍ଟା ଖୋଜିବା ପରେ ନିଖୋଜ ଅବିନାଶଙ୍କ ମୃତଦେହ ଉଦ୍ଧାର ହୋଇଛି । ବହୁତ ସମୟ ଖୋଜାଖୋଜି କରିବା ପରେ ଆଜି ଭୋର ୫ଟାରେ ମୃତଦେହ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ ଓ ପୋଲିସ।

ଆହୁରି ପଢ଼ନ୍ତୁ: ଜଟଣୀ ଗଙ୍ଗପଡା ସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଏକାଧିକ ଛାତ୍ର ଆହତ

ସୂଚନା ଅନୁଯାୟୀ, ନିଖୋଜ ଥିବା ସ୍ଥାନର ୬ ଶହ ମିଟର ଦୂର କଣ୍ଟି ପଞ୍ଚାୟତର ଲେମ୍ବୁଆପଡା ମୌଜାରୁ ମୃତଦେହ ଉଦ୍ଧାର ହୋଇଛି। ଦୁଇ ଦିନ ପୂର୍ବରୁ ଦୟାନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ନିଖୋଜ ଥିଲେ ଭୁବନେଶ୍ୱର ପାତ୍ରପଡା ଅଞ୍ଚଳର ଯୁବ ବ୍ୟବସାୟୀ ଅବିନାଶ ଦାଶ ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରଦର୍ଶନୀରେ ଜାତୀୟ ସ୍ତରରେ ଚମକିଲେ ଓଡ଼ିଶାର ୩ ଷ୍ଟାର୍ଟଅପ୍

05 Nov 2021 By The Sakala

ନିଖୋଜ ଯୁବ ବ୍ୟବସାୟୀ ଅବିନାଶଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳେ ଗାଧୋଇବା ବେଳେ ଦୟା ନଦୀରେ ଭାସି ଯାଇଥିଲେ

ଭୁବନେଶ୍ୱର: ଦୁଇ ଦିନ ତଳେ ଦୟାନଦୀରେ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଥିବା ଅବିନାଶଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ଦୀର୍ଘ ୩୩ ଘଣ୍ଟା ଖୋଜିବା ପରେ ନିଖୋଜ ଅବିନାଶଙ୍କ ମୃତଦେହ ଉଦ୍ଧାର ହୋଇଛି । ବହୁତ ସମୟ ଖୋଜାଖୋଜି କରିବା ପରେ ଆଜି ଭୋର ୫ଟାରେ ମୃତଦେହ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ ଓ ପୋଲିସ।

ସୂଚନା ଅନୁଯାୟୀ, ନିଖୋଜ ଥିବା ସ୍ଥାନର ୬ ଶହ ମିଟର ଦୂର କଣ୍ଟି ପଞ୍ଚାୟତର ଲେମ୍ବୁଆପଡା ମୌଜାରୁ ମୃତଦେହ ଉଦ୍ଧାର ହୋଇଛି। ଦୁଇ ଦିନ ପୂର୍ବରୁ ଦୟାନଦୀରେ ଗାଧୋଇବା ବେଳେ ପାଣିରେ ବୁଡ଼ିଯାଇ ନିଖୋଜ ଥିଲେ ଭୁବନେଶ୍ୱର ପାତ୍ରପଡା ଅଞ୍ଚଳର ଯୁବ ବ୍ୟବସାୟୀ ଅବିନାଶ ଦାଶ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର